Monthly Archives

February 2021

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁନ୍ତଳା କୁମାରୀ ଗ୍ରନ୍ଥାଗାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ଆଜି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ତିଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁନ୍ତଳା କୁମାରୀ ଗ୍ରନ୍ଥାଗାର ଲୋକାର୍ପଣ କରିବେ । ଏଥି ସହିତ ଏକାଡେମିକ୍ ବ୍ଲକ୍-୨, ଏକାଡେମିକ୍ ବ୍ଲକ୍-୩
Read More...

ଯାତ୍ରୀବାହୀ ବସ୍‌ ଓଲଟିଲା : ୪ ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ବୋୖଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ ଯାତ୍ରୀବାହୀ ବସ ଓଲଟିବାରୁ ଏଥିରେ ଥିବା ୪ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଆଜି ଭୋର ସକାଳୁ ମୁନଲାଇଟ ନାମକ ଏକ ଯାତ୍ରୀବାହୀ ବସ୍ (ଓଡି୦୨ବିଜେ୮୯୪୩) ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ବେଳେ
Read More...

ରାଜ୍ୟରେ ଆଜି ୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ
Read More...

ବାଘ ଛାଲ ଓ ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିଲା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ଚଢଉ : ୩ ଜଣ ଗିରଫ

କେନ୍ଦୁଝର : ବାଘ ଛାଲ ଓ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିଲା ବେଳେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ଚଢଉ ହୋଇଥିଲା । ତେବେ ଚଢଉରେ ଗୋଟିଏ ବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଥିବା ସହ ଘଟଣାରେ ସଂପୃ‌କ୍ତ ୩ ଜଣଙ୍କୁ ବାନ୍ଧିଛି ଏସଟିଏଫ୍ । ଗିରଫ
Read More...

ଅତି ଶୀଘ୍ର ଲାଠୋର ଡାକ୍ତରଖାନାରେ ଏମବିବିଏସ୍ ଡାକ୍ତର ନିଯୁକ୍ତି ନକଲେ ଆନ୍ଦୋଳନ ହେବ : ଗ୍ରାମବାସୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଲାଠୋର ଡ଼ାକ୍ତରଖାନାରେ ଦୀର୍ଘ ଛଅ ମାସ ହେଲାଣି ଏମ୍ ବି ବିଏସ୍ ଡାକ୍ତର ପଦବୀ ଖାଲି ପଡ଼ିଛି । ଡାକ୍ତର ନଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ନିଯୁକ୍ତି ପାଇଁ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ କୌଣସି ସୁଫଳ
Read More...

କରୋନା ମହାମାରୀ ପରେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ପରେ ଶ୍ରୀଜିଉଙ୍କ ଦର୍ଶନ କରିବା ପାଇଁ ପୁରୀ ଯିବେ । କରୋନା ମହାମାରୀ ପରେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଯଦିଓ ମୁଖ୍ୟମନ୍ତ୍ରୀ ପୁରୀ ଯାଇଥିଲେ କରୋନା କଟକଣା ଯୋଗୁ
Read More...

ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଆଗମନ କରିଥିଲେ । ସେହି ଆଗମନର ସ୍ମୃତିକୁ ଶହେ ବର୍ଷ ପୂର୍ତ୍ତି ହେଉଛି । ଜାତିର ପିତାଙ୍କ ଆଗମନର ଶତବାର୍ଷିକୀ ଏବଂ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ଯାତ୍ରାର ସ୍ମୃତି ପାଳନ
Read More...

ଦେଓଗାଁ ବ୍ଲକର ୨୬ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ୧୮୨୯ ପରୀକ୍ଷା ଦର୍ପଣ ପ୍ରଦାନ କରାଗଲା : ଶହେ ଦିନର ପାଠ ସହ ପରୀକ୍ଷା…

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ଯୋଗୁଁ ୨୦୨୦/୨୧ ଶିକ୍ଷା ବର୍ଷରେ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ସ୍କୁଲରେ ଶିକ୍ଷା ଦାନ କରିନାହାନ୍ତି । ଯଦିଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ ଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା ଗ୍ରାମାଞ୍ଚଳରେ ତାହା ସମ୍ପୂର୍ଣ୍ଣ ବିଫଳ
Read More...

ଓଲଟି ପଡ଼ିଲା ଡମ୍ଫର ଗାଡ଼ି : ୩ ଗୁରୁତର

ତୁଷୁରା, (ଅଜିତ କୁମାର ସାହୁ) : ତୁଷୁରା ନିକଟସ୍ଥ ଲିଖିରିଆ ପାଖ ବର୍‌ଲା ଗାଁରେ ଭାରସାମ୍ୟ ହରାଇ ଗତ ରାତି ପ୍ରାୟ ୩ଟା ସମୟରେ ଏକ ଡମ୍ଫର ଗାଡ଼ି ଓଲଟି ପଡ଼ିଥିବା ବେଳେ ଗାଡ଼ିରେ ଥିବା ଡ୍ରାଇଭର୍‌ ସମେତ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତରମାନଙ୍କୁ ଗ୍ରାମବାସୀଙ୍କ ଦ୍ୱାରା
Read More...

ଦୁଃଖୀ ପରିବାର ଉପ୍‌ରେ ଘୋର୍‌ ବିପଦ୍‌ : ଘରେ ଜୁଏ ଲାଗି କରି ପୁଡ଼ି ଗଲା ଗୁଟେ ଗୁଡେ଼ ପରିବାରର ବୋଝ ସ‌ମ୍ଭାଲି ଥିବାର…

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼୍ ଜିଲ୍ଲାର୍ ବରପାଲି ପାଖର୍ ମହଦା ଗାଁର୍ ବ୍ରହ୍ମା ପଧାନଙ୍କର୍ ଘରେ ବହୁତ୍ ବଡ଼୍ ବିପଦ୍‌ ପଡ଼ିଛେ । ଆଘୋନୁ ନିଜର୍ ଗୁଟେ ଗୋଡ୍ ହରେଇ ଥିବା ବ୍ରହ୍ମାଙ୍କର୍ ବୁଝା ଉପରେ ନଏଲ୍‌ତା ବିଡା ବାଗିର୍ ତାଙ୍କର୍ ଘରେ ଗଲା ୫ ତାରିଖ୍ ଶୁକ୍ରବାର୍ ଦିନ ଜୁଏ ଲାଗି
Read More...