Monthly Archives

February 2021

ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ): ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ତେବେ ବସ୍‌ ଭଡ଼ା ୧୨ଟି ପାରାମିଟରକୁ ବିଚାରକୁ ନେଇ ବଢ଼ାଯାଇଥିବା ସେ କହିଛନ୍ତି । ପୂର୍ବରୁ ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୭୪ ପଇସା
Read More...

ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗିର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ବର ମୂଳଦୁଆ ପଡ଼ିଥାଏ । ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତ୍ତି ପକାଇଥାଏ । ତେଣୁ ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତ ୨ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ନେଇ ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ଜଣେ ଓ ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୯ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଏବେ ଜିଲ୍ଲାରେ ୧୨ ଜଣ ଏକ୍‌ଟିଭ୍‌
Read More...

ଯୁଦ୍ଧ ପାଇଁ ପ୍ରସ୍ତୁତି ନିମନ୍ତେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି : ପିଏଲଏ ଭାରତୀୟ ସୀମାରେ…

ବେଜିଂ : ଭାରତ ଏବଂ ଆମେରିକା ଭିତରେ ତିକ୍ତତା ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)କୁ ଚାଇନାର ନୂଆ ବର୍ଷ ଛୁଟିରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସି ଜିନପିଙ୍ଗ ଏହା ମଧ୍ୟ କହିଛନ୍ତି ଯେ, ସୂଚନା ଯୁଦ୍ଧ କୌଶଳ ପାଇଁ ସେନା
Read More...

ପ୍ରଥମ ଏକଲବ୍ୟ ଫୁଟବଲ ଟୁର୍ଣ୍ଣାମେ‌ଣ୍ଟର ଫାଇନାଲ ତଥା ଉଦଯାପନୀ ମ୍ୟାଚରେ ଯୋଗ ଦେଲେ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ…

ଲୋଇସିଂହା, (କେପିଏନ୍‌ଏସ୍‌) : ଗତକାଲି ତା. ୦୭.୦୨.୨୦୨୧ ତାରିଖ ଦିନ ଲୋଇସିଂହା ‌ବ୍ଲକ ବିଶାଲପାଲି ଠାରେ ପ୍ରଥମ ଏକଲବ୍ୟ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ତଥା ଉଦଯାପନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ମହାମନ୍ତ୍ରୀ ତଥା ପ୍ରଦେଶ କୋର ଗ୍ରୁପ କମିଟି
Read More...

ଗୋଏଲଭାଡ଼ି ଠାରେ ପୁଷ୍ ପୁନି ଭେଟଘାଟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଗୋଏଲଭାଡ଼ି ନିକଟରେ ପୁଷ୍‌ ପୁନି ଭେଟଘାଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ମୁଖ୍ୟ ଅତିଥି ଭାବରେ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଭାଇଚାରାର ପର୍ବ ଏହି ପୁଷ୍ ପୁନି ଭେଟଘାଟକୁ
Read More...

ସ୍ମାଇଲ ଫର୍ ଅଲ ଫାଉଣ୍ଡେସନ ଦ୍ୱାରା ପ୍ରଥମ ବଲାଙ୍ଗିର କପ୍ ଉଦଘାଟିତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ମାଇଲ ଫର୍ ଅଲ ଫାଉଣ୍ଡେସନ ଦ୍ୱାରା ପ୍ରଥମ ବଲାଙ୍ଗିର କପ୍ ସ୍ଥାନୀୟ ମିଶନ୍ ପଡିଆ ଠାରେ ଉଦଘାଟନ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ମହାମନ୍ତ୍ରୀ ତଥା ପ୍ରଦେଶ କୋର ଗ୍ରୁପ କମିଟି ମୁଖ୍ୟ ସନ୍ତୋଷ କୁମାର ଭୋଳ ମୁଖ୍ୟ
Read More...

ମହମ୍ମଦ ଅବଦାଲ ଅଖତର କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ

କୋରାପୁଟ : ମହମ୍ମଦ ଅବଦାଲ ଅଖତର କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛ‌ନ୍ତି । ତେବେ ଅବଦାଲ ଅଖତର ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଠାରୁ ଦାୟିତ୍ଵ ନେଇଛ‌ନ୍ତି । ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଦାୟିତ୍ଵ ଗ୍ରହଣ ସମୟରେ ଉପସ୍ଥିତ ରହି ସ୍ବାଗତ ଜଣାଇଥିବା
Read More...

କେଶରୀୟା ହିନ୍ଦୁ ବାହିନୀ ତରଫରୁ ଝାରସୁଗୁଡାରୁ ଦି‌‌ଲ୍ଲୀ ଅଭିମୁଖେ ବାହାରିଥିବା ଅଭିରାମ ଶତପଥିଙ୍କୁ ଜାତୀୟ ପତାକା…

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲା‌ଙ୍ଗିର ତରଫରୁ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ‌ଙ୍କ ନେତୃ‌ତ୍ୱରେ ଅଭିରାମ ଶତପଥିଙ୍କୁ ସ୍ୱାଗତ କରି ଜାତୀୟ ପତାକା ଭେଟି ଦେବା ସହ କାର୍ୟ୍ୟାଳୟ ତରଫରୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।
Read More...

ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସମ୍ପୃର୍ଣ୍ଣ କାର୍ୟ୍ୟକ୍ଷମ କରିବାକୁ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦାବୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସମ୍ପୃର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦାବୀ କରାଯାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ
Read More...