Monthly Archives

February 2021

ନବଜାତ ଶିଶୁ କନ୍ୟାକୁ ପାଳଗଦାରୁ ଉଦ୍ଧାର କଲେ ମହିଳା

ଧର୍ମଗଡ, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ଥାନା ଅନ୍ତର୍ଗତ ସିଉନି ଗାଁରେ ଏକ ଶିଶୁ କାନ୍ଦିବାର ରାସ୍ତାରେ ଯିବା ଆସିବା କରୁଥିବା କିଛି ଲୋକ ଶୁଣିଥିଲେ । ପରେ ଶିଶୁଟିକୁ ରା‌ସ୍ତା କଡ ନିକଟସ୍ଥ ପାଳଗଦାରୁ ଗାଁର କିଛି ମହିଳା ଉଦ୍ଧାର କରିଥିଲେ । ସ୍ଥାନୀୟ
Read More...

ବିଦ୍ୟାଳୟ ସମ୍ମୁଖରେ ବିପଦ ସଂକୁଳ ଅବସ୍ଥାରେ ୧୧ କେଭି ବିଦ୍ୟୁତ ତାର

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମର ଝାଙ୍କରପଲି-କୁଟୁମଡୋଲା ରାସ୍ତାରେ ଝାଙ୍କରପାଲି ବିଦ୍ୟାଳୟ ସମ୍ମୁଖରେ ବିପଦ ସଂକୁଳ ଅବସ୍ଥାରେ ୧୧ କେଭି ବିଦ୍ୟୁତ ତାର ପ୍ରବାହିତ ହେଉଛି । ଏହି ରାସ୍ତା ଉପରେ ଆଖପାଖ ଅନେକ ଗାଁର ଲୋକ
Read More...

ୟଙ୍ଗ ଷ୍ଟାର କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବାହାଲରେ ସୋମବାର ଦିନ ୟଙ୍ଗ ଷ୍ଟାର କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ମ୍ୟାଚ ଗୁଡ଼ଖାପଲା ଓ କେନ୍ଦୁଘାଟ ମଧ୍ୟରେ ହୋଇଥବା ବେଳେ ଦ୍ବିତୀୟ ମ୍ୟାଚ ଅର୍ଜୁନପୁର ଓ ପାଣ୍ଢେଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର
Read More...

ପର୍ଣ୍ଣ ଫିଲ୍ମ ର‍୍ୟାକେଟ ମାମଲାରେ ଜଣେ ମଧ୍ୟସ୍ଥି ଗିରଫ, ବଲିଉଡ ସହ ଜଡିତ ବଡ ନାଁ ଆସିବାର ସମ୍ଭବନା

ମୁମ୍ବାଇ : ପର୍ଣ୍ଣ ଫିଲ୍ମ ସୁଟିଂ ର‍୍ୟାକେଟ ମାମଲାରେ ମୁମ୍ବାଇ ପୋଲିସର କ୍ରାଇମ ଶାଖାର ସମ୍ପତ୍ତି ସେଲ ଦ୍ୱାରା ଜଣେ ମଧ୍ୟ‌ସ୍ଥିଙ୍କୁ ଗିରଫ କରାଯାଇଛି । ଉମେଶ କାମତ ନାମକ ଏହି ବ୍ୟକ୍ତି ବିଦେଶରୁ କେବେ ଏବଂ କିପରି ସୁଟ୍ ପର୍ଣ୍ଣ ଫିଲ୍ମ ଅପଲୋଡ୍ କରିବେ, ସେନେଇ ମଧ୍ୟସ୍ଥି ଭାବରେ କାର୍ୟ୍ୟ
Read More...

ସୋନପୁର ଜି‌ଲ୍ଲାରେ ନୂଆ ଏସପି

ସୋନପୁର, (ପ୍ରଭୁଦ‌ତ୍ତ ରଥ) : ସୋନପୁରରେ ନୂଆ ପୋଲିସ୍ ଏସପିଙ୍କୁ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର । ଗଜପତିରେ ଅତିରିକ୍ତ ଏସପି ଥିବା ସୀତାରାମ ଶତପଥୀଙ୍କୁ ସୋନପୁର ଜିଲ୍ଲାର ଏସପି ଭାବେ ନିଯୁକ୍ତ କରିଛନ୍ତି ସରକାର ।
Read More...

ଭାରୋତ୍ତୋଳକ ଭାସ୍କର ମହାରଣାଙ୍କ ବିୟେଗରେ ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘର ଶୋକସଭା

ବ୍ରହ୍ମପୁର : ରାଜ୍ୟର ଜଣାଶୁଣା ବରିଷ୍ଠ ଭାରୋତ୍ତୋଳକ ଭାସ୍କର ମହାରଣାଙ୍କ ଇତିମଧ୍ୟରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ ସଂଘର ଏକ ଶୋକସଭା ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗଠନର ରାଜ୍ୟ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକାର ରାଷ୍ଟ୍ରପତିଙ୍କ ସହ ଆଲୋଚନା : ଉଭୟ ଦେଶ ରଣନୀତିକ ଭାଗିଦାରିତାକୁ ମଜବୁତ କରିବେ

ନୂଆଦି‌ଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଫୋନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ଆମେରିକାର ରାଷ୍ଟ୍ରପତି ହେବା ପରେ ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୧୫ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୪୦ ଟଙ୍କା, ରାୟପୁର କଂଚା ମଟର - ୩୦ ଟଙ୍କା, ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି - ୫୦
Read More...

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭାରେ ଉତ୍ତର

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବକ୍ତବ୍ୟ ରଖିବା ନେଇ ସେ ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି ।ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ଜରୁରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଆଜି ପଦ୍ମପୁର ଗୋରୁ ବଜାର ପ୍ରାଙ୍ଗଣ ଠାରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ବର୍ଷ ୨୦୨୦ ଖରିଫ ଫସଲ ଧାନର ସରକାରୀ କିଣାବିକା ଅବହେଳାକୁ ନେଇ ଏକ ଜରୁରୀ ବୈଠକ ସଂଗଠନର ସ୍ଥାୟୀ ସଭାପତି ବାଞ୍ଚାନିଧି ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।
Read More...