Monthly Archives

February 2021

ସଇଁନ୍ତଲାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଲୁକ ଇଲେଭେନ ଚାମ୍ପିଅନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଛୋକରବାଞ୍ଜି ରେଲୱେ ଷ୍ଟେସନ ନିକଟ ଖେଲପଡିଆରେ କ୍ରିକେଟ ଟିମ ଆନୁକୂଲ୍ୟରେ ଆୟୋଜିତ ହୋଇ ଥିବା ଟି ଟେନ କ୍ରିକେଟ ଟୁଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଲୁକ ଇଲେଭେନ ଡୁମେରମୁଣ୍ଡା ଓ ସଇଁନ୍ତଲା ଟିମ ମଧ୍ୟରେ ଖେଳ ଅନୁଷ୍ଠିତ
Read More...

ବାଇକକୁ ଧକ୍କା ଦେଲା ବାଇକ : ଯୁବକଙ୍କ ଭାଙ୍ଗିଲା ଗୋଡ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜାତୀୟ ରାଜପଥ ୨୬ ନିକଟରେ ବାଇକକୁ ଧକ୍କା ଦେଲା ବାଇକ । ଫଲରେ ଘଟଣା ସ୍ଥଲରେ ଯୁବକଙ୍କ ଗୋଡ ଭାଙ୍ଗିଯାଇଛି । ସୂଚନା ଅନୁସାରେ ବେଲଗାଁ ରାସ୍ତା ଦେଇ ଘନଟବାହାଲି ଗ୍ରାମର ପ୍ରଶନ୍ନ ଭୋଇ ଜାତୀୟ ରାଜପଥ ଦେଇ ସିଧା
Read More...

ବଲାଙ୍ଗୀର କେନ୍ଦୁପତ୍ର ସର୍କଲ ଅଫିସ ଘେରାଉ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ବିଭିନ୍ନ ଦାବୀକୁ ନେଇ ବଲାଙ୍ଗୀର ସ୍ଥିତ କେନ୍ଦୁପତ୍ର ବିଭାଗ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ (ସସିଏଫ୍‌) ଅଫିସ ଘେରାଉ କରିବା ପାଇଁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ
Read More...

ସଇଁନ୍ତଲା ବ୍ଲକର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ବିଭିନ୍ନ ପଂଚାୟତକୁ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ପ୍ରଥମେ ବେଲଗାଁ ପଂଚାୟତ ପିପୃଟ ତଲବାହାଲି ନୂତନ ବନ୍ଧର ମାଟି ଉନ୍ନତୀ କରଣରେ ୧୦ ଲକ୍ଷ ଟଙ୍କାର କାର୍ଯ୍ୟ ଆରମ୍ଭ
Read More...

ସଡକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ଅଘଟଣ । ଦଳି ଦେଲା ପରିବା ବ୍ୟବସାୟୀଙ୍କୁ ଏକ ପିକଅଫ ଭ୍ୟାନ । ଘଟଣା ସ୍ଥଳରେ ଜଣେ ପରିବା କିଣି ବାକୁ ଆସିଥିବା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ପରିବା ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ବ୍ୟାପକ ଉତ୍ତେଜନା ପ୍ରକାଶ
Read More...

ପୁଷ୍‌ ପୁନି ଭେଟଘାଟରେ ନିର୍ବାଚନ ତାତି : ଆଗାମୀ ନିର୍ବାଚନ ପାଇଁ ରାଜନୀତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଗୋଏଲଭାଡି ଠାରେ ଆୟୋଜିତ ପୁଷ୍‌ ପୁନି ଭେଟଘାଟ କାର୍ଯ୍ୟକ୍ରମରେ ନିର୍ବାଚନ ତାତି ଦେଖିବାକୁ ମିଲିଥିଲା ତେବେ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁରଙ୍କ ନେତ୍ୱତ୍ୱରେ ଟିଟିଲାଗଡ ନିର୍ବାଚନ ମଣ୍ଡଲୀର ବିଭିନ୍ନ ପଂଚାୟତରୁ
Read More...

ଲା‌ଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କ୍ୟାସିୟର

ନୟାଗଡ : ଲା‌ଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କ୍ୟାସିୟର ଅଜୟ କୁମାର ସାଥୁଆ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବିଲ୍ ପାସ୍ କରିଦେବା ପାଇଁ ଠିକାଦାରଙ୍କଠାରୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମ୍ୟୁନିସିପାଲଟିର କ୍ୟାସିୟର କ୍ୟାସିୟର ଅଜୟ କୁମାର ସାଥୁଆ । ତେବେ
Read More...

ଅବସରପ୍ରାପ୍ତ ସେଲ୍‌ କର୍ମଚାରୀ ସଂଘର ସାଧାରଣ ବୈଠକ

ରାଉରକେଲା, (କେପିଏନ୍‌ଏସ୍‌) : ଦକ୍ଷିଣ ରାଉରକେଲା ଅବସରପ୍ରାପ୍ତ ସେଲ୍‌ କର୍ମଚାରୀ ସଂଘର ସାଧାରଣ ବୈଠକ ସ୍ଥାନୀୟ ସୋନା ଉଦ୍ୟାନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଭାପତି ଦିଲ୍ଲୀପ କୁମାର ନାୟକ ପୁରୁଣା କମିଟିକୁ ଭଂଗ କରିବା ସଂଗେ ସଂଗେ ନୂତନ କମିଟି ସର୍ବସମ୍ମତି କ୍ରମେ ଗଢ଼ିବାକୁ
Read More...

କୋଶଳାଞ୍ଚଳ ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ବଜେଟ୍‌ ଆଣନ୍ତୁ : ପ୍ରମୋଦ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳାଂଚଳ ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ବଜେଟ୍‌ ଆଣନ୍ତୁ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିଛନ୍ତି । ସେ କହିଛନ୍ତି ଯେ, ନିକଟ ଅତୀତରେ କେନ୍ଦ୍ର ସରକାର କେନ୍ଦ୍ର ବଜେଟ୍‌ ଓ
Read More...

ସହର ଭିତରେ ରାସ୍ତା ଉପରେ ଆଣ୍ଠୁଏ ନର୍ଦ୍ଦମା ପାଣି : ପ୍ରଶାସନର ନଜର୍‌ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ରାସ୍ତା ଉପରେ ଆଣ୍ଠୁଏ ନର୍ଦ୍ଦମା ପାଣି ଜମି ରହିଥିବା ବେଳେ ଲୋକେଙ୍କ ଯାତାୟାତରେ ଘୋର୍‌ ଅସୁବିଧା ସୃଷ୍ଟି ହେଉଛି । କିନ୍ତୁ ଏଥିପ୍ରତି ପ୍ରଶାସନର ନିଘା ନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି । ସୂଚନାଯୋଗ୍ୟ ଯେ, ସହରର କଲେଜ
Read More...