Monthly Archives

February 2021

ବିଜେପି ପକ୍ଷରୁ ୩ଘଣ୍ଟିଆ ଚକାଜାମ

ଖଡ଼ିଆଳ : ଧାନ ମଣ୍ଡିରେ ପଡ଼ି ରହିଥିବା ଧାନର କ୍ରୟ ବ୍ୟବସ୍ଥା ଓ ସମୟ ସୀମା ସମାପ୍ତ ହୋଇଥିବା ଟୋକନକୁ ପୁନଃ ନବୀକରଣ ଆଦି ଦାବୀରେ ବିଜେପି ପକ୍ଷରୁ ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ବସଷ୍ଟାଣ୍ଡ ଛକ ଠାରେ ୩ ଘଣ୍ଟା ଚକାଜାମ ଆନ୍ଦୋଳନ କରିଛି । ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ସୁବ୍ରତ
Read More...

ଚାଷୀ ସମସ୍ୟା ନେଇ ଖପ୍ରାଖୋଲ ବିଜେପି ତରଫରୁ ରାସ୍ତାରୋକ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଖପ୍ରାଖୋଲ ବ୍ଲକର ଖପ୍ରାଖୋଲ ଓ ଧଣ୍ଡାମୁଣ୍ଡାରେ ବିଜେପି ତରଫରୁ ରାସ୍ତା ଅବରୋଧକରାଯାଇଥିଲା । ଚାଷୀଙ୍କ ହିତପାଇଁ ତଥା ମଣ୍ଡିରେ ପଡିଥିବା ଧାନ ଉଠାଇବା କଟନୀ ଛଟନୀ ବନ୍ଦ କରିବା ଟୋକନ ପାଇ ନଥିବା ଚାଷୀଙ୍କୁ ଟୋକନ ଯୋଗାଇ ଧାନ କିଣିବା
Read More...

ରାଜ୍ୟସ୍ତରୀୟ ବିଧାୟକ କପ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ : ଫୁଲବାଣୀର ଜେଡି କ୍ଲବ ଚାମ୍ପିୟାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ବ୍ଲକ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ରାଜ୍ୟସ୍ତରୀୟ ବିଧାୟକ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନ ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି
Read More...

ସର୍ଗିବାହାଲ ଛକରେ ଧାନ କିଣାରେ ଅବ୍ୟବସ୍ଥା ନେଇ ରାସ୍ତାରୋକ କରିଛି ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜେପି ପକ୍ଷରୁ ବରଗଡ଼ ପଦ୍ମପୁର ରାସ୍ତା ସର୍ଗିବାହାଲ ଛକରେ ମଧ୍ୟ ରାସ୍ତା ରୋକ କରାଯାଇଛି, ଏହି ରାସ୍ତାରୋକ ୧୦ ଟାରୁ ୧ ଯାଏଁ ହେବ । ଚାଷ ଓ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଖରା ବର୍ଷା ଶୀତ ସବୁକୁ ସହି ବହୁ କଷ୍ଟରେ ଚାଷୀ
Read More...

ଆଇନଜୀବୀ ଉମାକାନ୍ତ ସାହୁ ହେଲେ ଜିଲ୍ଲା କଂଗ୍ରେସ ଲିଗାଲ୍‌ ସେଲ୍‌ ସଭାପତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ ଲିଗାଲ୍‌ ସେଲ୍‌ ସଭାପତି ଆଇନଜୀବୀ ସୁରେନ୍ଦ୍ର ନାଥ କର ବଲାଙ୍ଗିର ଜିଲ୍ଲା କଂଗ୍ରେସ ଲିଗାଲ୍‌ ସେଲ୍‌ ସଭାପତି ଭାବେ ଆଇନଜୀବୀ ଉମାକାନ୍ତ ସାହୁଙ୍କୁ ମନୋନୀତ କରିଛନ୍ତି । ନବ ମନୋନୀତ ଶ୍ରୀ ସାହୁ ନିଜ ତରଫରୁ ରାଜ୍ୟ ଲିଗାଲ୍‌ ସେଲ୍‌ ସଭାପତି
Read More...

ସଇଁନ୍ତଲା ବ୍ଲକରେ ୨ଟି ଜାଗାରେ ଚକା ଜାମ କାର୍ୟ୍ୟକ୍ରମ : ଜଳଜଳ ହୋଇ ଦିଶିଲା ବ୍ଲକ ବିଜେପି ମଧ୍ୟରେ ଫାଟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚାଷୀ ସମସ୍ୟାର ସମାଧାନ ଦାବୀରେ ଆଜି ପ‌ଶ୍ଚିମ ଓଡ଼ିଶାରେ ବିଜେପି ପକ୍ଷରୁ ଦିନ ୧୦ଟାରୁ ୧ଟା ରା‌ସ୍ତା ରୋକ ଚାଲିଥିଲା । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଜାତୀୟ ରାଜପଥ ୨୬ ବରଗାଁ ଠାରେ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ
Read More...

ସଡକ ସୁରକ୍ଷା ଜୀବନ ରକ୍ଷା

ସୁବଳୟା, (ପ୍ରଭୁଦତ୍ତ ରଥ) : ବୀରମହାରାଜପୁରର ସୁବଳୟାଠାରେ ଜୁନିଅର ରେଡକ୍ରସ ପକ୍ଷରୁ ଏକ ସଡକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଜୀବନକୁ ସୁରକ୍ଷିତ ରଖିବାକୁ ହେଲେ ସମସ୍ତଙ୍କୁ ସଡକ ସୁରକ୍ଷା ପ୍ରତି ଯଥେଷ୍ଟ ସତର୍କତା ହେବାକୁ ପଡିବ ବୋଲି ଏଥିରେ ଯୋଗଦାନ କରିଥିବା ଅତିଥିମାନେ
Read More...

ଚାଷୀଙ୍କ ପାଇଁ ବିଜେପି କର୍ମୀଙ୍କ ୩ ଘଣ୍ଟିଆ ଚକାଜାମ ଆନ୍ଦୋଳନ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ନିକଟସ୍ଥ ଜାତୀୟ ରାଜପଥ ନିକଟରେ ଆଜି ବିଜେପି ପକ୍ଷରୁ ୩ ଘଣ୍ଟିଆ ଚକାଜାମ ଆନ୍ଦୋଳନ ହୋଇଛି । ମେନ୍ ରୋଡ଼ରେ ଅଟକି ରହିଥିଲା ଶହ ଶହ ଗାଡ଼ି । ବିଭିନ୍ନ ମଣ୍ଡିରେ ପଡିରହିଥିବା ଧାନ ଉଠାଣ, ପୁନଃ ଟୁକନ ବ୍ୟବସ୍ଥା କରିବା ଆଦିକୁ ନେଇ
Read More...

ଗହଣା ବେପାରୀଙ୍କଠୁ ଲୁଟ୍ ଉଦ୍ୟମ : ଲୁଟେରାକୁ ଧରି ପୋଲିସ ଜିମାରେ ଦେଲେ ସ୍ଥାନୀୟ ବାସିନ୍ଦା

ମୟୁରଭଞ୍ଜ : ଦିନକୁ ଦିନ ଲୁଟ୍‌ କାରବାର ବଢିବାରେ ଲାଗିଛି । ତେବେ ମୟୁରଭଞ୍ଜ ଜିଲ୍ଲା ଧୋବାଡ଼ିହା ଅଞ୍ଚଳରେ ଦେଖିବାକୁ ମିଳିଛି ଗହଣା ବେପାରୀଙ୍କଠୁ ଲୁଟ୍ ଉଦ୍ୟମ । ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଦୋକାନରୁ ଘରକୁ ଫେରିବା ସମୟରେ ଗହଣା ବେପାରୀଙ୍କୁ ଆକ୍ରମଣ କରି୨.୭୫ କେଜି
Read More...

ମଧ୍ୟପ୍ରଦେଶ ସୀମାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ଦୁଇ ନକ୍ସଲ ନିହତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ସୀମାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଶୁକ୍ରବାର ରାତିରେ ପୋଲିସ ଓ ମାଓବାଦୀ ମଧ୍ୟରେ ମଧ୍ୟପ୍ରଦେଶ ମଣ୍ଡଳା ଜିଲ୍ଲା ମୋତିନାଲା ଥାନା ଅନ୍ତର୍ଗତ ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଫଳରେ ଜଣେ ମହିଳା ମାଓବାଦୀଙ୍କ
Read More...