Monthly Archives

February 2021

ବିଲେଇସର୍ଡା ହାଇସ୍କୁଲରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ହାଇସ୍କୁଲରେ ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କ ପ୍ରାକ୍‌ ପ୍ରସ୍ତୁତି ନିମନ୍ତେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା
Read More...

ସଇଁନ୍ତଲା ବ୍ଲକ ଲୋକ ଉନ୍ନତି ସଂଗଠନ ପକ୍ଷରୁ ‘ମାେ ଚାଟଶାଳୀ’ କାର୍ୟ୍ୟକ୍ରମର ଶୁଭାରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଲୋକ ଉନ୍ନତି ସଂଗଠନ ପକ୍ଷରୁ ଆଜି ସଇଁନ୍ତଲା ବ୍ଲକର ଝିଙ୍କିଡୁଙ୍ଗୁରି ପଞ୍ଚାୟତର ଝିଙ୍କିଡୁଙ୍ଗୁରି, ନାଗଫେନା, ଟିକ୍ରାପଡା ପଞ୍ଚାୟତର ଫଟାମୁଣ୍ତା, କଦଳିମୁଣ୍ତା, ଧରପଗଡ ପଞ୍ଚାୟତର ପେଡ୍ରାମାଲ, କରମତଲା ପଞ୍ଚାୟତର ଝିମନପାଲି, ଗ୍ରାମରେ
Read More...

ଧାନକିଣା ସମସ୍ୟା ନେଇ ସରକାରୀ ବାବୁମାନଙ୍କୁ ତାଲା ପକାଇଲେ ଚାଷୀ

ପୁଇଁନ୍ତଲା, (ଶ‌ମ୍ଭୁନାଥ ସାହୁ) : ଆଜି ପୁଇଁନ୍ତଲା ବ୍ଲକ ଛତାପିପଲ ମଣ୍ଡି ଆଗରେ ଚାଷୀମାନେ ମଣ୍ଡିରୁ ଧାନ ନଉଠୁଥିବାରୁ ଧାରଣାରେ ବସିଥିଲେ । ତେବେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଚାଷୀଙ୍କ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ବଲାଙ୍ଗିର ସମବାୟ ସମିତିର ଉପନିବନ୍ଧକ
Read More...

‘କୋଶଳ ପ୍ରବାହ’ କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ କୁମାର ପୁରୋହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦ୍ମପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ କୁମାର ପୁରୋହିତ ସୌଜନ୍ୟମୂଳକ ପରିଦର୍ଶନ ନିମନ୍ତେ ‘କୋଶଳ ପ୍ରବାହ’ କାର୍ଯ୍ୟାଳୟକୁ ଆଜି ଅପରାହ୍ନରେ ପହଂଚିଥିଲେ । ‘କୋଶଳ ପ୍ରବାହ’ ଟିମ୍‌ର ତୁରନ୍ତ ନ୍ୟୁଜ୍‌ ପ୍ରସାରଣ ତଥା ନିଆରା ନ୍ୟୁଜ୍‌
Read More...

୧୮ ତାରିଖରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିକ୍ଷୋଭ : ଘେରାଉ ହେବ ସିସିଏଫ(କେଏଲ) କାର୍ଯ୍ୟାଳୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆସନ୍ତା ୧୮ ତାରିଖ ଦିନ ବିଭିନ୍ନ ସମସ୍ୟା ନେଇ ବଲାଙ୍ଗିର ସିସିଏଫ(କେଏଲ) କାର୍ଯ୍ୟାଳୟ ଘେରାଉ କରିବା ସଂଗେ ସଂଗେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆଜି ବଲାଙ୍ଗିର ସାଂବାଦିକ ଭବନ ଠାରେ ଆୟୋଜିତ ହୋଇଥିବା ଏକ ସାଂବାଦିକ
Read More...

ସୁରକ୍ଷିତ ଦେଶାନ୍ତର ସମ୍ବନ୍ଧୀୟ କର୍ମଶାଳା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ବିନ୍ଧାପାଲି କଲ୍ୟାଣ ମଣ୍ଡପ ଠାରେ ସିଡବ୍ଲୁଏସ ଭବନେଶ୍ୱର ତରଫରୁ ସୁରକ୍ଷିତ ଦେଶାନ୍ତର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭରସୁଜା ପଂଚାୟତର ସରପଞ୍ଚ ଗଣେଶ ସାହୁ ଯୋଗଦେଇ ସ୍ଵକୀୟ ମତାମତ ଉପସ୍ଥାପନ କରିବା
Read More...

ସମ୍‌ଝୋତା ଏକ୍ସପ୍ରେସ : ଇମ୍ରାନ ଖାନଙ୍କ ପାକିସ୍ତାନ ଭାରତୀୟ ବଗି ଯୋଖି ଟ୍ରେନ ଚଳାଉଛି

ଇସଲାମାବାଦ : ପାକିସ୍ତାନର ପ୍ରତ୍ୟେକ ନାଗରିକଙ୍କ ଉପରେ ୧ ଲକ୍ଷ ୭୫ ହଜାର ଟଙ୍କା ଋଣ ନେଇଥିବା ଇମ୍ରାନ ଖାନଙ୍କ ପାଖରେ ତାଙ୍କର ରେଳ ଚଳାଇବାକୁ ଟଙ୍କା ନାହିଁ । ଅବସ୍ଥା ଏମିତି ଯେ, ପାକିସ୍ତାନ ରେଳବାଇ ନିଜ କର୍ମଚାରୀଙ୍କୁ ଦରମା ଦେବାରେ ସକ୍ଷମ ନୁହେଁ ଏବଂ ଘରୋଇକରଣ କରିବାକୁ ବାଧ୍ୟ ହେଉଛି
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ଶୂନ୍ୟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ଏବେ ଜିଲ୍ଲାରେ ୧୬ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।
Read More...

ଜିଲ୍ଲା ବିଜେପିର ଚକାବନ୍ଦ ଆନ୍ଦୋଳନ : ସୁବର୍ଣ୍ଣପୁର ଜିଲ୍ଲାରେ ୩ଘଣ୍ଟା ଗମନାଗମନ ଠପ୍

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପଶ୍ଚିମ ଓଡିଶା ତଥା ସୁବର୍ଣ୍ଣପୁର ଜିଲ୍ଲାର ମଣ୍ଡିଗୁଡିକରେ ପଡି ରହିଥିବା ଧାନ ଉଠାଣ, ଚାଷୀଙ୍କ ନାମରେ ପୁନଃ ଟୋକନ୍ ବ୍ୟବସ୍ଥା ସହ ସବୁ ଜିଲ୍ଲାରେ ପୂର୍ବ ବ୍ୟବସ୍ଥାରେ ଡିଏଲପିସି ଜରିଆରେ ଧାନ ବିକ୍ରୟ କରିବା ଦାବିରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜେପି
Read More...

ଭାଜପାର ତିନି ଘଣ୍ଟିଆ ଚକା ଜାମ

ଟିଟିଲାଗଡ, ( ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡରେ ମଣ୍ଡିକୁ ନେଇ ଚାଷୀ ହତାସ ହୋଇ ବସିଲେଣି । ମଣ୍ଡି ଗୁଡିକରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡିରହିଥିବା ବେଳେ ଟାର୍ଗେଟ ସରିଯାଇଥିବା ପେକ୍ସ ସେକ୍ରେଟାରୀ କହନ୍ତି । ଅନ୍ୟପଟେ କିଛି ଚାଷୀଙ୍କୁ ଟୋକନ୍ ମିଳିନଥିବା ବେଳେ
Read More...