Monthly Archives

February 2021

ମିଆଁମାରରେ ଚୀନ୍ ବିରୋଧରେ ବ୍ୟାପକ ପ୍ରଦର୍ଶନ, ସେନା ପ୍ରଥମ ଥର ପାଇଁ ଗୁଳି ଚଳାଇଲା

ୟାଙ୍ଗନ୍ : ଗତ ୯ ଦିନ ଧରି ମିଆଁମାରରେ ହୋଇଥିବା ସାମରିକ ଶାସନକୁ ନେଇ ସାଧାରଣରେ ବିରୋଧ ଜାରି ରହିଛି । ଏବେ ବିକ୍ଷୋଭକାରୀଙ୍କ ଟାର୍ଗେଟରେ ଚୀନ୍ ସରକାର । ଏହି ସମୟରେ, ଜନ ବିଦ୍ରୋହକୁ ଦମନ କରିବା ପାଇଁ ସେନା ଟ୍ୟାଙ୍କ ନିୟୋଜିତ କରିଛି ଏବଂ କିଛି ଅଞ୍ଚଳରେ ଗୁଳି ବିନିମୟ ହୋଇଥିବାର ଖବର
Read More...

ପଶ୍ଚିମ ଆଫ୍ରିକୀୟ ଦେଶରେ ମାରାତ୍ମକ ଇବୋଲା ଭୂତାଣୁ ସଂକ୍ରମଣରେ ୪ ମୃତ : ମହାମାରୀ ଘୋଷଣା

କୋନାକ୍ରି : ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ୫ ବର୍ଷ ପରେ କରୋନା ବିପର୍ୟ୍ୟୟ ମଧ୍ୟରେ ପୁଣି ମାରାତ୍ମକ ଇବୋଲା ଭୂତାଣୁ ବ୍ୟାପିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଇବୋଲା ବିପଦକୁ ଦୃଷ୍ଟିରେ ରଖି ଗିନି ସରକାର ଇବୋଲା ଭୂତାଣୁ ସଂକ୍ରମଣକୁ ମହାମାରୀ
Read More...

ଗନ୍ଧମାର୍ଦ୍ଦନ ଆନ୍ଦୋଳନ କର୍ମୀ ବିଷ୍ଣୁ ଭୋଇଙ୍କ ଅକାଳ ବିୟୋଗ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରେନା ଗ୍ରାମର ଗନ୍ଧମାର୍ଦନ ସୁରକ୍ଷା ଆନ୍ଦୋଳନର କର୍ମୀ ବିଷ୍ଣୁ ଭୋଇଙ୍କ ପ୍ରାୟ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ବର୍ଗତ ଭୋଇ ନିଜ ପୁଅ ନାମରେ ପାଇଥିବା ପ୍ରଧାନ ମନ୍ତ୍ରୀ
Read More...

ମାଣ୍ଡେ଼ାସିଲ ହାଇସ୍କୁଲ ପୁରାତନ ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକର ସର୍ବ ପୁରାତନ ସରକାରୀ ହାଇସ୍କୁଲର ୧୯୮୯ ବର୍ଷ ମ୍ୟାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଳା ସୀମାନ୍ତ ନୂଆପଡ଼ା ଜିଲ୍ଲାର ସାହିପଲା ଡ୍ୟାମଠାରେ ଏହି ବନ୍ଧୁ
Read More...

ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ବିଏସଏନଏଲ ସେବା ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ : ଇଣ୍ଟର ନେଟ ସେବା ସମ୍ପୂର୍ଣ୍ଣ…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଦିବାସୀ ଅଧ୍ୟୁଷିତ ଏବଂ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଜିଲ୍ଲାରେ ଦିନ ଦିନ ଧରି ବିଏସ୍‌ଏନ୍‌ଏଲ୍‌ ସେବା ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇପଡ଼ୁଛି । ଜିଲ୍ଲା ସଦର ମହକୁମା ଫୁଲବାଣୀ ସହର ସମେତ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା
Read More...

ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କୁ ପଶ୍ଚିମାଞ୍ଚଳ ସାହିତ୍ୟ ଜ୍ୟୋତି ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ବାଲେଶ୍ଵର ଜିଲ୍ଲାର ନୀଳଗିରିଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବରେ ବରଗଡ଼ ଜିଲ୍ଲାର ସୁସାହିତ୍ୟିକ ତଥା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ ନେସନାଲ ପ୍ରୋଗ୍ରେସ ଗ୍ରୁପ ଦ୍ବାରା 'ପଶ୍ଚିମାଞ୍ଚଳର ସାହିତ୍ୟ
Read More...

ଦୁଇ ବର୍ଷ ପୂରିଲା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ : କେବଳ ଦୀପ ଧୁପ ପର୍ଯ୍ୟାପ୍ତ ନୁହେଁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଲୋମହର୍ଷଣକାରୀ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୁଇ ବର୍ଷ ପୂରି ଯାଇଛି । ଦୁଇ ବର୍ଷ ପୁର୍ବେ ଠିକ ଆଜିର ଦିନରେ ଶ୍ରୀନଗର ଅବନ୍ତିପୁର ଜିଲ୍ଲାର ପୁଲୱାମା ଠାରେ ବିସ୍ଫୋରଣରେ ୪୦ରୁ ଅଧିକ ସିଆରପିଏଫ ଜବାନ ସହିଦ ହୋଇଥିଲେ । ଏହି ଦିନକୁ ସ୍ମରଣ କରି
Read More...

ପୁଲୱାମାରେ ସହିଦ ଜବାନ୍‌ଙ୍କୁ ବଲା‌ଙ୍ଗିର ସିଆର୍‌ପିଏଫ୍‌ ୧୮୯ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ‌ଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡାରେ ଥିବା ସିଆର୍‌ପିଏଫ୍‌ କ୍ୟାମ୍ପରେ ୧୮୯ ସିଆର୍‌ପିଏଫ୍‌ ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ପୁଲୱାମାରେ ସହିଦ ହେଇଥିବା ବୀର ଜବାନ ମାନଙ୍କ ଆତ୍ମାର ସଦଗତି, ସ୍ୱର୍ଗ ପ୍ରାପ୍ତି
Read More...

ତହଁକ୍ କୁଟୁମ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ହେଉଛି ପ୍ରେମ ଦିବସ । ସାରା ବିଶ୍ୱରେ ଆଜି ଖୁସିର ସହିତ ପ୍ରେମିକ ପ୍ରେମିକାମାନେ ଗୋଲାପ ଏବଂ ସ୍ଵତନ୍ତ୍ର ଉପହାର ଦେଇ ପ୍ରେମ ଦିବସକୁ ଧୁମଧାମରେ ପାଳନ କରିଥିଲେ ।ସେପଟେ ଯୁବପିଢ଼ି ପ୍ରେମ ଦିବସକୁ ଆନନ୍ଦ ଓ ଉଲ୍ଲାସର ସହିତ ଭରପୂର ମଜା ଉଠାଉ
Read More...

କନ୍ଧମାଳ ଟିମ ହ୍ୟୁମାନିଟି ତରଫରୁ ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମ ସହ ରକ୍ତଦାନ ଶିବିରର ଆୟୋଜନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ୨୦୧୯ ମସିହା ଫେବୃଆରୀ ମାସ ୧୪ ତାରିଖ ଦିନ ଜାମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀ ମାନଙ୍କର ଆତ୍ମଘାତି ବିସ୍ପୋରଣରେ ସହିଦ ହୋଇଥିବା ୪୦ ଜଣ ସିଆର୍‌ପିଏଫ୍‌ ଯବାନ ମାନଙ୍କର ଅମର ଆତ୍ମାର ସଦଗତି ଏବଂ ଦେଶ ପାଇଁ ସେମାନେ ଦେଇଥିବା
Read More...