Monthly Archives

February 2021

ଭିଜିଲାନ୍ସ ଜାଲରେ ପଡିଲେ ଅବକାରୀ ସବ୍-ଇନ୍ସପେକ୍ଟର

ସମ୍ବଲପୁର : ଭିଜିଲାନ୍ସ ଜାଲରେ ପଡିଲେ ଅବକାରୀ ସବ୍-ଇନ୍ସପେକ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ସବ୍-ଇନ୍ସପେକ୍ଟର ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।ସୂଚନାଯୋଗ୍ୟ ଯେ, ଝାରସୁଗୁଡା ବେଲପାହାଡରେ ଅବକାରୀ ସବ୍-ଇନ୍ସପେକ୍ଟର ଥିବା
Read More...

ସଂସଦ ଅଭିମୁଖେ ବାହାରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ସଂସଦ ଅଭିମୁଖେ ବାହାରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବରିଷ୍ଠ ଅଧିକାରୀଙ୍କ ସହ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ । ଆଉ କିଛି ଘଂଟାର ଅପେକ୍ଷା । ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ସାଧାରଣ ବଜେଟ ପୂର୍ବରୁ କ୍ୟାବିନେଟ ମିଟିଂ ।
Read More...

ପିକଅପ୍ ଭ୍ୟାନ୍ ଓଲଟି ୧୦ ମୃତ

କୋରାପୁଟ : କୋଟପାଡ଼ ଥାନା ଓଡିଶା-ଛତିଶଗଡ଼ ସୀମା ମୂର୍ତ୍ତାହାଣ୍ଡି ନିକଟରେ ରବିବାର ରାତିରେ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଛତିଶଗଡ
Read More...

ବଲାଙ୍ଗିର ୧୮୯ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ପକ୍ଷରୁ ଶାନ୍ତିପଡା ସ୍କୁଲରେ ପୋଲିଓ ବୁନ୍ଦା ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୧୮୯ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ପକ୍ଷରୁ ଶାନ୍ତି ପଡା ସ୍କୁଲରେ ପୋଲିଓ ବୁନ୍ଦା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂହ ମୋର୍ଯ୍ୟ, ସୁରେଶ ଜୀ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମ ରଘୁନାଥ ରାମଙ୍କ
Read More...

ବନ ବିଭାଗର ମନରେଗା ପ୍ରକଳ୍ପରେ ଘୋଟଲା : ଭିନ୍ନକ୍ଷମ ବୃଦ୍ଧ ଓ ଅଙ୍ଗନୱାଡି ରୋଷେୟାଙ୍କୁ ଶ୍ରମିକ ଦର୍ଶାଇ ଅର୍ଥ ଚଳୁ

ବୌଦ୍ଧ, (ବଂଶୀଧର ମାଝୀ) : କରୋନା ମହାମାରୀ ସମୟରେ ଶ୍ରମଜୀବୀ ପରିବାରଙ୍କୁ କର୍ମ ସଂସ୍ଥାନ ଯୋଗେଇ ଦେବାପାଇଁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି । ହେଲେ ଅସାଧୁ କର୍ମଚାରୀମାନେ ଶ୍ରମଜୀବୀ
Read More...

ସଇଁନ୍ତଲା ବ୍ଲକର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଅଭାବ, ଚିକିତ୍ସା ପାଇଁ ୫୦ କିଲୋମିଟର ଧାଉଁଛନ୍ତି ରୋଗୀ : ସମସ୍ୟା…

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଦିନକୁ ଦିନ ଡାକ୍ତରଙ୍କ ସମସ୍ୟା ଏବେ ବଢିବାରେ ଲାଗିଲାଣି । ତେବେ ହଜାର ହଜାର ଲୋକ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ଅନେକ
Read More...

ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

ଖୋର୍ଦ୍ଧା : ବଢିବାରେ ଲାଗିଛି ହାତୀ‌ଙ୍କ ଉପଦ୍ରବ । ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧିନସ୍ଥ ଟାଙ୍କୋଳରେ ନିଜ ଚାଷ ଜମିକୁ ମୁଗ ଜଗିବାକୁ ଯାଇଥିବାବେଳେ ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା । ମୃତକ ଜଣଙ୍କ ଟାଙ୍କୋଳ ଗାଁର ବାଉରୀ ବନ୍ଧୁ ସ୍ୱାଇଁ । ଅନେକ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ
Read More...

ପୁତ୍ର ସନ୍ତାନର ପିତା ହେଲେ କମେଡି କିଙ୍ଗ୍‌ କପିଲ ଶର୍ମା

ମୁମ୍ବାଇ : କମେଡି କିଙ୍ଗ୍‌ କପିଲ ଶର୍ମା ପୁଣି ଥରେ ବାପା ହୋଇଛନ୍ତି । ତା‌ଙ୍କ ପତ୍ନୀ ଗିନ୍ନି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ତେବେ କପିଲ ଶର୍ମା ୨ୟ ସନ୍ତାନର ବାପା ହୋଇଛନ୍ତି । ଏହାପୂର୍ବରୁ କପିଲ ଶର୍ମାଙ୍କ ଏକ କନ୍ୟା ସନ୍ତାନ ରହିଛି । କପିଲ ଶର୍ମା ଟ୍ୱିଟ୍‌ କରି ଲେଖିଛନ୍ତି
Read More...

ବନ୍ଧୁୁମିଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ମାର୍ଚ୍ଚ ମାସ ୭ ତାରିଖରେ ରାଜଵୋଡା ସମ୍ବର ହାଇସ୍କୁଲ ୮୩ ସିନିୟର ବେଚର ବନ୍ଧୁୁମିଳନର ପ୍ରସ୍ତୁତି ପାଇଁ ପଦ୍ମପୁର ସ୍ଥିତ ପରମେଶ୍ୱରୀ ଲଜରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅକ୍ଷୟ ନାୟକ, ସୁନୀଲ ପଣ୍ଡା, ରାମୁ ସାହୁ, ସୁଦର୍ଶନ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ବଂଧାକୋବି - ୨୦ ଟଙ୍କା, ଫୁଲକୋବି - ୧୦ ଟଙ୍କା, ବ୍ରୁ କୋଲି- ୪୦ ଟଙ୍କା, ଆଳୁ - ୧୫ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୪୦ ଟଙ୍କା,
Read More...