Monthly Archives

February 2021

ନିଜ ଇଚ୍ଛାରେ ବାଛି ହେବ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା

ନୂଆଦିଲ୍ଲୀ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରୁଛନ୍ତି । ଶକ୍ତି ଓ ବିଦ୍ୟୁତ କ୍ଷେତ୍ରରେ ଅନେକ ଐତିହାସିକ ଘୋ।ଷଣା କରାଯାଇଛି । ଚଳିତ ବଜେଟରେ ଶକ୍ତି କ୍ଷେତ୍ରରେ ବଡ ପରିବର୍ତ୍ତନ ଅଣାଯାଇଛି । ପ୍ରିପେଡ୍ ବିଦ୍ୟୁତ ସେବା ଆରମ୍ଭ ହେବ । କେଉଁ ସଂସ୍ଥା ଠାରୁ
Read More...

କଟକର ସନ୍‍ ହସ୍ପିଟାଲରେ ନିଆଁ : କାରଣ ଅସ୍ପଷ୍ଟ

କଟକ : କଟକ ତୁଳସୀପୁରର ସନ୍‍ ହସ୍ପିଟାଲରେ ନିଆଁ ଲାଗିଯାଇଛି । ନିଆଁ ଲାଗିଥିବା କାରଣରୁ ହସ୍ପିଟାଲରୁ ପ୍ରବଳ ଧୂଆଁ ନିର୍ଗତ ହେଉଛି । ନିଆଁ ଲିଭାଇବାକୁ ଘଟଣା ସ୍ଥଳରେ ୫ ଅଗ୍ନିଶମ ଗାଡ଼ି ଉଦ୍ୟମ କରୁଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଏହାସହ କ୍ଷୟକ୍ଷତି ସ୍ପଷ୍ଟ ହୋଇନି ।
Read More...

ଟ୍ୱିଟରରେ ଝିଅର ପ୍ରଥମ ଫଟୋ ସେୟାର କଲେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା

ନୂଆଦିଲ୍ଳୀ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଝିଅର ପ୍ରଥମ ଫଟୋ ଟ୍ୱିଟରରେ ସେୟାର କରିଛ‌ନ୍ତି । ତେବେ ଏହି ଫଟୋରେ ଅନୁଷ୍କା ଏବଂ ବିରାଟ, ଝିଅକୁ କୋଳରେ ଧରିଥିବାର ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ସେ ତାଙ୍କ ଝିଅର ନାଁ ମଧ୍ୟ ଫ୍ୟାନ୍ସମାନଙ୍କୁ ଜଣାଇଥିବା ସହ ଟ୍ୱିଟ୍ କରି
Read More...

ରାଜ୍ୟରେ ଆଜି ୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୭୯ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୨ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

୩ ଆତଙ୍କବାଦୀ ଗିରଫ, ବିସ୍ଫୋରକ ସାମଗ୍ରୀ ଜବତ

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ବଡ଼ଗାମରେ ରବିବାର ୩ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଗିରଫ ଆତଙ୍କବାଦୀମାନେ ଲସ୍କର-ଏ-ତୋଏବା ସଂଗଠନର ସଦସ୍ୟ ବୋଲି ପୁଲିସ ଜାଣିବାକୁ ପାଇଛି । ସେମାନେ ହେଲେ ମହମ୍ମଦ ୟୁସୁଫ ଡର, ଅବଦୁଲ ମଜୀସ ମିର ଓ ରିଆଜ ଅହମ୍ମଦ ବାସମତୀ । ବଡ଼ଗାମ ପୁଲିସ,
Read More...

୨ ଜଣ ବସ ଯାତ୍ରୀଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ରବିବାର ୨ ଜଣ ଯାତ୍ରୀଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ପୁଲିସ ଏହି ଟଙ୍କାକୁ ଜବତ କରି ଘଟଣାର ତଦନ୍ତ କରୁଛି । ପୁଲିସ ଜବତ ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରିଥିବା ବେଳେ ଘଟଣାର ତଦନ୍ତ କରୁଛି । ପୁଲିସର ପଚରାଉଚରା
Read More...

ଯୁବକଙ୍କୁ ଗଳା କାଟି ହତ୍ୟା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଯୁବକଙ୍କୁ ନିର୍ମମ ହତ୍ୟା । ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକଙ୍କ ବେକରେ ଦାଗ ରହିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି । ମୃତକ ବନ୍ତଳା ବଜାରର କାଶୀନାଥ ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ,
Read More...

ଆସିଲା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ର ପ୍ରଥମ ଲୁକ୍‌

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ 'ଥ୍ୟାଙ୍କ୍‌ ଗଡ୍‌'ର ପ୍ରଥମ ଲୁକ୍‌ ଦେଖିବାକୁ ମିଳିଛି । ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଇନଷ୍ଟାଗ୍ରାମରେ ଆଗାମୀ ଚଳଚ୍ଚିତ୍ରର 'ଥ୍ୟାଙ୍କ୍‌ ଗଡ୍‌'ର ପ୍ରଥମ ଲୁକ୍‌ ସେୟାର କରିଛନ୍ତି । ଫଟୋରେ ସିଦ୍ଧାର୍ଥ ପୋଲିସ
Read More...

ପଦ୍ମପୁର ବିଜ୍ଞାପିତ ଅଞ୍ଚଳରେ ଏକ ନୂତନ ଟିକସ ଆଦାୟକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳରେ ଏକ ନୂତନ ଟିକସ ଆଦାୟକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି, ପଦ୍ମପୁର ଏନ.ଏ.ସି ତରଫରୁ ମଇଳା ସଂଗ୍ରହ ପାଇଁ ରକ୍ଷଣ ବେକ୍ଷଣ ପାଇଁ ପ୍ରତି ଘର ପିଛା ୩୦ ଟଙ୍କା ଲେଖା ଆଦାୟ କରା ଯାଉଛି, ଏଥିପାଇଁ ବ୍ୟାଟେରୀ ଚାଲିତ ୫ ଖଣ୍ଡ
Read More...

ପଦ୍ମପୁର ଏନ.ଏ.ସି ର ବିଚିତ୍ର ନୀତି : ବିନା କାମରେ ବିଲ ଉଠାଣ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରୀ ଅର୍ଥକୁ କିପରି ହରିଲୁଟ କରାଯାଏ ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ପଦ୍ମପୁର ଏନ.ଏ.ସିରେ ନିର୍ଧାରିତ କାର୍ଯ୍ୟ ସ୍ଥଳୀରୁ ୨ କି .ମି. ଦୂରରେ ସୂଚନା ଫଳକ ଲେଖିଦେଇ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଶି ୮୪, ୦୦୦ ଟଙ୍କା ବିଲ କରି ଚାଲୁ
Read More...