Monthly Archives

February 2021

ଭାଲୁ ଆକ୍ରମଣରେ ୫ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୀଳଗିରି : ନୀଳଗିରି ମିତ୍ରପୁର ଅଞ୍ଚଳରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ଭାଲୁ । ଏହି ଆକ୍ରମଣରେ ଜଣେ ଶିଶୁ ସମେତ ୫ ଜଣ ଗୁରୁତର । ଗୁରୁତରଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କାଟପନ୍ନ ହେବାରୁ ତାଙ୍କୁ ବାଲେଶ୍ବର
Read More...

ଆସିଲା ସିବିଏସ୍‌ଇ ବୋର୍ଡ ପରୀକ୍ଷା ସୂଚୀ

ନୂଆଦି‌ଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶ ଆଜି ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ସୂଚୀ ଘୋଷଣା କରିଛ‌ନ୍ତି । ତେବେ ଏହି ପରୀକ୍ଷା ମେ ୪ ତାରିଖରୁ ଆରମ୍ଭ ହେବ । ପରୀକ୍ଷା ସୂଚୀ ସିବିଏସଇ ଓ୍ବେବ୍ ସାଇଟ୍‌ରେ ଉପଲ‌ବ୍ଧ‌ ହେଉଛି । ଛାତ୍ରଛାତ୍ରୀ ମାନେ ସହଜରେ
Read More...

ପ୍ରାୟ ୧୫ ଲକ୍ଷ ଟଙ୍କା ଗାୟବ ପାରାଦୀପ ବ୍ୟାଙ୍କରୁ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରଦୀପ ନିକଟସ୍ଥ ପାରାଦୀପ ଗଡ଼ ବଜାରରେ ଥିବା ୟୁନିୟନ ବ୍ୟାଙ୍କରୁ ୧୪ ଲକ୍ଷ ୮୬ ହଜାର ୭ ଶହ ୮୦ ଟଙ୍କାର କଏନ୍ ଗାୟବ । ଏ ସଂପର୍କରେ ବ୍ୟାଙ୍କ ପରିଚାଳକ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ୨୦୧୬ ବର୍ଷଠାରୁ ୨୦୨୧ ବର୍ଷ ମଧ୍ୟରେ ଏଭଳି
Read More...

ଗିରଫ ହେଲେ ୫ ଲୁଟେରା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ବଡ଼ ସଫଳତା । ୫ ଜଣ ଲୁଟେରାଙ୍କୁ ଧରି କୋର୍ଟ ଚାଲାଣ କରିଛି ଖଲ୍ଲିକୋଟ ପୋଲିସ । ଏମାନଙ୍କଠାରୁ ୯ଟି ବନ୍ଧୁକ ସହ ୧୩ ରାଉଣ୍ଡ ଗୁଳି, ୫ ଟି ମାଗାଜିନ, ଦୁଇଟି ଖଣ୍ଡା ଓ ତିନିଟି ବାଇକ ଜବତ କରିଛି ପୋଲିସ । ଏ ନେଇ ଏକ ସାମ୍ବାଦିକ
Read More...

ଶିକାଛିଡା ଗ୍ରାମ ପଞ୍ଚାୟତର ଅସୁରଡୁଙ୍ଗୁରି ଗାଁକୁ ନା ଠିକ୍ ରାସ୍ତା ଅଛି ନା ପିଇବା ପାଇଁ ଭଲ ପାଣି ଅଛି : ଅସମ୍ଭାଳ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମ ପଞ୍ଚାୟତର ଅସୁରଡୁଙ୍ଗୁରି ଗାଁ ବଲାଙ୍ଗିରରୁ ମାତ୍ର ୮ କିଲୋମିଟର ଏବଂ ୨୬ ନମ୍ଵର୍ ରାଜପଥରୁ ହାରାହାରି ଗୋଟିଏ କିଲୋମିଟର ହେବ, କିନ୍ତୁ ଗାଁକୁ ନା ଠିକ୍ ରାସ୍ତା ଅଛି ନା ପିଇବା ପାଇଁ ପିଇବା ପାଣି ଅଛି !
Read More...

ହାର୍ଦ୍ଦିକଙ୍କୁ ମିଳିଲା ସ୍ପେଶାଲ୍ ଗିଫ୍ଟ : ଯାହା ସେ ସାରା ଜୀବନ ମନେ ରଖିବେ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯେବେଠାରୁ ପୁତ୍ର ସନ୍ତାନର ବାପା ହେଲେଣି, ସେବେଠାରୁ ଅଧିକାଂଶ ସମୟରେ ସୋଶାଲ ମିଡିଆରେ ନିଜ ପୁଅର ଫଟୋ ଶେଆର୍ କରିଆସୁଛନ୍ତି। ନିକଟରେ ହାର୍ଦ୍ଦିକ ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କୁ ଏଭଳି ଏକ ଗିଫ୍ଟ ମିଳିଛି,
Read More...

୨୦୨୧ ବର୍ଷର ୟୁଜିସି ନେଟ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଜ ଟ୍ଵିଟର ଜରିଆରେ ୨୦୨୧ ବର୍ଷର ୟୁଜିସି ନେଟ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା କରି ଲେଖିଛନ୍ତି ଯେ, ଜାତୀୟ ପରୀକ୍ଷା ଏଜେନ୍‌ସି ଜୁନିଅର ରିସର୍ଚ୍ଚ ଫେଲୋସିପ୍‌ ଏବଂ ସହକାରୀ ପ୍ରଫେସରଙ୍କ ପାଇଁ ଯୋଗ୍ୟତା ପରୀକ୍ଷା
Read More...

ବିଗ୍ ବଜେଟ ଫିଲ୍ମ ‘ଆଦିପୁରୁଷ୍’ର ସୁଟିଂ ଆରମ୍ଭ କଲେ ସୈଫ୍‌ ଅଲ୍ଲୀ ଖାନ ଓ ପ୍ରଭାସ

ମୁ‌ମ୍ବାଇ : ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍‌ ଅଲ୍ଲୀ ଖାନ ବିଗ୍‌ ବଜେଡ ଫିଲ୍ମ 'ଆଦିପୁରୁଷ'ର ସୁଟିଂ ଆରମ୍ଭ କରିଛନ୍ତି । ତେବେ ଏହା ପ୍ରଭାସ ନିଜେ ଟୁଇଟ କରି ଜଣାଇଛନ୍ତି । ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ଓମ୍ ରାୱତ ନିର୍ଦ୍ଦେଶନା ଦେଇଥିବା ବେଳେ
Read More...

ତରଭାରେ ତିନି ଟନ୍ କ୍ଷମତା ବିଶିଷ୍ଟ ବର୍ଜ୍ୟବସ୍ତୁ ପୁନଃ ଚକ୍ର ସୁବିଧା ପ୍ରକଳ୍ପ କାମ ଚାଲିଛି

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ପଡ଼ିଆ ଠାରେ ତିନି ଟନ୍ କ୍ଷମତା ବିଶିଷ୍ଟ ବର୍ଜ୍ୟବସ୍ତୁ ପୁନଃ ଚକ୍ର ସୁବିଧା ପ୍ରକଳ୍ପ କାମ ଚାଲିଛି । ବିଜ୍ଞାପିତ ଅଞ୍ଚଳରୁ ଦୈନିକ ବାହାରୁଥିବା ଅଳିଆ ଆବର୍ଜ୍ଜନାକୁ ମାଇକ୍ରୋ କମ୍ପୋଷ୍ଟ
Read More...

ପ୍ରଧାନମନ୍ତ୍ରୀ ଆବାସ ଘର ଜାଲିଆତି : ଥାନାରେ ଏଫଆଇଆର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ କାଂସଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବରପାଲି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଘର ଜାଲିଆତି କରି ଅନ୍ୟ ଲୋକଙ୍କୁ ଦେଇ ଦେଲେ ବୋଲି ଉଦେ ମହାନନ୍ଦ ପାଇକମାଲ ଥାନାରେ ଏଫଆଇଆର ଦେଇଥିବା ସୂଚନା ମିଳିଛି
Read More...