ଓଲଟିଲା ମାଛ ବୋଝେଇ ମିନି ଟ୍ରକ : ରାସ୍ତା ମାଛମୟ
ନୟାଗଡ଼ : ଏକ କାର୍କୁ ଧକ୍କା ଦେଇ ଓଲଟି ପଡ଼ିଗଲା ମାଛ ବୋଝେଇ ମିନି ଟ୍ରକ । ଫଳରେ କିଛି ସମୟ ପାଇଁ ରାସ୍ତା ମାଛମୟ ହୋଇଗଲା । ଏପରି ଦୁର୍ଘଟଣା ଗତ ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ଘଟିଯାଇଛି । ଗତ ରାତିରେ ଏକ ମାଛ ବୋଝେଇ ମିନିଟ୍ରକ ନୟାଗଡ଼ରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା । ଓଡ଼ଗାଁ!-->…
Read More...
Read More...