Monthly Archives

February 2021

କୃଷକ ଆନ୍ଦୋଳନ ଉପରେ କୃଷି ମନ୍ତ୍ରୀ କହିଲେ, ଆଇନରେ କଳା କ’ଣ, ବିରୋଧୀ କୁହ‌ନ୍ତୁ

ନୂଆଦି‌ଲ୍ଲୀ : କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶୁକ୍ରବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ, ମୁଁ କୃଷକ ସଂଗଠନ ଏବଂ ବିରୋଧୀଙ୍କୁ ପଚାରୁଛି ଯେ ଆଇନରେ କଳା କ'ଣ ? ସେ କହିଛନ୍ତି, କୃଷକ ଆନ୍ଦୋଳନକୁ ନେଇ ଚିନ୍ତିତ ଥିବାରୁ ମୁଁ ବିରୋଧୀଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଏହି ଆନ୍ଦୋଳନ
Read More...

୩୦ତମ ଜୟ ବାବା କଙ୍କାଳିବୁଢ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସାନମନମୁଣ୍ଡା ଦଳ ଚାମ୍ପିୟନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ସାନମନମୁଣ୍ଡା ଖେଳପଡ଼ିଆରେ ୭ ଦିନ ଧରି ଚାଲିଥିବା ୩୦ତମ ଜୟ ବାବା କଙ୍କାଳିବୁଢ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଦୋହେଲକୁ ହରାଇ ସାନମନମୁଣ୍ଡା ଦଳ ଚାମ୍ପିଅନ ଅର୍ଜନ କରିଛି ।
Read More...

ଅମିତାଭ ବଚ୍ଚନ ଭାବପ୍ରବଣ ହେଲେ ପୁଅର ଜନ୍ମଦିନରେ : କହିଲେ ଏମିତି

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଥିରେ ସାମିଲ ହୋଇଛନ୍ତି ଅଭିଷେକଙ୍କ ପିତା ତଥା ମହାନାୟକ ଅମିତାଭ ବଚ୍ଚନ । ପୁଅର ଜନ୍ମଦିନରେ ଭାବପ୍ରବଣ ହୋଇଯାଇଛନ୍ତି ଅମିତାଭ ବଚ୍ଚନ । ଅଭିଷେକଙ୍କ ସହ
Read More...

ରାଜ୍ୟରେ ଆଜି ୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୯୭ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୯ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ମଧୁସୁଦନ ସେତୁରେ ବାଇକ ଦୁର୍ଘଟଣା : ଜଣେ ମୃତ

କଟକ : କଟକ ମଧୁସୁଦନ ସେତୁରେ ଦୁର୍ଘଟଣା । ଆଜି ସକାଳେ ଦୁଇ ବାଇକ ମଧ୍ୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏକ ବାଇକ ସହ ଅନ୍ୟ ଏକ ବାଇକ ସାମ୍ନାସାମ୍ନି ଦୁର୍ଘଟଣା ହୋଇଥିଲା ।ଦୁର୍ଘଟଣାରେ ଏକ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ପୋଲିସ ଘଟଣା
Read More...

କୃଷକ ଆନ୍ଦୋଳନକୁ ନେଇ ବୟାନ ଦେଳେ ସଲ୍‌ମାନ ଖାନ୍

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ସରକାରଙ୍କ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେଲିବ୍ରେଟିମାନେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ସମୟରେ ନିଜର ମତ ପ୍ରକାଶ କରୁଛନ୍ତି । ଏହି ଆନ୍ଦୋଳନ ଠିକ ବୋଲି କେହି କେହି ଖୋଲାଖୋଲି ଭାବେ କୃଷକମାନଙ୍କୁ ସମର୍ଥନ
Read More...

ଗିରଫ ହେଲା ସ୍ତ୍ରୀ ହତ୍ୟାକାରୀ ନୃଶଂସ ସ୍ୱାମୀ

ଭୁବନେଶ୍ୱର : ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ଚନ୍ଦ୍ରଶେଖରପୁର ଥାନାସ୍ଥିତ ବିର୍ଷା ମୁଣ୍ଡା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି କୁହାଯାଉଛି । ସ୍ତ୍ରୀ ମମିନା ପୂର୍ତ୍ତିକୁ ପିଟିପିଟି ହତ୍ୟା କରିଛି ସ୍ୱାମୀ
Read More...

ଆଜି ଅଭିଷେକ ବଚ୍ଚନଙ୍କ ୪୫ ତମ ଜନ୍ମଦିନ

ମୁମ୍ବାଇ : ଅଭିଷେକ ଆଜି ତାଙ୍କର ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ । ସେ ୫ ଫେବୃଆରୀ ୧୯୭୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଅଭିଷେକ ତାଙ୍କ ପତ୍ନୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ
Read More...

କୃଷକ ଆନ୍ଦୋଳନକୁ ବଢ଼ାଇବା ପାଇଁ ରାକେଶ ଟିକୈତ ଦେଲେ ଏହି ନୂତନ ସୂତ୍ର

ନୂଆଦିଲ୍ଲୀ : ଦିଲ୍ଲୀ ସୀମାରେ ପ୍ରାୟ ଅଢେ଼ଇ ମାସ ଧରି କୃଷି ଆଇନ ବିରୋଧରେ କୃଷକମାନେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ଗାଜିପୁର ସୀମାରେ ଥିବା ଭାରତୀୟ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକୈତ ଏହି ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଚାଷୀଙ୍କୁ ଏକ ନୂତନ ସୂତ୍ର ଉପସ୍ଥାପନ
Read More...