Monthly Archives

February 2021

ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କାର୍ଟୁନିଷ୍ଟ ଅବନୀ କୁମାର ରଥ ‘ଡିପ୍ଲୋମା ଡି ଏକ୍‌ସିଲେଣ୍ଟା’ ପୁରସ୍କାର ପାଇଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ଗର୍ବ ଓ ଗୌରବ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କାର୍ଟୁନିଷ୍ଟ ଅବନୀ କୁମାର ରଥ ‘ଡିପ୍ଲୋମା ଡି ଏକ୍‌ସିଲେଣ୍ଟା’ ପୁରସ୍କାର ପାଇଛନ୍ତି । ‘ଫେଷ୍ଟିଭେଲୁଲ୍‌ ଇନ୍‌ଟର୍‌ନେସ୍‌ନାଲ୍‌ ଡି ଗ୍ରାଫିକା ସାଟିରିକା ସି ଲିଟେରେଚର୍‌ ସାଟିରିକା’
Read More...

ରାଜ୍ୟରେ ଆଜିଠୁ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି ଟୀକାକରଣ : ଟୀକା ନେଲେ ଜିଲ୍ଲାପାଳ ଓ ଏସପି

ଗଞ୍ଜାମ : ରାଜ୍ୟରେ ଆଜିଠୁ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି ଟିକାକରଣ । ତେବେ ଗଞ୍ଜାମରେ ଦ୍ୱିତୀୟ ପର୍ୟ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଆଜି ଟିକା ନେଇଛନ୍ତି ଜିଲ୍ଲାପାଳ ଓ ଏସପି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଏସପି ବ୍ରିଜେସ ରାୟ ଛତ୍ରପୁର ଗୋଷ୍ଠୀ
Read More...

ବାଇକ-କାର ଧକ୍କା : ଦୁଇ ଗୁରୁତର‌ ଡା‌କ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : ବାଇକ-କାର ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛ‌ନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କେନ୍ଦୁଝର ପଟୁ ତେଲକୋଇ ଆଡକୁ ଗୋଟିଏ କାର ଆସୁଥିବା ବେଳେ ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁ ସାଇ ଢାବା ନିକଟରେ ଛିଡା ହୋଇଥିବା ଆଉ ଏକ କାରକୁ ଅଭରଟେକ କରି ଯିବା
Read More...

ମିଆଁମାର ଶାସନ ପରିବ‌ର୍ତ୍ତନ : ଶିକ୍ଷକମାନେ ମଧ୍ୟ ସେନା ବିରୋଧରେ ପ୍ରଦର୍ଶନରେ ଭାଗ ନେଲେ

ମିଆଁମାର : ମିଆଁମାରରେ ସାମରିକ ଶାସନ ବିରୋଧରେ ସାଧାରଣ ଲୋକଙ୍କ ପ୍ରଦର୍ଶନ ବୃଦ୍ଧି ପାଇବାରେ ଲାଗିଛି । ବିକ୍ଷୋଭକାରୀଙ୍କ ସହ ଶିକ୍ଷକ ଓ ଛାତ୍ରମାନେ ମଧ୍ୟ ଯୋଗ ଦେଇଛନ୍ତି । ମିଆଁମାରର ବୃହତ୍ତମ ସହର ୟାଙ୍ଗୋନର ଏକ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭକାରୀମାନେ ଜେଲରେ ଥିବା ନେତା ଅଙ୍ଗ ସାନ ସୁ
Read More...

ଭାରତ ବିରୋଧରେ ଚୀନ୍ ପାକିସ୍ତାନକୁ ଯଦି ସମର୍ଥନ କରେ, ତେବେ ନିଜର ନୈତିକତା ହରାଇବ : ଏୟାର ଚିଫ୍ ମାର୍ଶଲ

ନୂଆଦି‌ଲ୍ଲୀ : ଏୟାର ଚିଫ୍ ମାର୍ଶଲ ଆର.କେ.ଏସ୍. ଭଦୋରିଆ କହିଛନ୍ତି ଯେ, ଯଦି ଭାରତ ବିରୋଧରେ ପାକିସ୍ତାନ ସହ ବିବାଦ କ୍ଷେତ୍ରରେ ପ୍ରବେଶ କରେ. ତେବେ ଚୀନ୍ ନିଜର ନୈତିକତା ହରାଇବ । ବେଙ୍ଗାଲୁରୁରେ ଚାଲିଥିବା ଏରୋ ସୋ ଇଣ୍ଡିଆରେ ଶୁକ୍ରବାର ଦିନ ଏକ ପ୍ରମୁଖ ଗଣମାଧ୍ୟମକୁ ଦେଇଥିବା ଏକ
Read More...

ଦିଲ୍ଲୀ, ଉତ୍ତରପ୍ରଦେଶ, ଉ‌ତ୍ତରାଖ‌ଣ୍ଡ ବ୍ୟତୀତ ଦେଶବ୍ୟାପୀ ଚ‌କ୍କାଜାମ ମଧ୍ୟାହ୍ନ ୧୨ଟାରୁ

ନୂଆଦିଲ୍ଲୀ : କୃଷକମାନେ ଶନିବାର ଦିନ ସାରା ଦେଶରେ ଚାକ୍କା ଜାମ ଘୋଷଣା କରିଛନ୍ତି । ତେବେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉ‌ତ୍ତରାଖ‌ଣ୍ଡ ଏଥିରୁ ଦୂରେଇ ରହିଛନ୍ତି । ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡରେ ଘଟିଥିବା ହିଂସା ପୁନରାବୃତ୍ତି ଯେଭଳି ନହୁଏ, ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୧୫ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୪୦ ଟଙ୍କା, ରାୟପୁର କଂଚା ମଟର - ୩୦ ଟଙ୍କା, ଟମାଟର୍‌ - ୧୪ ଟଙ୍କା, ଭେଣ୍ଡି - ୫୦
Read More...

ଜାତୀୟ ରାଜପଥ କଡ଼ର ନିମ୍ବ ଗଛକୁ ପିଟି ଇନୋଭା ଗାଡ଼ି ଦୁର୍ଘଟଣା ହେବା ଘଟଣା : ଡାବୁଗାଁ ଏସବିଆଇ ବ୍ୟାଙ୍କ୍ ମ୍ୟାନେଜର,…

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଭୋର ପ୍ରାୟ ସାଢ଼େ ୪ଟା ସମୟରେ କଲାହାଣ୍ଡି ପଟରୁ ବଲାଙ୍ଗିର ପଟକୁ ଯାଉଥିବା ଏକ ଇନୋଭା ଗାଡି (ଓଡି୦୨କ୍ବୁ୨୦୭୯) ଭାରସାମ୍ୟ ହରାଇ ଦେଓଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ଥିବା ଏକ ନିମ୍ନ ଗଛକୁ ଧକ୍କା ଦେବାରୁ ଦୁର୍ଘଟଣାଗ୍ରସ୍ତ
Read More...

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଅନ୍ତର୍ଗତ ଉପରଝର ଗ୍ରାମ ପଞ୍ଚାୟତର ଫଟାମୁଣ୍ଡା ଗାଁର ଜୟ ଜଗନ୍ନାଥ ଫୁଟବଲ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ପାଞ୍ଚ ଦିନ ଧରି ଚାଲିଥିବା ବାରତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ଦିନ ଥିଲା । ଫାଇନାଲ୍ ମ୍ୟାଚ୍ ମାଙ୍କଡଚୁଆଁ VS
Read More...

ମୀରା ମହାକୁରଙ୍କୁ ମାଁ ମାହେଶ୍ୱରୀ ସେନା ପକ୍ଷରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଅନ୍ତର୍ଗତ ବୁର୍ଡା ଗ୍ରାମର ଶ୍ରୀଯୁକ୍ତ ଗୌରାଙ୍ଗ ମହାକୁରଙ୍କ ଝିଅ ମୀରା ମହାକୁର ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ଏସ୍‌ଏସ୍‌ସି(ସିଆଇଏସ୍‌ଏଫ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜକୁ ଦେଶ ସେବାରେ ନିୟୋଜିତ କରି ଆମ
Read More...