Monthly Archives

February 2021

ବଲାଙ୍ଗିର ଜିଲ୍ଲାରେ ଆଜି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୨ ଜଣ ଓ ୨ରୁ ଜଣେ ସଂକ୍ରମିତ ହୋଇଛନ୍ତି । ସେହିଭଳି ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୨ରୁ ଜଣେ ଓ ଲୋଇସିଂହା ବ୍ଲକ
Read More...

ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ନବଜାତକଙ୍କୁ ଦେଲେ ଜନ୍ମ, ଦୁଇ ନବଜାତ ମୃତ : ଦୃଢ଼…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡାକ୍ତର, ନର୍ସ, ଏଏନଏମ ନିଯୁକ୍ତ କରିଛନ୍ତି । କିନ୍ତୁ ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାରେ । ଡାକ୍ତରଖାନାରେ ଡାକ୍ତର ନିଯୁକ୍‌କ୍ତ
Read More...

ଦିଲ୍ଲୀ ଚାଷୀ ଆନ୍ଦୋଳନର ପ୍ରଭାବ ଟିଟିଲାଗଡରେ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଦିଲ୍ଲୀରେ କୃଷକମାନେ ଓ କଂଗେସ ଦଳ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ଦିନ ୧୨ ଟାରୁ ୩ ଟା ପର୍ୟ୍ୟନ୍ତ ତିନି ଘଣ୍ଟା ଅଖ ଚକ ଜାମ କରିବାପାଇଁ ଦେଶ ବାସୀଙ୍କୁ ଆହ୍ବାନ କରିଛନ୍ତି । ଏହାରର ପ୍ରଭାବ ଟିଟିଲାଗଡରେ ମଧ୍ୟ ଦେଖା ଦେଇଥିଲା । ରାଜ୍ୟ ଯୁବ
Read More...

ବଲାଙ୍ଗିର କୋଶଲୀ କିଶାନ ସଭା ପକ୍ଷରୁ ସାଲେଭଟାରେ ଚକ୍କା ଜାମ୍‌

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଲୀ କିଶାନ ସଭା ପକ୍ଷରୁ ସାଲେଭଟାରେ ଚକ୍କା ଜାମ୍‌ କରାଯାଇଥିବା ଦେଖିବାକୁ ମିଳିଛି । ପୂର୍ବତନ ସାଂସଦ ତଥା ବିଶିଷ୍ଟ କୃଷକ ନେତା ବାଳଗୋପାଳ ମିଶ୍ରଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ
Read More...

ସଇଁନ୍ତଲା କଂଗ୍ରେସ ପକ୍ଷରୁ ୩ଘଣ୍ଟା ଚକାଜାମ : ରାସ୍ତା ଅବରୋଧ ଦେଖି ଫେରିଗଲେ ଉପାଧ୍ୟକ୍ଷ ପାଣ୍ଡବ

ସଇଁନ୍ତଲା, (ଅଜିତ କୁମାର ସାହୁ) :ଦିନକୁ ଦିନ କେନ୍ଦ୍ର ସରକାର ବିଭିନ୍ନ ଦରବୃଦ୍ଧି ବଢ଼ାଇ ଚାଲିଛନ୍ତି ଯାହା ଫଳରେ କୃଷକ ଉପରେ ଚିନ୍ତାର କାରଣ ପାଲଟିଛି । ତେବେ କେନ୍ଦ୍ର ସରକାରଙ୍କ କୃଷି ବିଲ ପ୍ରତ୍ୟାହାର ଦାବୀରେ ଆଜି ପୂର୍ବ ତନ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ସୁରେନ୍ଦ୍ର
Read More...

କୋଭିଡ ଟୀକା ନେଲେ ଜିଲ୍ଲାପାଳ ଏବଂ ଏସପି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଆଗ ଧାଡିର କର୍ମଚାରୀଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟାଳୟ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଆୟୋଜିତ କାର୍ୟ୍ୟକ୍ରମରେ ପ୍ରଥମେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ଟୀକା ଦିଆଯାଇଥିଲା । ପରେ ଅତିରିକ୍ତ ଜିଲ୍ଲାପାଳ
Read More...

୧୭ ବର୍ଷ ବୟସ୍କା ସ୍କୁଲ ଛାତ୍ରୀ‌ଙ୍କୁ ଗଣଦୁଷ୍କର୍ମ : ଦୁଇ ନାବାଳକ ସମେତ ତିନି ଅଭିଯୁକ୍ତ ଗିରଫ, ୨ ଫେରାର୍‌

ଯଶପୁର : ଛତିଶଗଡର ଯଶପୁର ଜିଲ୍ଲାରେ ଜଣେ ୧୭ ବର୍ଷ ବୟସ୍କା ସ୍କୁଲ୍ ଛାତ୍ରୀଙ୍କ ସହ ଅତି ନିର୍ମମ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ପାଥାଲଗାଓଁ ଅଞ୍ଚଳର ଛିନ୍ଦବାହରୀ ଜଙ୍ଗଲର ଘଟିଥିବା କୁହାଯାଇଛି । ପୋଲିସ ଦୁଇ ନାବାଳକ ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହେଲା ‌ଦ୍ୱିତୀୟ ପର୍ଯ୍ୟାୟ ଟୀକାଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତକୁ କରୋନା ମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଚାଲିଥିବା କୋଭିଡ୍ ଟୀକାକରଣର ଦ୍ୱିତୀୟ ପର୍ୟ୍ୟାୟ ଟୀକାଦାନ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ୟ୍ୟାୟରେ ଜିଲ୍ଲାକୁ ୬୫୦ ଡୋଜ୍
Read More...

ପଶ୍ଚିମ ଓଡିଶା କୃଷକ ସମ‌ନ୍ୱୟ ସମିତି ସମିତି ଓ ସୁବର୍ଣ୍ଣପୁର ଜିଲ୍ଲା କୃଷକ ସମ‌ନ୍ୱୟ ସମିତି ପକ୍ଷରୁ ଚକାଜାମ୍

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୋଦି ସରକାରଙ୍କ ପାରିତ ୩ଟି କୃଷି ବିଲକୁ ପ୍ରତ୍ୟାହାରକୁ ନେଇ ଭାରତୀୟ କୃଷକ ମହାସଂଘ ଡାକରାରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ୩ଘଣ୍ଟିଆ ଚକାଜାମ୍ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି ସମିତି ଓ ସୁବର୍ଣ୍ଣପୁର ଜିଲ୍ଲା
Read More...