Daily Archives

ରକ୍ତ ଦାନ ଶିବିରରେ ଯୋଗ ଦେଲେ ମନ୍ତ୍ରୀ : ସ୍ଵାମୀ ସ୍ତ୍ରୀ କଲେ ରକ୍ତ ଦାନ

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ରକ୍ତ ଦାନ ମହାପୁଣ୍ୟ । ରକ୍ତ ଦାନ ଦ୍ଵାରା ଅନେକ ଗରିବ ନୀରିହ ମାନଙ୍କ ଜୀବନ ବଞ୍ଚିଥାଏ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ କରମତଲା ପଞ୍ଚାୟତ ଛନଛଡା ସ୍ୱରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

କଟକ : ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଏକ ଦାମି କାର ଯୋଗେ କୋରାପୁଟରୁ ଝାରଖଣ୍ଡକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କଟକ ‌ସ୍ଥିତ ନିର୍ଗୁଣ୍ଡି ଟୋଲ ଗେଟ ନିକଟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଏକ କୁଇଣ୍ଟାଲ ୧୪ କେଜି
Read More...

ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : କରୋନା ମହାମାରୀର ନିର୍ଦ୍ଦେଶକୁ ପାଳନ ପୂର୍ବକ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସେନିଟାଇଜେସନ ସହିତ ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରତିବର୍ଷ ଭଳି ଜାତୀୟ ଵିଜ୍ଞାନ ମେଳା ପାଳିତ ହୋଇଯାଇଛି । ପ୍ରକୃତିବନ୍ଧୁ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ
Read More...

ଲିଟିଲ ଫ୍ଲାୱାର ସ୍କୁଲ ବିରୁଦ୍ଧରେ ସାଂଘାତିକ ଅଭିଯୋଗ : ବେଆଇନ ଭାବେ ଆଦାୟ ହେଉଛି ଲକ୍ଷ ଲକ୍ଷ ଟଙ୍କା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲିଟିଲ ଫ୍ଲାୱାର ସ୍କୁଲ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । କୋଭିଡ ସମୟରେ ଛାତ୍ରଛାତ୍ରୀଙ୍କ ଠାରୁ ସ୍କୁଲ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛି ବୋଲି ଅଭିଭାବକ ମହାସଂଘର ରାଜ୍ୟ ସହ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ମିଶ୍ର, ଜିଲ୍ଲା ସଂଯୋଜକ
Read More...

କରୁଆଁଝର ଆଜାଦ କ୍ରିକେଟ କ୍ଳବର ରଜତ ଜୟନ୍ତୀ ମହୋତ୍ସବ ଉଦଘାଟିତ : ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ହେଲେ କ୍ରୀଡାର…

ମନ ମୋହିଲେ ଢାପ ଓ ଘୁଡୁକାଆଜି ଉଦଯାପନୀଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ୍ ବଡ଼ବନ୍ଧ ପଞ୍ଚାୟତ କରୁଆଁଝର ଗାଁର ଆଜାଦ କ୍ରିକେଟ କ୍ଲବର ରଜତ ଜୟନ୍ତୀର ଉଦ୍‌ଘାଟନୀ ଉତ୍ସବ ଶ୍ରୀରାମଚନ୍ଦ୍ର ହାଇସ୍କୁଲ ଖେଳ ପଡ଼ିଆରେ ମହା ସମାରୋହରେ ଉଦଘାଟିତ ହୋଇଯାଇଛି । ସକାଳେ ରାଜ ପ୍ରତାପ
Read More...

ବରଗଡ ଜିଲ୍ଲା ଆଦିବାସୀ ସେଲ ସଭାପତି ହେଲେ ଯୁବ ନେତା ପୁରୁଷୋତ୍ତମ ନାଏକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ଭୁବନେଶ୍ୱରପୁର ଗ୍ରାମର ଯୁବନେତା ପୁରୁଷୋତ୍ତମ ନାଏକଙ୍କୁ ବରଗଡ଼ ଜିଲ୍ଲା ଆଦିବାସୀ ସେଲର ସଭାପତି ଭାବେ ଭାରତୀୟ ଜନତା ପାର୍ଟିର ବରଗଡ଼ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଗୁରୁ ଦାୟି‌ତ୍ୱ ପ୍ରଦାନ କରିଛନ୍ତି । ଏ
Read More...

ରାଉରକେଲା ମହାନଗର ନିଗମ ପକ୍ଷରୁ ସଫେଇ କର୍ମଚାରୀଙ୍କ ପାଇଁ ‘ବଡ଼ାଖାନା କାର୍ଯ୍ୟକ୍ରମ’ ଆୟୋଜିତ

ରାଉରକେଲା : ଗତକାଲି ସ୍ଥାନୀୟ ଲେବର ଟେନାମେଣ୍ଟ କଲ୍ୟାଣ ମଣ୍ଡପଠାରେ ରାଉରକେଲା ମହାନଗର ନିଗମ ପକ୍ଷର ସଫେଇ କର୍ମଚାରୀଙ୍କ ପାଇଁ 'ବଡ଼ାଖାନା କାର୍ୟ୍ୟକ୍ରମ' ଆୟୋଜିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ
Read More...

ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ହେଲେ ଯୁବନେତା ଶ୍ରୀକାନ୍ତ ମିଶ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାବେ ଯୁବନେତା ଶ୍ରୀକାନ୍ତ ମିଶ୍ରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବରଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଅଶ୍ୱିନୀ
Read More...

ଆସନ୍ତା ମାର୍ଚ୍ଚ ୧ ତାରିଖରେ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତା ମାର୍ଚ୍ଚ ୧ ତାରିଖରେ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ବେଲଗାମ ଦରଦାମ ବୃଦ୍ଧି ଓ ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏକ ପ୍ରେସ ବିଜ୍ଞପ୍ତିରେ
Read More...

ଚନ୍ଦ୍ର ପୃଷ୍ଠରୁ ଆଣିଥିବା ‘ଉପହାର’ ଦେଖାଇଲା ଚୀନ୍‌

ବେଜିଂ : ଗତ ବର୍ଷ ଡିସେମ୍ବରରେ ଚୀନ୍‌ର ମିଶନ 'ଚାଙ୍ଗେ' ଚନ୍ଦ୍ର ପୃଷ୍ଠରୁ ୪୫ ବର୍ଷ ପରେ ପୃଥିବୀକୁ ଏକ ନମୁନା ଆଣିଥିଲା । ଚୀନ୍‌ ବର୍ତ୍ତମାନ ଏହି ନମୁନାଗୁଡ଼ିକର ଚିତ୍ର ପ୍ରକାଶ କରିଛି । 'ଚାଙ୍ଗେ' ତା ସହ ୩.୮ ପାଉଣ୍ଡ ମାଟି ଏବଂ ପଥରର ନମୁନା ଆଣିଥିଲା । ଏହି ନମୁନାକୁ ଚୀନ୍‌ର ଜାତୀୟ
Read More...