Daily Archives

ଟ୍ରାକ୍ଟର ଚାପାରେ ଛାତ୍ରର ମୃତ୍ୟୁ : ଡ୍ରାଇଭର ଫେରାର

କଂଟାବାଂଜି, (ମନିଶ କୁମାର ହଂସ) : ମାମୁଁ ଘରର ବାହାଘରକୁ ଆସି ଟ୍ରାକ୍ଟର ଚାପାରେ ଶନିବାର ଦିନ ଜଣେ ନାବାଳକ ଛାତ୍ରର ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ନୂଆପଡା ଜିଲ୍ଲା ବୋଡେନ ଥାନା ସମଲେଇପଦର ଗାରଁ ରତନା ନାଗର ପୁଅ ପପୁ ନାଗ (୧୦) ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମହଖଣ୍ଡ
Read More...

ଦୁର୍ବୃ‌ତ୍ତଙ୍କ ଧଳା ରଙ୍ଗର ଇନୋଭା ବିଷୟରେ ମୁମ୍ବାଇ ପୁଲିସକୁ ମିଳିଲା ସୂଚନା

ମୁମ୍ବାଇ : ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ଆଣ୍ଟିଲିଆ ତଳୁ ଏକ ବିସ୍ଫୋରକ ଭର୍ତ୍ତିି ଗାଡ଼ି ଜବତ କରାଯାଇଥିଲା । ଜବତ କରାଯାଇଥିବା ଗାଡି ଭିତରୁ ୨୦ଟି ଜିଲୋଟିନ ମିଳିବା ପରେ ଅମ୍ବାନୀଙ୍କ ଘର ବାହାରେ
Read More...

ଦୁଇ ଦିନିଆ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଇରଙ୍ଗପୁର : ରାଇରଙ୍ଗପୁର ଇଣ୍ଡୋର ଷ୍ଟାଡିଅମରେ ଦୁଇ ଦିନିଆ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଇନ୍ଦ୍ରାଣୀ ଓ ଜ୍ୟୋତିଷ ଗୁପ୍ତା ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଫିତା କାଟି ଉଦ୍‌ଘାଟିତ କରିଥିଲେ । ଏହି
Read More...

ଧାନ ସଂଗ୍ରହ କେନ୍ଦ୍ର ପରିସରରେ ବିଷ ପିଇ ଚାଷୀ ଗୁରୁତର

ଭଦ୍ରକ : ଧାନ ସଂଗ୍ରହ କେନ୍ଦ୍ର ପରିସରରେ ବିଷ ପିଇ ଜଣେ ଚାଷୀ ଗୁରୁତର ଅବ‌ସ୍ଥାରେ ମେଡିକାଲରେ ଭ‌ର୍ତ୍ତି ହୋଇଛନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର ମହିଳା ଗୋଷ୍ଠିକୁ ଧାନ କିଣା ପାଇଁ ନିର୍ଦେଶ ଦିଆଯାଇଥିଲା । ଟୋକନ ତାରିଖ
Read More...

ଏଚଆଇଭି ପଜିଟିଭଙ୍କ ବିବାହୋତ୍ସବ : ଯୋଗ ଦେଲେ ଜିଲ୍ଲାପାଳ

ବ୍ରହ୍ମପୁର : ଆଜି ଗୋପାଳପୁରର ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଯତ୍ନ ଗୃହରେ ବ୍ରହ୍ମପୁରର ଦୁଇଜଣ ଏଚଆଇଭି ପଜିଟିଭ ବିବାହ ବନ୍ଧନରେ ବା‌ନ୍ଧିହୋଇଛ‌ନ୍ତି । ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବବିବାହିତଙ୍କୁ ଆଶୀର୍ବାଦ ଦେଇ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି
Read More...

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ମନ୍ତ୍ରୀ‌ଙ୍କ ଉ‌ତ୍ତର : ରାଜ୍ୟରେ ମୋଟ ୩୦ଟି ସାଇନ୍ସ ପାର୍କ…

ଭୁବନେ‌ଶ୍ୱର : ଆଜି ଗୃହରେ ସାଇନ୍ସ ପାର୍କ ଖୋଲିବା ନେଇ ଆଲୋଚନା ହୋଇଛି । ଏହାକୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ ପଚାରିଥିଲେ । ତେବେ ଏହାର ଉତ୍ତରରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ମୋଟ ୩୦ଟି ସାଇନ୍ସ ପାର୍କ କରାଯିବ । ଗୋଟିଏ
Read More...

ସମ୍ବଲପୁର ଜି‌ଲ୍ଲା ଭିସୁଟର ୨୫ ଜଣ ଛାତ୍ର କରୋନାରେ ସଂକ୍ରମିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଜିଲ୍ଲା ଭିସୁଟର ୨୫ ଜଣ ଛାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗତକାଲି ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଆଜି ଆଉ ଜଣଙ୍କୁ ଚିହ୍ନଟ କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି ।
Read More...

ଘୋରଡିଆରେ ଅଗ୍ନି ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦୀଲିପ କୁମାର ଧାଉଡ଼ିଆ) : ଡେଲାଙ୍ଗର ବିଭିନ୍ନ ଗ୍ରାମ ପୁଞ୍ଜରେ ଅଗ୍ନି ଜଳା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରେ ଘୋରଡିଆ ଗ୍ରାମର ଶ୍ରୀ ଶ୍ରୀ ସୋମନାଥ ଦେବଙ୍କୁ ଛତି ଆଲଟ ଚାମ୍ବର, ଘଣ୍ଟ, କାହାଳୀ, ନଦିଆ ସଂକୀର୍ତ୍ତନ, ବାଜା ବାଣ ଫୁଟାଇ ସୁସଜ୍ଜିତ ଆଲୋକ ସଜା ମଧ୍ୟରେ
Read More...

ଅସ୍ଥାୟୀ କ୍ଷୁଦ୍ର ପ୍ରଦର୍ଶନୀ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ଅସ୍ଥାୟୀ କ୍ଷୁଦ୍ର ପ୍ରଦର୍ଶନୀ ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ଡାଃ ମହେଶ୍ଵର ସ୍ଵାଇଁ‌ଙ୍କ ଦ୍ଵାରା ଆଜି ପୂର୍ବା‌ହ୍ନ ୧୧.୪୫ ସମୟରେ ଜିଲ୍ଲା ପରିଷଦ ଅଫିସ ତଥା ଜିଲ୍ଲା ଏସଏଚଜି ଦୋକାନ ଘର ପାଖରେ ଉଦ୍‌ଘାଟନ ହେଇଯାଇଛି ।
Read More...

ଅସ୍ତ୍ରବିରତି ସ୍ୱାଗତଯୋଗ୍ୟ, ବର୍ତ୍ତମାନ ଦାୟିତ୍ୱ ଭାରତ ଉପରେ : ଇମ୍ରାନ ଖାନ

ଇସ୍‌ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶନିବାର ଦିନ ବାଲାକୋଟ ଏୟାର ଷ୍ଟ୍ରାଇକର ଦ୍ୱିତୀୟ ବାର୍ଷିକୀ ଅବସରରେ ପାକିସ୍ତାନବାସୀ ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି । ଇମ୍ରାନ ଖାନ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ମୁଁ ପାକିସ୍ତାନ
Read More...