Daily Archives

ବାଏଫ ତରଫରୁ ଦୁଗ୍ଧ ଚାଷୀ ପ୍ରଶିକ୍ଷଣ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ଆମ୍ବପାଳିରେ ଗୋ-ବିକାଶ କେନ୍ଦ୍ର ସିକୁଆଁ ଆନୁକୁଲ୍ୟରେ ଦୁଗ୍ଧ ଚାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ୍ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଅଭିନାସ
Read More...

ଟ୍ରେନ ଯୋଗେ କଳାହାଣ୍ଡିରୁ ବାଂଲାଦେଶକୁ ପଠାଗଲା ତୁଳା

କଳାହାଣ୍ଡି, (ପି.କେ. ସାହୁ) : ଉଚ୍ଚମାନର ତୁଳା ଟ୍ରେନ ଯୋଗେ କଳାହାଣ୍ଡିରୁ ପ୍ରଥମ ଥର ପାଇଁ ବାଂଲାଦେଶକୁ ପଠାଯାଇଛି ବୋଲି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ୨୪୭୧.୫ ମେଟ୍ରିକ୍ ଟନ୍ ତୁଳା ଜୁନାଗଡ ଷ୍ଟେସନରୁ ବାହାରି ବାଂଲାଦେଶ ବେନାପୋଲ ଷ୍ଟେସନ ଅଭିମୁଖେ ବାହାରିଛି
Read More...

ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପ୍ରଶଂସା

ଭୁବନେଶ୍ୱର : ବହୁଚର୍ଚ୍ଚିତ ୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନକୁ ୨୨ ବର୍ଷ ପରେ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ନେତୃତ୍ୱରେ କମିଶନରେଟ୍ ପୋଲିସ ଗିରଫ କରିଥିଲା । ତେବେ ଏହି କାର୍ଯ୍ୟ ପାଇଁ କମିଶନରେଟ୍ ପୋଲିସ ସହ ସିପିଙ୍କୁ ରାଜ୍ୟପାଳ ପ୍ରଂଶାସ
Read More...

ନାଟ୍ୟ ଅଭିନୟ ମାଧ୍ୟମରେ ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମରେ ନିଧି ପ୍ରମୁଖ ଲଲିତ ଜଗତଙ୍କ ନେତୃ‌ତ୍ୱରେ ଶ୍ରୀ ରାମ ଚନ୍ଦ୍ରଙ୍କ ପରମ ଭକ୍ତ ହନୁମାନ ଗାଁର ପ୍ରତ୍ୟେକ ଘରକୁ ଘର ବୁଲି ଅଯୋଧ୍ୟାରେ ନିର୍ମାଣ ହେଉଥିବା ମହାପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ପାଇଁ ନିଧି ସଂଗ୍ରହ
Read More...

ବଳରାମ ଯୋଜନାର ଶୁଭାରମ୍ଭ ହେଲା ବରଗଡ଼ ଜିଲ୍ଲାରେ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କାଳିଆ ଯୋଜନାର ସଫଳତା ପରେ ବ‌ର୍ତ୍ତମାନ ଆରମ୍ଭ ହୋଇଥିବା ବଳରାମ ଯୋଜନାର ଶୁଭାରମ୍ଭ ଆଜି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ମୋନାପଡା ଗ୍ରାମ ପଞ୍ଚାୟତରେ କରାଯାଇଛି । ବଳରାମ ଯୋଜନାରେ ସାଧାରଣ କ୍ଷୁଦ୍ରଚାଷୀ ଓ
Read More...

ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ନାଏକ କ୍ରିକେଟ ଏକାଡେମୀ ଓ ଟିଟିଲାଗଡ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାର
Read More...

ସିଂଗାଲପଡା ପୋଖରୀରୁ ଜବର ଦଖଲ ଉଛେଦ ଦାବୀ ନେଇ ପଡାବାସୀଙ୍କ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ : ପୋଖରୀର ଡିମାରକେସନ୍‌…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଏନ୍‌ଏସିର ୱାର୍ଡ ନଂ.୧୨ ଓ ୧୩ ସିଂଗାଲପଡାରେ ଥିବା ସରକାରୀ ପୋଖରୀକୁ କେତେକ ବ୍ୟକ୍ତି ଜବର ଦଖଲ କରି ଘର ନିର୍ମାଣ କରୁଛନ୍ତି । ଜବର ଦଖଲ କରିବା ଦ୍ୱାରା ପୋଖରୀ ସର୍ବସାଧାରଣଙ୍କ ବ୍ୟବହାର ଅନୁପଯୋଗୀ ହେବାରୁ ଜବର ଦଖଲ ଉଛେଦ ପାଇଁ ଦୁଇ
Read More...

ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତ୍ରୀ ପାୟଲ ସରକାର ବିଜେପିରେ ସାମିଲ୍‌

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ସମସ୍ତ ରାଜନୈତିକ ଦଳ ନିଜକୁ ମଜବୁତ କରିବା ପାଇଁ ଜୋର୍‌ସୋର୍‌ ଲାଗି ପଡ଼ିଛନ୍ତି । ବିଜେପି ମଧ୍ୟ ନିଜର ସମ୍ପୂର୍ଣ୍ଣ ଶକ୍ତି ସାମର୍ଥ୍ୟ ଲଗାଇ ଦେଇଛି । ଏମିତି ସମୟରେ ଅଭିନେତ୍ରୀ ପାୟଲ ସରକାର ବିଜେପିରେ ସାମିଲ ହୋଇଛନ୍ତି ।
Read More...

ଚୋରା ଶାଳ ସାଇଜ କାଠ ସହ ମାରୁତି ଭ୍ୟାନ ଜବତ, ଚାଳକ ଫେରାର

କଳାହାଣ୍ଡି, (ହେମନ୍ତ ସାହୁ) : ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଚାରିଛକ ଠାରେ ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ହରଲଙ୍ଗା ଠାରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ଚୋରା ଶାଳ ସାଇଜ କାଠ ବୋଝେଇ ମାରୁତି ଭ୍ୟାନ ଗାଡ଼ିକୁ ସନ୍ଦେହରେ ଅଟକାଇଥିଲେ
Read More...

ନାବାଳିକା ଦୁଷ୍କର୍ମକାରୀକୁ ଜୋରିମାନା ସହ ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘରରେ ହୋଇଥିବା ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ସାଙ୍ଗକୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ
Read More...