Daily Archives

ବଲାଙ୍ଗିର ଜିଲ୍ଲାରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ଜଣେ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ୍‌ କରମତଲା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ଜିଲ୍ଲାରେ ୧୪ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ
Read More...

ପାହାଡ ଶୀର୍ଷକ ବିଶ୍ୱନାଥ ଦେବଙ୍କ ପୀଠରେ ୩୯ତମ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗର ପାହାଡଶୀର୍ଷ ବିଶ୍ୱନାଥ ଦେବଙ୍କ ପୀଠସ୍ଥଳୀରେ ୩୯ତମ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରେହରେ ବିଶ୍ୱନାଥ ପାହାଡ ବିଶ୍ୱଶାନ୍ତି ମହାଯଜ୍ଞ ସମିତି ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମାଘ ଶୁକ୍ଳ ସପ୍ତମୀ ଠାରୁ ସାତ ଦିନ
Read More...

ଆମକୁ ପାକିସ୍ତାନରେ କାଫିର ଏବଂ ଭାରତରେ ପାକିସ୍ତାନୀ ବୋଲି କୁହନ୍ତି : ଗ୍ରାଉଣ୍ଡ ରିପୋର୍ଟ

ଯୋଧପୁର : ଗୋଟିଏ ପଟେ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଅଧିନିୟମ ମାଧ୍ୟମରେ ବିଦେଶରେ ରହୁଥିବା ହିନ୍ଦୁମାନଙ୍କୁ ନାଗରିକତ୍ୱ ଦେବାକୁ ଦାବୀ କରୁଥିବା ବେଳେ ଅନ୍ୟ ପଟେ କେବଳ ରାଜସ୍ଥାନରେ ୨୨ ହଜାରରୁ ଅଧିକ ହିନ୍ଦୁ ବସବାସ କରୁଛନ୍ତି, ଯେଉଁମାନେ ପାକିସ୍ତାନରୁ ବହୁ ବର୍ଷ ଧରି ଏଠାକୁ
Read More...

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଉପରେ ନୂଆ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

ଢ଼େଙ୍କାନାଳ : ମହିମା ଗାଦୀରେ ଆସନ୍ତା ୨୫ରୁ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଉପରେ ନୂଆ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ । ପୂର୍ବରୁ ଯୋରନ୍ଦା ମେଳା ସରିଥିବା ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଉପରେ ଏବେ କଟକଣା ଜାରି କରାଯାଇଛି । ଚଳିତ ବର୍ଷ ମେଳାକୁ କେବଳ ବିଧି ଭାବେ
Read More...

ଭୁବନେଶ୍ୱର ଲୋୟର ପିଏମଜିରେ ଯାତ୍ରା କଳାକାର‌ଙ୍କ ଆମରଣ ଅନଶନ ଓ ଗଣଧାରଣା

ଭୁବନେଶ୍ୱର : ଭୁବନେଶ୍ୱର ଲୋୟର ପିଏମଜିରେ ଆଜିଠାରୁ ଯାତ୍ରା କଳାକାର ଆମରଣ ଅନଶନ ଓ ଗଣଧାରଣା ଦେଇଛନ୍ତି । ୨ ହଜାର ଦର୍ଶକ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସହ ୧୨ ଦଫା ଦାବୀରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୩ ତାରିଖ ସୁଦ୍ଧା ସରକାର ଦାବୀ ପୂରଣ ନକଲେ ୨୪ ତାରିଖରୁ
Read More...

ନୂତନ ସାପ୍ତାହିକ ବଜାର ବାଘଝରଣ ଠାରେ ଉଦଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକର ବାଘଝରଣ ଠାରେ ଏକ ନୂତନ ସାପ୍ତାହିକ ବଜାର ଉଦଘାଟିତ ହୋଇଯାଇଛି । ସର୍ବେ ପ୍ରଥମେ ଗାଁର ଦେବାଦେବୀଙ୍କୁ ପୂଜା କରି ଗାଁର ଗଉଁତିଆ ଶ୍ରୀଯୁକ୍ତ ଜୀବରଧନ ବରିହା ସାପ୍ତାହିକ ବଜାରର ଉନ୍ମୋଚନ କରିଥିଲେ । ତାପରେ ଗାଁର
Read More...

ଅର୍ଥ ସାଜିଛି ବାଧକ : ପାରାଲିସିସରେ ସୁନାଫୁଲ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ମସିଣା ଗାଁର ସୁନାଫୁଲ ବିଭାର ପାରାଲିସିସ୍ ରୋଗରେ ଖଟରେ ପଡି ରହିଛନ୍ତି । ପରିବାରର ୩ଜଣ ସଦସ୍ୟ ‌ସ୍ୱାମୀ, ସ୍ତ୍ରୀ ଓ ତା‌ଙ୍କର ପୁଅ ରହନ୍ତି । ପାରାଲିସିସ୍ ହେବାର ୨ମାସ ହେଲାଣି । ହେଲେ
Read More...

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ଘଟଣାରେ କାର୍ଯ୍ୟାନୁଷ୍ଠାନ : କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ…

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ଘଟଣାରେ କାର୍ୟ୍ୟାନୁଷ୍ଠାନ । କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଗଣେଶ ପୂଜାରୀ ନିଲମ୍ବିତ ହୋଇଛନ୍ତି । ଏନେଇ ପଶୁ
Read More...

ଡକାୟତ‌ଙ୍କ ଡକାୟତି ଉଦ୍ୟମ ପ‌ଣ୍ଡ

ଖୋର୍ଦ୍ଧା : ଡକାୟତ‌ଙ୍କ ଡକାୟତି ଉଦ୍ୟମ ପ‌ଣ୍ଡ । ଖୋର୍ଦ୍ଧା ଜିଲ୍ଲା ଧଉଳୀମୁହଁ ରେଲୱେ ଲେବଲ କ୍ରସିଂ ଜାତୀୟ ରାଜପଥରେ ଡାକୟତି କରିବା ପାଇଁ ୪ଜଣ ଡକାୟତ ଯୋଜନା କରୁଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରି ଏହି ୪ ଡକାୟତମାନଙ୍କୁ ଗିରଫ କରିଛି । ଖୋର୍ଦ୍ଧା ସଦର ଥାନା
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ବୋଲେରୋ-ବାଇକ୍‌ ମୁହାଁମୁହିଁ, ୧୦ ଗୁରୁତର

ଅନୁଗୁଳ : ଅନୁଗୁଳ ଜି‌ଲ୍ଲା ଛେଣ୍ଡିପଦଜା ସେଣ୍ଢା ପୋଲ ନିକଟରେ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଛେଣ୍ଡିପଦା ବୁଢାପାଳ ରାସ୍ତାର ଟିକିରା ପୋଲ ନିକଟରେ ଚକା ଫାଟିଯିବାରୁ ବୋଲେରୋଟି ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା‌ସ୍ଥଳରେ ୧୦ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ
Read More...