Daily Archives

ପୁଣି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆପଡା : ପୁଣି ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛ‌ନ୍ତି । ଏମିତି ଏକ ଘଟଣା ନୂଆପଡା ଜିଲ୍ଲା ସିନାପାଲି ଥାନା ଧିଙ୍ଗିଆମୁଣ୍ଡା ଗାଁରେ ଘଟିଛି ବୋଲି ଖବର ମଳିଛି । ରୋମାଚନ ଦଣ୍ଡସେନା ନାମକ ଜଣେ ଚାଷୀ ଖରିଫ ଋତୁରେ ତିନି ଏକର ଧାନ ଚାଷ କରିଥିବା ବେଳେ ସ୍ଥାନୀୟ କେନ୍ଦୁମୁଣ୍ଡା ମଣ୍ଡିରେ
Read More...

ଆଠ ମାସ ପରେ ଗାଲଭାନ୍‌ରେ ସୈନିକମାନଙ୍କ ମୃତ୍ୟୁକୁ ନେଇ ଚୀନ୍‌ର ସ୍ୱୀକାରୋକ୍ତି

ବେଜିଂ : ଆଠ ମାସ ପରେ ଚୀନ୍‌ ଶୁକ୍ରବାର ଦିନ ସ୍ୱୀକାର କରିଛି ଯେ, ଗତ ବର୍ଷ ଜୁନ୍‌ ମାସରେ ଗାଲଭାନ୍‌ ଭ୍ୟାଲିରେ ଭାରତୀୟ ସୈନିକମାନଙ୍କ ସହିତ ସଂଘର୍ଷରେ ତାହାର ସୈନିକମାନେ ମଧ୍ୟ ପ୍ରାଣ ହରାଇଥିଲେ । ଚୀନ୍‌ର ଆର୍ମି ପିପୁଲ୍ସ ଲିବରେସନ୍‌ ଆର୍ମି କହିଛି ଯେ, ଗାଲଭାନରେ ଚୀନ୍‌ର ୪ ସୈନିକ
Read More...

ଗଜପତି ମହାରାଜ‌ଙ୍କ ବାର୍ଷିକ ଭତ୍ତା ୩ ଲକ୍ଷ ୬୦ ହଜାର

ପୁରୀ : ଗଜପତି ମହାରାଜ‌ଙ୍କ ବାର୍ଷିକ ଭତ୍ତା ୩ ଲକ୍ଷ ୬୦ ହଜାର ସୂଚନା ମିଳିଛି । ଗଜପତି ମହାରାଜ ହେଉଛ‌ନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ହେଉଛନ୍ତି ଗଜପତି ମହାରାଜ । ଏଥିପାଇଁ ଗଜପତି ମହାରାଜଙ୍କ ମାସିକ ଭତ୍ତା ସାଙ୍ଗକୁ
Read More...

କରୋନା ଟିକାକରଣରେ ଅନ୍ୟ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ତୃତୀୟ ସ୍ଥାନରେ

ଭୁବନେଶ୍ୱର : ଦେଶରେ ଟିକାକରଣରେ ୭୫ ପ୍ରତିଶତ ପୂରଣ କରିଥିବା ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ତାଲିକା ମଧ୍ୟରେ ଓଡ଼ିଶାରେ ୮୧. ୮ ପ୍ରତିଶତ ରେକର୍ଡ କରାଯାଇଛି । ତେବେ କରୋନା ଟିକାକରଣରେ ଅନ୍ୟ ରାଜ୍ୟକୁ ପଛରେ ପକାଇ ତୃତୀୟ ସ୍ଥାନେରେ ରହିଛି ଓଡ଼ିଶା । ତ୍ରିପୁରା ଏବଂ ବିହାର ଅଛନ୍ତି
Read More...

ଆସନ୍ତୁ ଜାଣିବା ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି - ୮୦ ଟଙ୍କା, ବିମ୍‌ - ୬୦ ଟଙ୍କା, ସିମ୍ବ - ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୨୦ ଟଙ୍କା, ଅଦା - ୬୦
Read More...