Daily Archives

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା

ଆମପାଣି, (ଭରତ ବିଶି) : କଳାହାଣ୍ଡି ଜି‌ଲ୍ଲା ଆମପାଣି ଥାନା ରଏନଗୁଡା ଛକ ୪ୱେ ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ହୋଇଛି । ଫଳରେ ଦୁଇ ଜଣ ଯୁବକ ଘଟଣା ସ୍ଥଳରେ ଗୁରୁତର ହୋଇଛ‌ନ୍ତି । ଯୁବକମାନେ ହେଲେ କନ୍ଧାଗଡର ଭୁଜମାଝୀ ଏବଂ ଡୁମେରବାହାଳ ନେତ୍ର ମାଝୀ ବୋଳି ଜଣାପଡିଛି ।
Read More...

ଗଛରେ ବାଇକ ପିଟି ହୋଇ : ଦୁଇ ମୃତ, ଜଣେ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପୁରୁଣା ବାଟାଗୁଡାରେ ଏକ ବାଇକ ଭାରସାମ୍ୟ ହରାଇ ଗଛକୁ ପିଟି ହେବାରୁ ବାଇକରେ ବସିଥିବା ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ଓ ମୃତକ ଦୁଇ ଜଣ ହେଲେ ତୁମୁଡିବନ୍ଧ ଥାନା
Read More...

ସିଆରପିଏଫ-୧୮୯ ବେଟାଲିଅନ ତରଫରୁ ସିଭିଲ ଏକ୍ସନ ପ୍ରୋଗ୍ରାମ-୨୦୨୧ ଅନୁଷ୍ଠିତ

ବଲାଙ୍ଗିର , (ଦେବାଶିଷ ମିଶ୍ର) : ୧୮୯ ବେଟାଲିଅନ ସିଆରପିଏଫ ତରଫରୁ ଜିଲ୍ଲାର ସୀମାବର୍ତ୍ତି ମାଓବାଦୀ ଅଧ୍ୟୁଷିତ ଅଂଚଳରେ ବିଭିନ୍ନ ଜନ ହିତାକାରୀ କାର୍ୟ୍ୟକ୍ରମ ଅନୁଷ୍ଟିତ କରାଯାଉଛି । ଏହି ସିଭିଲ ଏକ୍ସନ ପ୍ରୋଗ୍ରାମ କୁହାଯାଉଥିବା କାର୍ୟ୍ୟକ୍ରମ ଦ୍ୱାରା ବିଭିନ୍ନ ସୀମାବର୍ତ୍ତି ଅଂଚଳର
Read More...

‘ମୋ ଚାଟଶାଳୀ’ ଶିକ୍ଷା କାର୍ୟ୍ୟକ୍ରମର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ତରୀୟ ଲୋକ ଉନ୍ନତି ସଂଗଠନ, ରାଜ୍ୟ ସ୍ତରୀୟ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା , ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ଆତ୍ମଶକ୍ତି ଟ୍ରଷ୍ଟ ପକ୍ଷରୁ ରାଜ୍ୟର ୧୭ ଟି ଜିଲ୍ଲାରେ ଏକ ଲକ୍ଷ ପିଲାଙ୍କୁ ପ୍ରତୀକାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ନିକଟରେ
Read More...

ଡ. ସ୍ୱାତୀ ମୋହନ : ନାସାର ମଙ୍ଗଳ ମିଶନକୁ ସଫଳ କରିବାରେ ଏହି ଭାରତୀୟ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ : ନାସାର ଏପର୍ଯ୍ୟନ୍ତ ସବୁଠୁ ବଡ଼ ମହତ୍ୱାକାଂକ୍ଷୀ ମଙ୍ଗଳ ଗ୍ରହ ମିଶନ ମଙ୍ଗଳ ଗ୍ରହରେ ଅବତରଣ କରିଛି । ଡକ୍ଟର ସ୍ୱାତୀ ମୋହନ ନାମକ ଜଣେ ଭାରତୀୟ ମଧ୍ୟ ଏହି ନାସା ମିଶନରେ ଜଡିତ ଅଛନ୍ତି । ନାଭିଗେସନ୍‌ ଆଣ୍ଡ କଣ୍ଟ୍ରୋଲ୍‌ ଅପରେସନ୍ସର ନାସାର ସ୍ଥିରତା ପ୍ରୋଜେକ୍ଟର ମାର୍ସ
Read More...

ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ପିଲା : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛ‌ନ୍ତି ଯେ, ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ପିଲା । ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନେ ଘରୋଇ ସ୍କୁଲରେ ନାମ ଲେଖାଇ ପାରିବେ । ରାଜ୍ୟର ସବୁ ଘରୋଇ ସ୍କୁଲରେ ଏବେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତ ଶୂନ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତ ଶୂନ୍ୟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଜିଲ୍ଳାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ସଂଖ୍ୟା ମାତ୍ର ୧୦ । ତେବେ ଜିଲ୍ଲାରେ ସମୁଦାୟ ୮୮୧୩ ଜଣ କରୋନାରେ ସଂକ୍ରମିତ ହୋଇିଥିବା ବେଳେ ୮୭୬୨ ଜଣ ଜଣ ସୁସ୍ଥ ହୋଇ
Read More...

କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେ‌ଶ୍ୱର : ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ (ଆଇଆଇଏଲ୍‍)ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ସୁପ୍ରିମ୍‍କୋର୍ଟ ବିଚାରପତି ଜଷ୍ଟିସ୍‍ ଉଦୟ ଉମେଶ ଲଳିତ, ଜଷ୍ଟିସ୍‍ ଭୂଷଣ ରାମକ୍ରିଷ୍ଣା ଗଭାଇ,
Read More...

ଲୋକମାନଙ୍କ ମଧ୍ୟରେ ଫ୍ୟାସଟ୍ୟାଗ ଆଗ୍ରହକୁ ବୃଦ୍ଧି କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ‌ଙ୍କ ଏକ ନୂଆ ପଦକ୍ଷେପ…

ନୂଆଦିଲ୍ଲୀ : ଲୋକମାନଙ୍କ ମଧ୍ୟରେ ଫ୍ୟାସଟ୍ୟାଗ ଆଗ୍ରହକୁ ବୃଦ୍ଧି କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଏକ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ବର୍ତ୍ତମାନ ଆପଣ ଫାସଟ୍ୟାଗ କଲେ ଆପଣଙ୍କୁ ୧୦୦ ଟଙ୍କା ପର୍ୟ୍ୟନ୍ତ ଛାଡ କରାଯିବ । ଭାରତର ପ୍ରାୟ ୭୭୦ଟି ଟୋଲଗେଟରେ ଆପଣ ଏହି
Read More...

ବାଲିଗୁଡା ଠାରେ ତୃତୀୟ ପର୍ୟ୍ୟାୟ କୋଭିଡ ଟୀକାକରଣ

ବାଲିଗୁଡା, (ସୁରେ‌ନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ କାର୍ୟ୍ୟାଳୟ ଠାରେ ଆରମ୍ଭ ହୋଇଛି ତୃତୀୟ ପର୍ୟ୍ୟାୟ କୋଭିଡ ଟୀକା କରଣ କାର୍ୟ୍ୟକ୍ରମ । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ
Read More...