Daily Archives

ଶ୍ରୀରାମ ମନ୍ଦିର ନିର୍ମାଣ ନାମରେ ଛପା ହେଉଥିଲା ନକଲି ରସିଦ : ପୋଲିସ ବି ଆଶ୍ଚର୍ଯ୍ୟ

ବୁଲନ୍ଦଶାହର : ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ପ୍ରତି‌ଷ୍ଠା ନାମରେ ଦାନ ସଂଗ୍ରହ ପାଇଁ ନକଲି ରସିଦ ଛାପିବା ମାମଲା ସାମ୍ନାକୁ ଆସିଛି । ନକଲି ରସିଦ ମାଧ୍ୟମରେ କଳା ଟଙ୍କା ଅର୍ଜନ ପାଇଁ ଅଭିଯୁକ୍ତମାନେ ପ୍ରସ୍ତୁତ ହେଉଥିଲେ । ସୂଚନାକୁ ଭିତ୍ତି କରି ପୋଲିସ ରସିଦ ପ୍ରିଣ୍ଟିଂ ପ୍ରେସ ଉପରେ
Read More...

ମେଡିକାଲରୁ ନବଜାତ ଶିଶୁ ନିଖୋଜ

କୋରାପୁଟ : କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏସଏନସିୟୁରୁ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛିି । ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ସିଲକଗୁଡ଼ା ଗାଁର ତୁଳସୀନା ଗୌଡ଼ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପ୍ରସବ ପରେ ମା'ର ମୃତ୍ୟୁ ହେବାରୁ ପରିବାର ଲୋକେ ମୃତଦେହ ଘରକୁ ଆଣିଥିଲେ
Read More...

ରକ୍ତାକ୍ତ ଖେଳ ଖେଳିଲେ ରେସଲିଂ କୋଚ୍ : ପାଞ୍ଚ ଜଣଙ୍କ ହତ୍ୟା

ହରିୟାଣା : ହରିୟାଣାର ରୋହତକ ଜିଲ୍ଲାରେ ତିନିଜଣ କୋଚ୍ ସମେତ ଦୁଇଜଣ ମହିଳା ରେସଲରଙ୍କ ମୃତ୍ୟୁ ଘଟିଛି । ଏହି ମାମଲାରେ ବର୍ତ୍ତମାନ ଅନେକ କିଛି ଖୁଲାସା ହୋଇଛି । କୁହାଯାଉଛି ଯେ ଜାଟ କଲେଜ ମଇଦାନକୁ ଆସିଥିବା ମହିଳା ଖେଳାଳି ପୂଜାଙ୍କ ପରିବାର ସଦସ୍ୟ କୋଚ୍‌ ମନୋଜଙ୍କୁ ସୁଖବିନ୍ଦର ନାମରେ
Read More...

ପୁରୀ ଜିଲ୍ଲାର ୧୭୦ ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ…

ଡେଲା‌ଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ୧୭୦ ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତାଙ୍କର ମୁଖ୍ୟ ଦାବୀ ଥିଲା ସେମାନଙ୍କୁ ପୁନଃ ନିଯୁକ୍ତି କରିବା ସହ ପ୍ରତି ଉଚ୍ଚ
Read More...

ଚଳନ୍ତା ବସରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାୟଗଡ଼ା: ରାୟଗଡ଼ା ତାରିଣୀ ଛକରେ ଚଳନ୍ତା ବସରେ ନିଆଁ ଲାଗି ଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର କଷାଗୁମୁଡ଼ାରୁ ପୋଲସରା ଯାଉଥିବା ଘରୋଇ ବସରେ ନିଆଁ ଲାଗିଥିଲା । ଫଳରେ ଯାତ୍ରୀବାହୀ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଯାତ୍ରୀଙ୍କ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ
Read More...

ହିଆଲ୍‌କୁ ହରାଇ ଡୁମେର୍‌ଚୁଆଁ ଚମ୍ପିୟାନ

ତୁରେକେଲା, (ପୁସ୍ତମ ଯୁଆଡି ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ କରୁଆଁମୁଣ୍ଡା ପଞ୍ଚାୟତ ସର୍ଗୁଲ୍ ଠାରେ ମାଁ ବସ୍ତ୍ରେନ୍‌‌ କ୍ରିକେଟ କ୍ଲବ୍ ତରଫରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହେଇଯାଇଛି । ମୁଖ୍ୟ ଅତିଥି ଭାବେ ସମାଜସେବୀ ପଞ୍ଚୁ ମାଝୀ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୧୫ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୪୦ ଟଙ୍କା, ରାୟପୁର କଂଚା ମଟର - ୩୦ ଟଙ୍କା, ଟମାଟର୍‌ - ୧୪ ଟଙ୍କା, ଭେଣ୍ଡି - ୫୦
Read More...