ଜିଲ୍ଲା ବିଜେପିର ଚକାବନ୍ଦ ଆନ୍ଦୋଳନ : ସୁବର୍ଣ୍ଣପୁର ଜିଲ୍ଲାରେ ୩ଘଣ୍ଟା ଗମନାଗମନ ଠପ୍
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପଶ୍ଚିମ ଓଡିଶା ତଥା ସୁବର୍ଣ୍ଣପୁର ଜିଲ୍ଲାର ମଣ୍ଡିଗୁଡିକରେ ପଡି ରହିଥିବା ଧାନ ଉଠାଣ, ଚାଷୀଙ୍କ ନାମରେ ପୁନଃ ଟୋକନ୍ ବ୍ୟବସ୍ଥା ସହ ସବୁ ଜିଲ୍ଲାରେ ପୂର୍ବ ବ୍ୟବସ୍ଥାରେ ଡିଏଲପିସି ଜରିଆରେ ଧାନ ବିକ୍ରୟ କରିବା ଦାବିରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜେପି!-->…
Read More...
Read More...