Daily Archives

ତରଭା ବ୍ଳକ କଂଗ୍ରେସ ଦଳର ନୂତନ ସଭାପତି ଭାବେ ମନୋନୀତ ହେଲେ ଯୁବ ନେତା କାର୍ତ୍ତିକ ନାଗ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକର କଂଗ୍ରେସ ଦଳର ନୂତନ ସଭାପତି ଭାବେ ମନୋନୀତ ହେଲେ ଯୁବ ନେତା କାର୍ତ୍ତିକ ନାଗ । ଆଜି ସକାଳେ ଜିଲ୍ଲା ସଭାପତିଙ୍କ ଅନୁମୋଦନ କ୍ରମେ ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହା ସୂଚନା ଦେଇଛନ୍ତି ।
Read More...

କୁଶଙ୍ଗ ଆଂଚଳିକ ମହାବିଦ୍ୟାଳୟର ସୁପରିଚାଳନା ପାଇଁ ଗ୍ରାମବାସୀଙ୍କ ଉପଜିଲ୍ଲାପଳଙ୍କୁ ଗୁହାରି

ଲୋଇସିଂହା, (କେପିଏନ୍‌ଏସ୍‌) : କୁଶଙ୍ଗ ଆଂଚଳିକ ମହାବିଦ୍ୟାଳୟର ସୁପରିଚାଳନା ପାଇଁ ଗ୍ରାମବାସୀ ଉପଜିଲ୍ଲାପଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କ ଦ୍ୱାରା ଦିଆଯାଇଥିବା ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ମହତ୍‌ ଉଦ୍ଦେଶ୍ୟ ନେଇ ୧୯୯୧ରେ ଏକ କନିଷ୍ଠ ମହାବିଦ୍ୟାଳୟ
Read More...

ଦାଦାନ ପ୍ରବଣ ଅଂଚଳରେ ଅନ୍ୟ ରାଜ୍ୟରୁ ଆସି ଲୋକେ ପେଟ ପୋଷୁଛନ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା । ଏହି ଜିଲ୍ଲାରେ ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକେ ନିଜ ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥାଆନ୍ତି । କେତେବେଳେ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡିଯାଆନ୍ତି ଓ ଆଉ କେତେବେଳେ ଦାଦନ ଶ୍ରମିକ ଶବ ହୋଇ
Read More...

ବଂଗୋମୁଣ୍ଡାର କୋର୍ଟ ବିଲଡିଂଗ ଓ ବାସଗୃହ ରେଡି : ଉଦଘାଟନୀ ଅପେକ୍ଷାରେ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ ସଦର ମହକୁମାରେ ଏକ ଜେ.ଏମ.ଏଫ.ସି. କୋର୍ଟ ସ୍ଥାପନ ନେଇ ସମସ୍ତ ଭି‌ତ୍ତିଭୂମି ହୋଇସାଇରିଛି । ଏପରିକି ନୂତନ କୋର୍ଟ କାର୍ୟ୍ୟାଳୟ ଆରମ୍ଭ କରାଯିବା ପାଇଁ ବ୍ଲକ କାର୍ୟ୍ୟାଳୟ ପରିସରରେ ଥିବା ବ୍ଲକର ଏକ ସରକାରୀ କୋଠାକୁ
Read More...

ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ବୈଠକ ଅନୁଷ୍ଠିତ

ସମ୍ବଲପୁର : ସମ୍ବଲପୁର ଠାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ବୈଠକରେ ୧୦ ଜିଲ୍ଲା ଚାଷୀ ସଂଗଠନର ପ୍ରତିନିଧି ସାମିଲ ହୋଇଥିବା ବେଳେ ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନର ରଣନୀତି ଧାର୍ୟ୍ୟ ପାଇଁ ଚାଲିଛି ଆଲୋଚନା ।
Read More...

ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ କଲେ ସିଆରପିଏଫ ବାହିନୀ

ଝାଡ଼ଖଣ୍ଡ : ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ କରିଛ‌ନ୍ତି ଯବାନ । ଯବାନଙ୍କ କ୍ଷତି ଘଟାଇବା ପାଇଁ ଯବାନ କମ୍ବିଂ କରୁଥିବା ଝାଡ଼ଖଣ୍ଡର ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ନୂତନ ଭାବେ ନିର୍ମିତ ରାସ୍ତାରେ ୪୦ କିଲୋ ଆଇଇଡି ଖ‌ଞ୍ଜିଥିଲେ ମାଓବାଦୀମାନେ । ତେବେ ହଠାତ୍
Read More...

କେରମେଲି ପଂଚାୟତରେ ଆର୍ଥିକ ସାକ୍ଷରତା ସପ୍ତାହ କର୍ମଶାଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କେରମେଲି ପଂଚାୟତ ପରିସରରେ ସଇଁନ୍ତଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସପ୍ତାହ ସାକ୍ଷରତା ସପ୍ତାହ ୨୦୨୧ କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିପିଏମ ମଧୁଶ୍ମିତା ବିଶ୍ୱାଳଙ୍କ
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିରର ସାହିତ୍ୟ ଆସର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ତରଫରୁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ବିଜ୍ଞାନ ସାହିତ୍ୟ ଉପରେ ଏକ ୱେବ ସଂଗୋଷ୍ଟି ଆୟୋଜିତ ହୋଇଥିଲା । ବିଜ୍ଞାନ ସାହିତ୍ୟ ପରିଷଦ ବଲାଙ୍ଗିରର ସଭାପତି ସନାତନ ଠାକୁର ବିଜ୍ଞାନ ସାହିତ୍ୟ ଉପରେ ଏବଂ
Read More...