Daily Archives

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ଏବଂ ପ୍ରଶିକ୍ଷଣ କେନ୍ଦ୍ର, ଓଲଟପୁର, କଟକ ଓ ସମଗ୍ର ଶିକ୍ଷା, ବଲାଙ୍ଗୀରର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସହାୟକ
Read More...

ପର ଠାରୁ ଗାଡି ମାଗି ଚଳାଇବା ମାହାଙ୍ଗା ପଡିଲା : ପୁଅ ପାଇଁ ବାପାର ଆତ୍ମହତ୍ୟା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପରଠାରୁ ଗାଡି ମାଗି ଆଣି ଦୁର୍ଘଟଣାର ଶୀକାର ହେଲା ପୁଅ । ଭାଙ୍ଗିରୁଜି ଗଲା ଦାମିକା ବାଇକ । ଗାଡି ମାଲିକକୁ କ୍ଷତିପୁରଣ ଦେଇ ନ ପାରି ବାପା କିଛି ଉପାୟ ନ ପାଇ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି,
Read More...

ମଣ୍ଡି ପରିଦର୍ଶନ କଲା ଚାଷୀ ସଙ୍ଗଠନ : ଧାନ ନ ଉଠିଲେ ଆନ୍ଦୋଳନ

ବେଲପଡ଼ା, (ସିପୁନ ଖମାରୀ) : ଆଜି ବେଲପଡ଼ା ବ୍ଲକର ବିଭିନ୍ନ ଧାନମଣ୍ଡିକୁ ପରିଦର୍ଶନ ପାଇଁ ଯାଇଥିଲେ କୃଷକ ସଙ୍ଗଠନର କର୍ମକ‌ର୍ତ୍ତା । ଧାନମଣ୍ଡିମାନଙ୍କୁ ହେଉଥିବା ଦୁର୍ନୀତି, ଚାଷୀ ଶୋଷଣ, ଟୋକନ ବ୍ୟବସ୍ଥା ଓ ଟାର୍ଗେଟ ସମସ୍ୟା ବିଷୟରେ ବିଭିନ୍ନ ଧାନମଣ୍ଡି ବୁଲି ଚାଷୀମାନଙ୍କ ସହିତ କୃଷକ
Read More...

ବଲାଙ୍ଗିର ପୋଲିସର ବଡ ସଫଳତା : ଖପ୍ରାଖୋଲ ଡକାୟତି ଘଟଣାରେ ୧୫ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଜାନୁଆରୀ ୨୩ ତାରିଖରେ ଖପ୍ରାଖୋଲ ଅନ୍ତର୍ଗତ ଶାନ୍ତିପୁର ଠାରେ ହୋଇଥିବା ଡକାୟତି ଘଟଣାରେ ବଲାଙ୍ଗିର ପୋଲିସକୁ ବଡ ସଫଳତା ମିଳିଛି । ଶାନ୍ତିପୁର ଡକାୟତି ଘଟଣାର ଛାନଭିନ କରୁ କରୁ ପୋଲିସ ହାତରେ ଏକ ଆନ୍ତଃଜିଲ୍ଲା ଡକାୟତି ର‌୍ୟାକେଟ ଧରା ପଡିଛି । ପ୍ରଥମେ
Read More...

ପାହାଡି ତରଙ୍ଗର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ସର୍ବପୁରାତନ ସାଂସ୍କୃତିକ ଓ ପାରମ୍ପାରିକ ଅନୁଷ୍ଠାନ ପାହାଡି ତରଙ୍ଗ ତାର ଶୁଭାରମ୍ଭ ୨୫ ତଳେ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ପାଥେୟ କରି କିଛି ସ୍ଥାନୀୟ କଳାକାରମାନଙ୍କୁ ନେଇ ଆରମ୍ଭ ହୋଇଥିଲା । ଏବେ ତାର ରୌପ୍ୟ
Read More...

ଗୌଡ଼କର୍ଲାଖୁଣ୍ଟା କ୍ରିକେଟ ପ୍ରିମିୟର ଲିଗ୍‌ : ଟୁବୁସ୍ ଚମ୍ପିଆନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୌଡ଼କର୍ଲାଖୁଣ୍ଟା ଠାରେ ଗୌଡ଼କର୍ଲାଖୁଣ୍ଟା ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଯାପିତ ହେଇଯାଇଛି । ଏଥିରେ ଟୁବୁସ ଦଳ ଚମ୍ପିଅନ ହେଇଥିବା ବେଳେ ଗୌଡ଼କର୍ଲାଖୁଣ୍ଟା ଦଳ ରର୍ନ୍ସଅପ୍ ହେଇଛନ୍ତି । ଆଜିର ଫାଇନାଲ ମ୍ୟାଚରେ
Read More...

ବେଲଘର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରେ ପୁଲିସ ଓ ମାଓବାଦୀ ପୁଣି ମୁହାଁମୁହିଁ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର ଜଙ୍ଗଲ ନିକଟ ଉଷାବାଲି, ଗୁଦଗୁଦା ଓ ଗୁଚୁକା ଜଙ୍ଗଲରେ ମଧ୍ୟାହ୍ନ ସମୟରେ ଗୁଳି ବିନିମୟ ଶବ୍ଦ ଶୁଣିବାକୁ
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୩ ଜଣ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୩ ଜଣ କରୋନା ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୈାରାଚଂଳ ୱାର୍ଡ ନଂ.୧୫ରୁ ଜଣେ ଚିହ୍ନଟ ହୋଇଥିବା ବେଳେ କଣ୍ଟାବାଞ୍ଜି ଏନ୍‌ଏସସି ୱାର୍ଡ ନଂ. ୧୫ରୁ ଜଣେ ଏବଂ ଟିଟିଲାଗଡ ପୌରାଚଂଳ ୱାର୍ଡ ନଂ.୧୪ରୁ ଜଣେ
Read More...

ଚାଷୀମାନଙ୍କ ପ୍ରତିବାଦ : ଧାନ ଗଦାଇଲେ ବ୍ଲକ ଅଫିସ ସମ୍ମୁଖରେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ ବରଗଡ଼) : ଧାନ ସଂଗ୍ରହ ନହେବା, ଅନେକ ମାର୍କେଟ ୟାର୍ଡ ବନ୍ଦ ହେବା ପ୍ରତିବାଦରେ ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଅଫିସ ସମ୍ମୁଖରେ ଚାଷୀମାନେ ଧାନ ବସ୍ତା ଜମା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ କୃଷକ ସଂଗଠନ ପକ୍ଷରୁ
Read More...

ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ତୁରେକେଲା, (କୈଳାଶ ସଗ୍ରିଆ ) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟରର ବଗବାହାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ପ୍ରସାଦ ସିଂ ଜୁଲାଇ ମାସରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । କରୋନା ମହାମାରୀକୁ ନଜରରେ ରଖି ତାଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାକୁ ସ୍ଥଗିତ
Read More...