Daily Archives

ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ସ୍ଥାନୀୟ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ସଭାପତି ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ କେତେକ
Read More...

ସମାଜସେବୀ ଶତାୟୁ ବ୍ୟକ୍ତି ରଜନୀକାନ୍ତ ମହାନ୍ତିଙ୍କ ପରଲୋକ

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ଗ୍ରାମର ଧର୍ମପରାୟଣ, ପରୋପକାରୀ ଓ ସମାଜସେବୀ ରଜନୀକାନ୍ତ ମହାନ୍ତିଙ୍କ ଗତ ଶନିବାର ଦିନ ୧୧ଟା୫୫ ମିନିଟ ସମୟରେ ନିଜ ଦହମୁଣ୍ଡାସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନୀତ ୧୦୦ ବର୍ଷ
Read More...

ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରେ ଘୋର୍‌ ଅବ୍ୟବସ୍ଥା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ସଂରକ୍ଷଣ ବିଭାଗରେ ଲାଗିଥିବା ଫ୍ରିଜର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୋଡି ଯାଇଥିବାରୁ ତା ମଧ୍ୟରେ ଥିବା ସମସ୍ତ ରକ୍ତ ନଷ୍ଟ ହୋଇ ଯାଇଛି । ଏ ବିଷୟରେ ବରଗଡ଼ ଏଡିଏମ ଓ ଡାକ୍ତର ବିଭୁତି ଭୂଷଣ ମେହେରଙ୍କୁ ଫୋନ
Read More...

ପ୍ରମୋଦ ସ୍ମୃତି ସମାରୋହ ଆୟୋଜିତ : ରାଜୀବ ପାଣି ଏବଂ ତୃପ୍ତି ପଣ୍ଡା ସମ୍ବର୍ଦ୍ଧିତ

ସମ୍ବଲପୁର : ଆଜି ପୂର୍ବାହ୍ନରେ ସମ୍ବଲପୁର ଉପକଣ୍ଠସ୍ଥ କେନ୍ ଘାଟି ସ୍ଥିତ ଶ୍ରୀରାମ ବାଟିକାରେ ପ୍ରମୋଦ ସ୍ମୃତି ସମାରୋହ, ପ୍ରମୋଦନାମା ଆୟୋଜିତ ହୋଇଯାଇଛି । ଆବାହକ ଡ.ଦ୍ଵାରିକାନାଥ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ନାଟ୍ୟଶିଳ୍ପୀ
Read More...

ଉପକାରାଗରରେ ପ୍ରେମ ଓ ଶାରୀରିକ ସଂପର୍କ : ମିଛ ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗରେ ଥାନାରେ ଏତଲା

ଟିଟିଲାଗଡ, (ଗୌରବ ଦର୍ଜୀ ) : ଜେଲ୍ ଭିତରେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା ଅନ୍ତେବାସିନୀ । ଟିଟିଲାଗଡ଼ ଉପକାରାଗାରରେ ପୂର୍ବରୁ ରହିଥିବା ଜଣେ ମହିଳା ଅନ୍ତେବାସିନୀ ଏବେ ଉପକାରାଗାରରେ ବିଚାରଧୀନ ରହିଥିବା ଜଣେ ପୁରୁଷ ଅନ୍ତେବାସୀ ଉପରେ
Read More...

ରେଳଷ୍ଟେସନରୁ ନାବାଳିକାକୁ ଉଦ୍ଧାର କଲେ ଆରପିଏଫ୍‌ ଓ ଚାଇଲ୍ଡ ଲାଇନ

ଟିଟିଲାଗଡ, (ଗୌରବ ଦର୍ଜୀ ) : ଆଜି ଟିଟିଲାଗଡ ରେଳ ଷ୍ଟେସନରେ ଜଣେ ଛୋଟ ନାବାଳିକା ବୁଲୁଥିବାର ଦେଖି ଆରପିଏଫ ପଚରାଉଚୁରା କରିଥିଲା । ଜଣା ପଡିଥିଲା ଯେ, ସେହି ଛୋଟ ଝିଅଟି ଟ୍ରେନରେ ବସି ଏକାକୀ ପଳେଇ ଆସିଛି । ଝିଅଟି ସ୍ପଷ୍ଟ ନିଜ ପରିଚୟ ଦେଇ ପାରିନଥିଲେ ମଧ୍ୟ ଝିଅଟିର ନାମ କାଜଲ ସୁନାନୀ
Read More...

ମୁରଲୀ ଶିକାଙ୍କ କୋଶଲୀ ଗଳ୍ପ ସଂକଳନ “କେନ୍ କ୍ଷେତର ଢେଲ” ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବ ଭବନ ବଲାଙ୍ଗିର ଠାରେ ଯୁବ ଗାଳ୍ପିକ ମୁରଲୀ ଶିକାଙ୍କ କୋଶଲୀ ଗଳ୍ପ ସଂକଳନ "କେନ୍ କ୍ଷେତର ଢେଲ" ଉନ୍ମୋଚିତ ହୋଇଯାଇଛି । ତହଁକ ସାହିତ୍ୟ କୁଟୁମ ସହଯୋଗରେ ବିଇଓ ନେପାଳ ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ
Read More...

ସଚେତନତାର ବାର୍ତ୍ତା ନେଇ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ଝାରସୁଗୁଡ଼ାର ୬୨ ବର୍ଷୀୟ ଅଭିରାମ ଶତପଥୀ

ତରଭା, (ଜିତେନ୍ଦ୍ର ସା) : ସଚେତନତାର ବାର୍ତ୍ତା ନେଇ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ଝାରସୁଗୁଡ଼ାର ୬୨ ବର୍ଷୀୟ ଅଭିରାମ ଶତପଥୀ । ନିଶା ଦ୍ରବ୍ୟ ବର୍ଜନ କରିବା, ଯୋଗ କରିବା ନିରୋଗ ରହିବା ଏହି ବାର୍ତ୍ତା କୁ ଦିଲ୍ଲୀ ପର୍ୟ୍ୟନ୍ତ ପଦଯାତ୍ରା କରି ପହଞ୍ଚିବା ତାଙ୍କର ଲକ୍ଷ୍ୟ ବୋଲି ସେ
Read More...

୨ଠଠ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲା ବଲାଙ୍ଗିର ଜିଲ୍ଲା ଓକିଲ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ଠଠ ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛି ବଲାଙ୍ଗିର ଜିଲ୍ଲା ଓକିଲ ସଂଘ । କରୋନା ମହାମାରୀ ସମୟରେ ସହରର ପରିମଳ ବ୍ୟବସ୍ଥା ପାଇଁ ଅଂଟା ଭିଡ଼ିଥିବା ସଫେଇ କର୍ମଚାରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ‌ମ୍ମାନ ଜଣାଇ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ବ୍ଲକ ଚୁଡାପାଲି ଗ୍ରା.ପ.ରୁ ଜଣେ ଏବଂ ଲୋଇସିଂହା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ୧୩ ଜଣ ଏକ୍‌ଟିଭ୍‌ ସଂକ୍ରମିତ
Read More...