Daily Archives

ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହେଲା ‌ଦ୍ୱିତୀୟ ପର୍ଯ୍ୟାୟ ଟୀକାଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତକୁ କରୋନା ମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଚାଲିଥିବା କୋଭିଡ୍ ଟୀକାକରଣର ଦ୍ୱିତୀୟ ପର୍ୟ୍ୟାୟ ଟୀକାଦାନ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ୟ୍ୟାୟରେ ଜିଲ୍ଲାକୁ ୬୫୦ ଡୋଜ୍
Read More...

ପଶ୍ଚିମ ଓଡିଶା କୃଷକ ସମ‌ନ୍ୱୟ ସମିତି ସମିତି ଓ ସୁବର୍ଣ୍ଣପୁର ଜିଲ୍ଲା କୃଷକ ସମ‌ନ୍ୱୟ ସମିତି ପକ୍ଷରୁ ଚକାଜାମ୍

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୋଦି ସରକାରଙ୍କ ପାରିତ ୩ଟି କୃଷି ବିଲକୁ ପ୍ରତ୍ୟାହାରକୁ ନେଇ ଭାରତୀୟ କୃଷକ ମହାସଂଘ ଡାକରାରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ୩ଘଣ୍ଟିଆ ଚକାଜାମ୍ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି ସମିତି ଓ ସୁବର୍ଣ୍ଣପୁର ଜିଲ୍ଲା
Read More...

ରାଜ୍ୟରେ ଆଜି ୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୮୨ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୩ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ବଲାଙ୍ଗିର ଜୟ କିଶାନ ଆନ୍ଦୋଳନ ପକ୍ଷରୁ ଚକ୍କା ଜାମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିଲ୍ଲୀ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶକୁ ଛାଡ଼ି ବାକି ଭାରତର ସମସ୍ତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଚକ୍କା ଜାମ୍‌ ଆହ୍ୱାନ ଦିଆଯାଇଥିବା ବେଳେ ବଲାଙ୍ଗିର ଜୟ କିଶାନ
Read More...

ମେ’ ୩ରୁ ଆରମ୍ଭ ହୋଇ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା

ଭୁବନେଶ୍ଵର, (ସୁଶା‌ନ୍ତ ସାହୁ) : ମେ' ୩ରୁ ଆରମ୍ଭ ହୋଇ ମେ' ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଏନେଇ ବିଦ୍ୟଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମେ' ୩ ରୁ ୧୨ ପର୍ୟ୍ୟନ୍ତ ସଂସ୍କୃତ ମଧ୍ୟମା ପରୀକ୍ଷା ଓ ୧୫ ପର୍ୟ୍ୟନ୍ତ ଓଡ଼ିଶା ମୁକ୍ତ ବିଦ୍ୟାଳୟ
Read More...

ପୋଲିସ ଡିଜି ଅଭୟ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଟୀକା ନେଲେ

ଭୁବନେଶ୍ୱର : କଟକ ଇନଡୋର ଷ୍ଟାଡିୟମରେ ଆଜି ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । ତେବେ ଟୀକାକରଣ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ପୋଲିସ ଡିଜି । ସେହିପରି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଓ ପୋଲିସ କମିଶର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଆଜି କୋଭିଡ୍ ଟୀକା
Read More...

ମାହାଙ୍ଗା ଡବଲ ମର୍ଡର ଘଟଣା : ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ

କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କର ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲାର ଟାଙ୍ଗୀ ଟୋଲ ଗେଟ ନିକଟରୁ ମୃତଦେହ ଠାବ କରିଛି ଟାଙ୍ଗୀ ଥାନା ପୁଲିସ । ଟ୍ରକ ଚାପାରେ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଘଟଣାସ୍ଥଳରୁ
Read More...

ଦିଲ୍ଲୀରେ ପୋଲିସ ସତର୍କ : ଅନେକ ମେଟ୍ରୋ ଷ୍ଟେସନର ଫାଟକ ବନ୍ଦ, ୫୦ ହଜାରରୁ ଅଧିକ ସୈନିକ ନିୟୋଜିତ

ନୂଆଦିଲ୍ଲୀ : ଆଜି ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୩ ଟା ପର୍ୟ୍ୟନ୍ତ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ଚାକ ଜାମ ଆ‌ହ୍ୱାନ କରିଛନ୍ତି ଆନ୍ଦୋଳନକାରୀ । କୃଷକ ସଂଗଠନ କହିଛି ଯେ, ସେମାନେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଯାତାୟାତକୁ ଅବରୋଧ
Read More...

ନାବାଳକର ବେକ କାଟିଥିବା ନାବାଳକ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା : ଜଣେ ନାବାଳକର ବେକ କାଟି ଦେଇଥିବା ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଘଟଣାର ୨୪ ଘଂଟା ମଧ୍ୟରେ ସଦର ଥାନା ପୋଲିସ ହାତରେ ଧରାପଡିଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଗତ ଗୁରୁବାର ସଦର ଥାନା ଅନ୍ତର୍ଗତ କଳପଡା ପଂଚାୟତର ଟୁବିହୁଡା ଗ୍ରାମର ନିଜ ମାମୁଁ ଘରକୁ ଆସିଥିବା ବାପୁନି ଓରଫ
Read More...

ସର୍ବ ପ୍ରଥମ କରୋନା ଟୀକା ନେଲେ ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରଣୀ ଦାଶ

କଟକ : କଟକ ସଦର ବ୍ଲକ କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କରୋନା ଟୀକାଦାନ କାର୍ୟ୍ୟକ୍ରମରେ ପ୍ରଥମ ଦିନରେ ୯୨ ଜଣ ଆଉ ଦ୍ୱିତୀୟ ଦିନରେ ୧୧୦ ଜଣ କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ, ଅଶାକର୍ମୀ, ଅଙ୍ଗନବାଡି କର୍ମୀ ପ୍ରମୁଖ ଟୀକା ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ପ୍ରଥମ କରୋନା
Read More...