Daily Archives

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁଲୋଚନା ପୁରୋହିତଙ୍କ ଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପାଇକମାଲ ପୁରୋହିତ ହେଟୋଲର ପ୍ରତିଷ୍ଠାତା ‌ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ଧର୍ମପତ୍ନୀ ସୁଲୋଚନା ପୁରୋହିତ ଆଜି ଶ୍ରୀରାମ ଭକ୍ତ ମାନଙ୍କୁ ୧୫ ହଜାର ୬ ଶହ ଟଙ୍କା ଦାନ ପ୍ରଦାନ କରିଛନ୍ତି । ରାମ
Read More...

ଖଞ୍ଜାମାହେଲ ଖାଦାନରୁ ୩ ପେଟି ଡିନାମାଇଟ୍‌ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ବାଗୁଡରେ ଖଞ୍ଜାମାହେଲ ଖାଦାନରୁ ୩ ପେଟି ଡିନାମାଇଟ୍‌ ଜବତ ହୋଇଛି । ସେପଟେ ଡିନାମାଇଟ୍‌ ରଖିଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ସୋର ବାଗୁଡି ଖଞ୍ଜାମାହେଲ ଖାଦାନରେ ବେଆଇନ ଭାବେ ଡିନାମାଇଟ୍‌ ବ୍ୟବହୃତ କରାଯାଉଥିବା
Read More...

ସୈନିକ ସ୍କୁଲ ପାଇଁ ରାଉରକେଲା ସୈନିକ ସଙ୍ଘର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର

ରାଉରକେଲା, (କେପିଏନ୍‌ଏସ୍‌) : ସୈନିକ ସ୍କୁଲ ପାଇଁ ରାଉରକେଲା ସୈନିକ ସଙ୍ଘ ପକ୍ଷରୁ ଏଡିଏମଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଏକ ଦାବୀପତ୍ର ପ୍ରଦାନ କରାଯାଉଛି । ସୈନିକ ସ୍କୁଲ ପ୍ରତିଷ୍ଠା ହେଲେ ‌ସ୍ଥାନୀୟ ଲୋକେ ଉପକୃତ ହେବେ ବୋଲି କୁହାଯାଇଛି ।
Read More...

ବେଲଗୁଡ଼ା ଠାରେ ଏଲ୍‌ପିଜି ପଞ୍ଚାୟତ ସଭା

ଜୁନାଗଡ, (ଦୁଷ୍ମନ୍ତ କୁମାର ନାଏକ) : ଜୁନାଗଡ ବ୍ଲକ୍ ଅନ୍ତର୍ଗତ ବେଲଗୁଡ଼ା ଗ୍ରାମ ଠାରେ ଚାରବହାଲ ମାଳତୀ ଇଣ୍ଡିଆନ୍ ଗ୍ରାମୀଣ ବିତରକ ସହଯୋଗରେ ଏଲ୍‌ପିଜି ପଞ୍ଚାୟତ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଏସ୍‌ଡ଼ିପି ଧରମ ସାହୁ ଯୋଗଦେଇ ଏଲ୍‌ପିଜି ଗ୍ୟାସର ବ୍ୟବହାର ଓ ସୁରକ୍ଷା ବିଷୟରେ
Read More...

ଏନ୍‌ଏସି ପକ୍ଷରୁ ମହିଳାଙ୍କୁ ଡ୍ରାଇଭର ଭାବେ ଦିଆଗଲା ନିଯୁକ୍ତି

ପୁରୁଷୋତ୍ତମପୁର : ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆଗେଇ ଆସିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି । ପ୍ରଶାସନ ପକ୍ଷରୁ ମହିଳାଙ୍କୁ ଡ୍ରାଇଭର ଭାବେ ନିଯୁକ୍ତି ଦେଇ ଚର୍ଚ୍ଚାର ଘେରକୁ ଆସିଛନ୍ତି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର । ସହରରେ ଘରକୁ ଘର ବୁଲି
Read More...

ଶିଷକେଲା ହାଇସ୍କୁଲକୁ ପରିଦର୍ଶନ କଲେ ଦୁଇ ମନ୍ତ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ହାଇସ୍କୁଲକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗସ୍ତ କରି ସ୍କୁଲର ଭିତ୍ତିଭୂମି ଉପରେ ତଦାରଖ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।
Read More...

ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ଆଜି ହାଜର ହେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ନିଆଯିବ ବ୍ରହ୍ମପୁର । ଟାଟାରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ତାଙ୍କୁ ରିମାଣ୍ଡରେ ନେଇପାରେ ଗୋଳନ୍ଥରା ଥାନା
Read More...

କ୍ୟାନସର ରୋଗାକ୍ରାନ୍ତ ଶିଶୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀଙ୍କୁ

ନୂଆଦିଲ୍ଲୀ : ଜଣେ ଶିଶୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି କ୍ୟାନସର ଚିକିତ୍ସା ପାଇଁ ଅନୁରୋଧ କରିଛନ୍ତି । ଶିଖା ନାମକ ଏହି ଶିଶୁ ଜଣକ ଉତ୍ତର ପ୍ରଦେଶ ବାସିନ୍ଦା । ସେ ବ୍ଲଡ କ୍ୟାନସର ବା ରକ୍ତ କର୍କଟରେ ପୀଡିତ । ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ,
Read More...

ଶ୍ରେଷ୍ଠ ଏନସିସି କମାଣ୍ଡର ଭାବରେ କୃତିତ୍ୱ ହାସଲ କଲେ ଆକାଶ ନାୟକ

ନୟାଗଡ : ସର୍ବଭାରତୀୟ ସ୍ଥରରେ ଏନସିସି କମାଣ୍ଡର ଭାବରେ କୃତିତ୍ୱ ହାସଲ କଲେ ଆକାଶ ନାୟକ । ନୟାଗଡ ଜିଲ୍ଲାର ଇଟାମାଟି ଗାଁର ଆକାଶ ନାୟକ ଏହି କୃତିତ୍ୱ ହାସଲ କରି ପୁରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଆକାଶ ଏବେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ତୃତୀୟ ବର୍ଷର ଛାତ୍ର ଥିବା
Read More...