Monthly Archives

January 2021

ସାଥୀ ଲଳିତଙ୍କୁ ୟୁଜିବିଇଏ ତରଫରୁ ଶେଷ ସଲାମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଥୀ ଲଳିତଙ୍କୁ ୟୁଜିବିଇଏ ତରଫରୁ ଶେଷ ସଲାମ ଦିଆଯାଇଛି । ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସଂପାଦକ ସାଥୀ ପୁଲିନ ମିଶ୍ରଙ୍କ ଆବାହକତ୍ୱରେ ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ଆତ୍ମାର ସତଗତି କାମନା କରି ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମ·ରୀ
Read More...

ଅବସର ପ୍ରାପ୍ତ ଶିକ୍ଷକ ଜଗନ୍ନାଥ ସାହୁ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ନିକଟସ୍ଥ ଜ୍ଞାନ ଗ୍ରାମର ଜଗନ୍ନାଥ ସାହୁ(୬୩)‌ଙ୍କ ହଠାତ୍‌ ହୃଦଘାତରେ ପରଲୋକ ହୋଇଯାଇଛି । ବରଗଡ ସ୍ଥିତ ବିକାଶ ହସପିଟାଲରେ ଚିକିତ୍ସାବସ୍ଥାରେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ସେ ପଲ୍‌ସାପାଲି ଏମ.ଇ ସ୍କୁଲ୍‌ରେ ୨୦୧୮ରେ ଅବସର
Read More...

ପାର୍ବତୀ ଗିରି ବୃଦ୍ଧାଶ୍ରମ ଦ୍ୱାରା ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ସମଲେଇପଦର, ବରଗଡର ସ୍ଵାଧୀନତା ସଂଗ୍ରାମୀ ତଥା ପଶ୍ଚିମ ଓଡିଶାର ମଦର ଟେରେସା ପାର୍ବତୀ ଗିରିଙ୍କ ଜନ୍ମ ମାଟିରେ ତାଙ୍କ ନାମରେ ନାମିତ ପାର୍ବତୀ ଗିରି ବୃଦ୍ଧଶ୍ରମରେ ତାଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରାଯାଇଛି ।
Read More...

ପ୍ରାକ ଶୈଶବ ଯତ୍ନ ଓ କିଶୋରୀ ବାଳିକା ମାନଙ୍କ ସଚେତନତା ବୈଠକ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମର ଅଙ୍ଗନବାଡ଼ି (ଖ) କେନ୍ଦ୍ରରେ ପ୍ରାକ ଶୈଶବ ଯତ୍ନ ଓ କିଶୋରୀ ବାଳିକା ମାନଙ୍କ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାଆ ଓ କିଶୋରୀ ବାଳିକା ମାନେ ଉପସ୍ଥିତ ଥିଲେ । ପ୍ରକୃତି ବନ୍ଧୁ ବିରଞ୍ଚି
Read More...

ବରଗଡ଼ ପୋୖରାଞ୍ଚଳରେ ହୋଲଡିଂ ଟ୍ୟାକ୍ସର ଅହେତୁକ ବୃଦ୍ଧିକୁ ଆମ୍ ଆଦମୀ ପାର୍ଟିର ବିରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆନୁଆଲ ଭ୍ୟାଲୁର ଅସ୍ସେମେଣ୍ଟ ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ଏହା ଗତଥର ଅପେକ୍ଷା ପ୍ରାୟତଃ ୪ ଗୁଣା ବଢିଥିବା ବେଳେ ପୋୖର ପ୍ରଶାସନ ଏହାକୁ ବିଚାରକୁ ନନେଇ ଲୋକମାନଙ୍କ ଉପରେ ଅଧିକ ଟ୍ୟାକ୍ସ ବୋଝ ଲଦି ଦେଇଛି, ଏହାକୁ ଆମ୍ ଆଦମୀ ପାର୍ଟି ବିରୋଧ କରୁଛି ।
Read More...

ପାଇକମାଲ୍‌ ବିଦ୍ୟୁତ୍‌ ସବ୍‌ଷ୍ଟେସନ୍‌ ପରିସରରେ ପ୍ରଶିକ୍ଷଣ ଶିବିର

ପ‌ଦ୍ମପୁର‌, (ନିରୋଜ କୁମାର ପାଣୀ) : ପାଇକମାଲ୍‌ ବିଦ୍ୟୁତ୍‌ ସବ୍‌ଷ୍ଟେସନ୍‌ ପରିସରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବରେ ଦାୟିତ୍ୱ ନେଇଥିବା ଟାଟା ପାୱାରା କମ୍ପାନୀର ସେପ୍ଟି ମେନେଜର ଆନନ୍ଦ ଗୈାରବ, ନିଜକୁ ବଞ୍ଚାଇବା ସହିତ ଅନ୍ୟମାନଙ୍କୁ କିପରି ବିଦ୍ୟୁତ ଆଘାତ
Read More...

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୯୫ତମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ସୁନାମ ଧନ୍ୟ ସମାଜସେବୀ, ସ୍ବାଧୀନତା ସଂଗ୍ରାମୀ, ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୯୫ତମ ଜୟନ୍ତୀ ଉତ୍ସବ କସ୍ତୁରବା ଗାନ୍ଧୀ ମାତୃନିକେତନ ପରିସରରେ ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ଅପରାହ୍ନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ
Read More...

ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଇନ୍ଧନ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଉର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ୱଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବର୍ଜ୍ୟବସ୍ତରୁ ଉର୍ଜା ଉତ୍ପାଦନ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର
Read More...

ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଂପାଦକ ହେଲେ ଯୁବ ନେତା ପ୍ରୀତେଶ କୁମାର ବହିଦାର : ପଦ୍ମପୁରରେ ବିଜେପି ତରଫରୁ ସ୍ୱାଗତ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ତଳୀ ଭାରତୀୟ ଜନତା ପାର୍ଟିର ଯୁବନେତା ଭାବେ ବେଶ ଚଚ୍ଚିର୍ତ ପ୍ରୀତେଶ କୁମାର ବହିଦାର ବରଗଡ ଜିଲ୍ଲା ସଭାପତି ଭାବେ ଅନେକ ଉନ୍ନତି ମୂଳକ କାର୍ୟ୍ୟ କରିଥିବା ବେଳେ ଗତକାଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ୟ୍ୟ
Read More...

ବିବାହ ଦିନରେ ନିଆରା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଚିମିନିଭାଟି ସ୍ଥିତ ସୁବ୍ରତ ଖଣ୍ଡୁଆଲ ବିବାହ ଦିନ ବୃକ୍ଷରୋପଣ ଓ ରକ୍ତଦାନ ଭଳି ନିଆରା କାର୍ଯ୍ୟକ୍ରମ କରି ନୂଆଁ ଜୀବନର ଶୁଭାରମ୍ଭ କରିଛନ୍ତି । ଯାହ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଶ୍ରୀ ଖଣ୍ଡୁଆଲ ବିବାହ ପୂର୍ବରୁ ବୃକ୍ଷରୋପଣ କରିଥିଲେ
Read More...