Daily Archives

ବଢ଼ିଲା ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ

ଭୁବନେଶ୍ୱର : ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସର୍ଜନଙ୍କ ଷ୍ଟାଇପେଣ୍ଡ୍ ମାସିକ ୨୦ ହଜାରରୁ ୨୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଆଗାମୀ ୩ ବର୍ଷ ପାଇଁ ରାଜ୍ୟ ସରକାର ଏହି ନିୟମ ଲାଗୁ କରିଥିବା ଜଣାପଡ଼ିଛି । ଏନେଇ ଡିଏମଇଟିକୁ
Read More...

୨୭ ଟିଣ ନକଲି ଘିଅ ଜବତ : ମାଲିକଙ୍କ ସମେତ ୨ ଅଟକ

କଟକ : କଟକରେ ଭେଜାଲ ଘିଅ କାରଖାନା ଠାବ ହୋଇଛି । ନକଲି କାରଖାନାଟି କଟକର ସିଡିଏ ସେକ୍ଟର-୯ରେ ଠାବ କରିଛି ପୋଲିସ । ଖବର ଅନୁଯାୟୀ, କଟକରେ ଦୀର୍ଘ ଦିନ ହେଲା ଏକ ଅପମିଶ୍ରିତ ଘିଅ କାରଖାନା ଚାଲୁଥିଲା । ଯାହାର ଅଭିଯୋଗ ପୋଲିସ ନିକଟରେ ବାରମ୍ବାର ଆସୁଥିଲା, ଅଭିଯୋଗକୁ ଭିତ୍ତି କରି ପୋଲିସ
Read More...

ପୁଣ୍ୟତିଥି ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି (ତିରୋଧାନ ଦିବସ) ଅବସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରାଗଲା । ଏଥିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦ, ନିପନ ଦାଶ,
Read More...

ଆସ୍ଥା ଫାଉଣ୍ଡେସନ୍ ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଭିନ୍ନ ସମୟରେ ସମାଜରେ ସମାଜସେବାରେ ନିଜକୁ ନିୟୋଜିତ କରିଥିବା କିଛି ଅଗ୍ରଣୀ ସମାଜ ସେବା ସଂସ୍ଥା ଏବଂ ବ୍ୟକ୍ତିଙ୍କୁ ଏକ ପ୍ରୋତ୍ସାନ ଏବଂ ମନୋବଳ ବଢ଼େଇ ଏକ ନୂଆ ରୂପରେ ଆସ୍ଥା ଫାଉଣ୍ଡେସନ୍ ନିଜର ବାର୍ଷିକ ଉତ୍ସବରେ "ଆସ୍ଥା ସେବା ସମ୍ମାନ ୨୦୨୧" ପ୍ରଦାନ
Read More...

ଓଲଟିଲା ବସ୍‌ : ଜଣେ ମୃତ, ୯ ଗୁରୁତର

ରାୟଗଡ଼ା : ଗତକାଲି ରାତିରେ ବସ୍‌ ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ବସ୍‌ ଓଲଟି ଜଣେ ଯାତ୍ରୀ ଆଖି ବୁଜିଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି (ଓଡି ଓ୨ ଏସ୍‌ ୨୯୪୮) 'ରଘୁନାଥ' ବସ୍ ଗତକାଲି କଟକରୁ ଜୟପୁର
Read More...

ସକ୍ରିୟ ଯକ୍ଷ୍ମାରୋଗ ଚିହ୍ନଟୀକରଣ ପାଇଁ ସଚେତନତା ରଥ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ସକ୍ରିୟ ଯକ୍ଷ୍ମାରୋଗ ଚିହ୍ନଟୀକରଣ ପାଇଁ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଜନସ୍ଵାସ୍ଥ୍ୟ
Read More...

ଗତକାଲି ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇଥିଲେ : ଆଜି ମିଳିଲା ମୃତଦେହ

ପୁରୀ : ଗତକାଲି ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ୭ ପର୍ଯ୍ୟଟକ ଭାସି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ପତ୍ତା ମିଳିନଥିଲା । ଆଜି ଚକ୍ରତୀର୍ଥ ନିକଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଝାଡ଼ଖଣ୍ଡର ଦୀପକ କୁମାର ବୋଲି ଜଣାଯାଇଛି । ସୂଚନାଯୋଗ୍ୟ, ବୋକାରୋରୁ ପ୍ରାୟ
Read More...

ରାଜେନ୍ଦ୍ର ନଗର କ୍ଳବ ଦ୍ଵାରା ଆୟୋଜିତ ଫୁଟବଲ ନକ ଆଉଟ ଟୁର୍ଣାମେଣ୍ଟ ଉଦଯାପିତ

କଣ୍ଟାବାଂଜି, (କୈଳାଶ ସଗ୍ରିଆ) : ସହରର ରାଜେନ୍ଦ୍ର ନଗର ଫୁଟବଲ କମିଟି ଆନୁକୂଲ୍ୟରେ ଦ୍ବିତୀୟ ବର୍ଷର ନକ ଆଉଟ ଫୁଟବଲ ଟୁର୍ଣାମେଣ୍ଟ ଡାଙ୍ଗବାହାଲି ଖେଳ ପଡିଆରେ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ଖେଳରେ ଫିରୋଜ ଖାନ, ସାଧାରଣ
Read More...

ଲାଠୋର ଓଡ଼ିଆ ବଣିକ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଲାଠୋର ଓଡ଼ିଆ ବଣିକ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ଷ ଯାକର ଆୟ ବ୍ୟୟର ହିସାବ କରାଯିବାସହ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଗତବର୍ଷ କୋରୋନା ଯୋଗୁଁ ବ୍ୟବସାୟୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା
Read More...

ସୋନପୁର ମହାବିଦ୍ୟାଳୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ମହାବିଦ୍ୟାଳୟରେ ଅବସର ନେଇଥିବା ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଂକୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିନିମନ୍ତେ ପ୍ରାଧ୍ୟାପକ ଅଶ୍ବିନୀ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଏକ ସମର୍ଦ୍ଧନା ସଭା
Read More...