Daily Archives

ବୃକ୍ଷରୋପଣ ଘେରାବନ୍ଦୀ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାଇ ସନ୍ତୋଷ କୁମାରଙ୍କ ତତ୍ୱାବଧାନରେ ଛିନ୍ଦେଇକେଲା ଗ୍ରାମରେ ଶ୍ରୀ ସାଇ ଧ୍ୟାନ ବୃକ୍ଷ ବିଧି ବିଧାନ ପୂର୍ବକ ରୋପଣ ଓ ଘେରାବନ୍ଦୀ କାର୍ଯ୍ୟ ସମାହିତ ହୋଇଯାଇଛି । ଏତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ରୋପିତ ଶ୍ରୀ ସାଇ ଧ୍ୟାନ ବୃକ୍ଷ ଉନ୍ନତ
Read More...

ଲଳିତ ନାୟକଙ୍କ ଦଶାହ କାର୍ଯ୍ୟ ଉପଲକ୍ଷେ ଶୋଭାଯାତ୍ରା

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଲଳିତ ନାୟକଙ୍କ ଦଶାହ କାର୍ଯ୍ୟ ଉପଲକ୍ଷେ ନଟରାଜ କଳା ପରିଷଦ ଓ ଲାଇଟ ସଙ୍ଘର ଏକ ଶୋଭାଯାତ୍ରା ତାଙ୍କ ବାସଭବନରୁ ବାହାରି ଭାଗରଥି ଛକ, ବିକ୍ରମ୍ ଛକ, ସମଲେଶ୍ଵରୀ ମନ୍ଦିର, ପାଟେନେଶ୍ୱରୀ ମନ୍ଦିର, ସରକାରୀ ବସଷ୍ଟାଣ୍ଡ ଦେଇ ଶ୍ରମିକ ମଙ୍ଗଳ ଅଫିସ୍ ଯାଏଁ
Read More...

ମହାପ୍ରୟାଣ ଗାଡ଼ି ଶବକୁ ନନେବାରୁ ମେଡିକାଲରୁ କାନ୍ଧରେ ବୋହିଲେ ସ୍ଥାନୀୟ ଯୁବକ

କେନ୍ଦ୍ରାପଡ଼ା: ଶବକୁ ନେଲାନି ମହାପ୍ରୟାଣ ଗାଡ଼ି । ଶେଷରେ ମେଡିକାଲରୁ କାନ୍ଧରେ ବୁହାଗଲା ମୃତଦେହ । ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହାପ୍ରୟାଣ ଗାଡ଼ି ୮୦୦ ଟଙ୍କା ମାଗିବାରୁ ମୃତଦେହ ୪ ଘଣ୍ଟା ପଡି ରହିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଥିବା ଏପରି ଏକ ଘଟଣା
Read More...

ହୁ ହୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ

ରାୟଗଡା : ହୁ ହୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଟ୍ରକଟି ବିଶାଖାପାଟଣାରୁ କୋଇଲା ନେଇ ରାୟଗଡାକୁ ଆସୁଥିବା ବେଳେ ପ୍ରତାପପୁର ନିକଟରେ ଆଜି ସକାଳେ ଟ୍ରକଟିରେ ନିଆଁ ଲାଗି ଯାଇଥିବା ଦେଖି ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ
Read More...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଭେନ୍ଦୁ କୁମାର ପ୍ରଧାନଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ହେଉଛି । ଶୁଭେନ୍ଦୁଙ୍କ ଖଣ୍ଡଗିରି ହାଉସିଂବୋର୍ଡ କଲୋନୀ ସ୍ଥିତ ଘର, କାକଟପୁର ଶ୍ରୀଚନ୍ଦନପୁର
Read More...

ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ

ପୁରୀ : ଶିକ୍ଷା ଆଗରେ ମୁଣ୍ଡ ନୁଆଁଇଛି ଦାରିଦ୍ର୍ୟତା । ନିଜର ହଷ୍ଟେଲ ଫିସ୍ ଦେଇ ନପାରି ଡିପ୍ଲୋମା ସାର୍ଟିଫିକେଟ୍ ଲାଗି ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ ଲୋଜି ବେହେରା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଗୋରଡ଼ାପିଡି ଗାଁରେ ଦେଖିବାକୁ ମିଳଛି ଏଭଳି ଦୃଶ୍ୟ । ଯୁବତୀ
Read More...

ଓଡିଆ ବୋହୂ ହେଲେ ମିସେସ୍‌ ଇଣ୍ଡିଆ

ଭୁବନେଶ୍ୱର : ପୁଣି ଚମକିଲେ ଓଡିଆ ବୋହୂ । ସୁନ୍ଦରଗଡ଼ କାଂଶବାହାଲର ବୋହୂ ନବଦୀପ କୌର ହୋଇଛନ୍ତି ଚଳିତ ବର୍ଷର ମିସେସ୍‌ ଇଣ୍ଡିଆ । ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ନବଦୀପ । ବିବାହ ପରେ ବି
Read More...

ଦିଲ୍ଲୀ-ଏନସିଆରର ଅନେକ କ୍ଷେତ୍ରରେ ଆଜି ମଧ୍ୟ ଇଣ୍ଟରନେଟ୍ ବନ୍ଦ, ଘରୁ କାମ ଏବଂ ଅନଲାଇନ୍ କ୍ଲାସ୍ ପ୍ରଭାବିତ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଇଣ୍ଟରନେଟ୍ ସେବା ବନ୍ଦ ହେବା ଦ୍ୱାରା କୋଟି କୋଟି ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ମଙ୍ଗଳବାର ଦିନ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ମୋବାଇଲ୍-ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛି । କୃଷକଙ୍କ ଟ୍ରାକ୍ଟର ରାଲିରେ ଉତ୍ତେଜନା ପରେ ଗୃହ
Read More...

ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ସମାରୋହ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ୭୨ତମ ସାଧାରଣ ତନ୍ତ୍ର ଦିବସ କରୋନା ନୀତି ନିୟମ ଅନୁଯାୟୀ ପାଳିତ ହୋଇ ଯାଇଛି । କଣ୍ଟାବାଞ୍ଜୀ ନିର୍ବାଚନୀ ମଣ୍ଡଳୀର ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବରେ ଯୋଗ
Read More...

ଆସ୍ଥା ଫାଉଣ୍ଡେସନ ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ବିଭିନ୍ନ ସମୟରେ ସମାଜରେ ସମାଜସେବାରେ ନିଜକୁ ନିୟୋଜିତ କରିଥିବା କିଛି ଅଗ୍ରଣୀ ସମାଜ ସେବା ସଂସ୍ଥା ଏବଂ ବ୍ୟକ୍ତିଙ୍କୁ ଏକ ପ୍ରୋତ୍ସାନ ଏବଂ ମନୋବଳ ବଢ଼େଇ ଏକ ନୂଆ ରୂପରେ ଆସ୍ଥା ଫାଉଣ୍ଡେସନ୍ ନିଜର ବାର୍ଷିକ ଉତ୍ସବରେ 'ଆସ୍ଥା ସେବା ସମ୍ମାନ ୨୦୨୧'
Read More...