Daily Archives

୫୯ଟି ଆପ୍ ଉପରେ ନିଷେଧାଦେଶ ଜାରି କରି ଭାରତ ଚାଇନାକୁ ଦେଲା କଡ଼ା ଆଘାତ : ବର୍ତ୍ତମାନ ଡ୍ରାଗନ୍ ଡବ୍ଲୁଟିଏଚଓକୁ ଗୁହାରି…

ନୂଆଦିଲ୍ଲୀ : ଚୀନ୍ ସହ ସୀମା ବିବାଦ ମଧ୍ୟରେ ଭାରତ ସରକାର ଟିକ୍‌ଟକ୍‌ ଏବଂ ୟୁସି ବ୍ରାଉଜର ସମେତ ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ନିକଟରେ ଟିକ୍‌ଟକ୍‌ ସମେତ ୫୯ ଟି ଚାଇନିଜ୍ ଆପ୍ ଉପରେ ନିଷେଧାଦେଶ ଜାରି ରହିଛି ବୋଲି ଭାରତ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ।
Read More...

ଏଫଡ଼ିଆର ଓ ଖଳା କାମ ଆରମ୍ଭ ନ ହେବାରୁ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲାଦେଇ ଧାରଣାରେ ବସିଲେ ବ୍ଲକର ସରପଞ୍ଚ ସଂଘ…

ଦେଓଗାଁ, (ମନୀଷ କୁମାର ସାହୁ) : ଏଫଡିଆର୍ ଓ ଖଳା କାମ ତୁରନ୍ତ ଆରମ୍ଭ କରିବାକୁ ଦେଓଗାଁ ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ଦାବୀ ହେଉଥିଲା କିନ୍ତୁ ବ୍ଲକ ପ୍ରଶାସନ ରାଜନୈତିକ ଚାପରେ ପଡି କାମ ଆରମ୍ଭ କରିନାହାନ୍ତି । ଯାହା ଫଳରେ ଦେଓଗାଁ ବ୍ଲକ ସରପଞ୍ଚ ସଙ୍ଘ ମଙ୍ଗଳବାର ଦିନ ୧୦ଟା ସମୟରେ
Read More...

ମରାଡୁଗୁଛା ଗାଁରେ ପାନୀୟ ଜଳର ଘୋର ଅଭାବ

ତରଭା,(ଜିତେନ୍ଦ୍ର ସା) : ଦୁନିଆ କେତେ ଯେ ଆଗକୁ ଗଲାଣି ତା'ର ବର୍ଣ୍ଣନା କରିହେବ ନାହିଁ । କିନ୍ତୁ ଆଜିବି କେତେକ ଅଞ୍ଚଳ ଏମିତି ଅଛି ଯେପରି କି ସେମାନେ ଆଗପରି ଜଙ୍ଗଲରେ ବସବାସ କରୁଛନ୍ତି ଭାବିବା ମିଥ୍ୟା ହେବ ନାହିଁ । ଏମିତି ଏକ ଘଟଣା ଶୁଣିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା
Read More...

ପୋଲିସ ହାତରେ ଧରାପଡ଼ିଲେ ନିଶା ବେପାରୀ : ୫୪୪୦ ବୋତଲ ବେଆଇନ କଫ୍‌ ସିରପ୍‌ ଜବତ୍‌, ୨ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ପୋଲିସ ହାତରେ ଧରାପଡ଼ିଛନ୍ତି ନିଶା ବେପାରୀ । ୫୪୪୦ ବୋତଲ ବେଆଇନ କଫ୍‌ ସିରପ୍‌ ବଲାଙ୍ଗିର ସଦର ପୋଲିସ ଜବତ୍‌ କରିଥିବା ବେଳେ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ଦିନ ଦ୍ୱିପହରରେ
Read More...

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣ ସଦସ୍ୟ ମୃତ

ଜୟପୁର : ରାଜସ୍ଥାନରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜୟପୁର-କୋଟା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ତୀବ୍ର ଗତିରେ ଆସୁଥିବା ଗୋଟିଏ ଟ୍ରକ ଆଗରେ ଯାଉଥିବା ଏକ
Read More...

ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଦାବୀ : ମହିଳାଙ୍କ ମଦ ବିରୋଧୀ ଅଭିଯାନ

ବାଲେଶ୍ୱର : ଜିଲ୍ଲା ଖଇରା ବ୍ଲକ ବରଦା ପଂଚାୟତର ବିଷ୍ଣୁପୁରୁ ଗାଁର ମହିଳାମାନଙ୍କ ଦ୍ଵାରା ମଦ ବିରୋଧୀ ଅଭିଯାନ । ବରଦା ପଂଚାୟତରେ ଥିବା ୨୪ ଗୋଟି ସ୍ୱୟଂସହାୟିକା ଗୋଷ୍ଠୀର ଶତାଧିକ ମହିଳାମାନେ ବିଷ୍ଣୁପୁରୁ ସ୍କୁଲ ଛକଠାରୁ ଏକ ରାଲିରେ ବାହାରି ଗାଁ ପରିକ୍ରମା କରିବା ସହିତ ମଦ ବିକ୍ରି
Read More...

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜ୍ୟୁସେପ କୋଣ୍ଟେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜ୍ୟୁସେପ କୋଣ୍ଟେ। ସେ ଗତକାଲି ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସୂଚନାନୁଯାୟୀ, ଗତ କିଛିଦିନ ତଳେ କୋଣ୍ଟେଙ୍କ ବିରୋଧରେ ସଂସଦରେ ଆସ୍ଥା ଜିତିବାକୁ ପ୍ରସ୍ତାବ ଆସିଥିଲା । ସେ ସଂସଦରେ ଆସ୍ଥା ଭୋଟ ଜିତିଥିଲେ । ଏହାସହ ସରକାର
Read More...

କଟକ କଲେଜ ଛକରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ

କଟକ : କଟକ କଲେଜଛକରେ ଦୋକାନ ତଥା ବସ୍ତି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ବିଶେଷତଃ କଲେଜ ଛକ ସି.ଡି.ଏ ମାର୍କେଟ କମ୍ପ୍ଲେକ୍ସ ଠାରୁ ମାଲଗୋଦାମ ଥାନା ପର୍ୟ୍ୟନ୍ତ ମହାନଗର ନିଗର ଏବଂ ଏନ୍ଫୋର୍ସମେଣ୍ଟ ସ୍କୱାଡରର ମିଳିତ ଚଢ଼ାଉରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଆଜି ସକାଳୁ
Read More...

ରାଜ୍ୟରେ ଆଜି ୧୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୩୮ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ବାଘଝରନ ଗ୍ରାମରେ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଘଝରଣ ଆଜି ଜାନୁୟାରୀ ୨୬ ର ସ୍ୱାଧୀନତା ଦିବସ ଅବସରରେ ବାଘଝରଣର ଆମ୍ବେଦକର ଯୁବକ ସଙ୍ଘ ଓ ଲକ୍ଷେ ଘର ଗଣ୍ଡା ସମାଜର ଅନୁକୁଲ୍ୟରେ ଆମ୍ବେଦକର ମୂର୍ତ୍ତି ସ୍ଥାପନ କରାଗଲା । ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତରଣୀ ସୁନା
Read More...