Daily Archives

କନ୍ନଡର ଲୋକପ୍ରିୟ ଅଭିନେତ୍ରୀ ଜୟଶ୍ରୀ ରମୈୟା‌ଙ୍କ ଆତ୍ମହତ୍ୟା

ବାଙ୍ଗାଲୋର : କନ୍ନଡର ଲୋକପ୍ରିୟ ଅଭିନେତ୍ରୀ ତଥା ପୂର୍ବତନ ବିଗବସ୍ କନ୍ନଡ ପ୍ରତିଯୋଗୀ ଜୟଶ୍ରୀ ରାମାୟା ବା‌ଙ୍ଗାଲୋର ସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କ ଶବତ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ପ୍ରାରମ୍ଭିକ ତଦନ୍ତରେ ଜୟଶ୍ରୀ ମାନସିକ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ‌ଙ୍କ ବଡ ଘୋଷଣା : ମହିଳା ଓ ଶିଶୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୁଲିସ ଶାଖା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟଚାରକୁ ରୋକିବା ପାଇଁ ରାଜ୍ୟ ପୁଲିସର ଏକ ସ୍ୱତନ୍ତ୍ର ଶାଖା ଖୋଲିବାକୁ ଘୋଷଣା କରିଛନ୍ତି । ତେବେ ଏଥିରେ ପୁଲିସ ବିଭାଗର ୬୦ଟି ପଦବୀ ସହିତ ସାଇବର ଫରେନ୍ସିକ୍ ଓ ଆଇଟି ବିଶେଷଜ୍ଞ ପାଇଁ ୨ଟି
Read More...

ଚଳିତ ବର୍ଷ +୨ ପରୀକ୍ଷାରେ ରହିବ ୫୦% ମଲ୍ଟିପୁଲ୍ ଚଏସ୍ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାର ଢାଞ୍ଚା ବଦଳିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ । ପ୍ରତ୍ୟେକ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନର ଉତ୍ତର ପାଇଁ ୧ ନମ୍ବର ଲେଖାଏ ରହିବ । ପ୍ରଶ୍ନପତ୍ରର ହାରାହାରି
Read More...

ବଲାଙ୍ଗିର ଠାରେ ଜାତୀୟ ମତଦାତା ଦିବସ ପାଳିତ : ଭୋଟର ସଚେତନତା ରଥର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଠାରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ମତଦାତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରୁ ଏକ ସାଇକେଲ ଶୋଭାଯାତ୍ରାର
Read More...

ଧରାପଡ଼ିଲା ସେନ୍‌ଚୁରିଆନ୍‌ ସିଏଫଓ ହିମାଂଶୁ ଶେଖର କବିଙ୍କ କାରନାମା

ଭୁବନେଶ୍ୱର : ସେନ୍‌ଚୁରିଆନ ବିଶ୍ୱବିଦ୍ୟାଳୟର ଜିଏସଟି ଠକେଇ ଘଟଣାର ନୂଆମୋଡ଼ ନେଇଛି । ସେନ୍‌ଚୁରିଆନ ବିଶ୍ୱବିଦ୍ୟାଳୟର ସିଏଫଓ ହିମମାଂଶୁ ଶେଖର କବିଙ୍କ ଚ‌ଞ୍ଚକତା ପଦାରେ ପଡ଼ିଛି । ସିଏଫଓ ହିମାଂଶୁ ଶେଖର କବିଙ୍କ ଚଞ୍ଚକତା ଓ ଜାଲିଆତି ବିରୋଧରେ ସେନ୍‌ଚୁରିଆନ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ
Read More...

ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେ ଫିଲ୍ମ : ରିଲିଜ ହେବ ୨୬ ଜାନୁୟାରୀ ୨୦୨୨ରେ

ନୂଆଦିଲ୍ଲୀ : ବଚ୍ଚନ ପାଣ୍ଡେ ର ଏକ ନୂଆ ପୋଷ୍ଟର ସେୟାର୍‌ କରି ଅକ୍ଷୟ କୁମାର ଶନିବାର ଦିନ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି ଯେ, ବଚ୍ଚନପାଣ୍ଡେ ୨୬ ଜାନୁୟାରୀ ୨୦୨୨ରେ ମୁକ୍ତିଲାଭ କରିବ । ତେବେ ଏହି ଫିଲ୍ମରେ ଅକ୍ଷୟଙ୍‌ଙ୍କୁ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ଅଭିନୟ କରିବାର ଦେଖିବାକୁ
Read More...

ଧାନ ବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

ଧର୍ମଗଡ଼, (ଭରତ ବିଶି) : ପଣ୍ଡି ଗାଁର ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଟ୍ରାକ୍ଟର ବୋଝେଇ ଧାନ ରଖି କଳାହାଣ୍ଡି ଜିଲ୍ଲା କଲମପୁର-ମୁଖିଗୁଡ଼ାରେ ରାସ୍ତା ଅବରୋଧ କରିଛନ୍ତି ବହୁ ଚାଷୀ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ଯାତାୟତ । ଅଭିଯୋଗ ହୋଇଛି, କଳାହାଣ୍ଡି ଜିଲ୍ଲା ପଣ୍ଡି ଗାଁ
Read More...

ସାଲିଆ ସାହିରୁ ୫୦୦ ଲିଟର ଦେଶୀ ମଦ ଜବତ

ଭୁବନେଶ୍ୱର : ଭୁବନେଶ୍ୱର ସାଲିଆ ସାହିରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଆଜି ୫୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଏହି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ମଦ ପୋଚ ମଧ୍ୟ ଜବତ
Read More...

ଦମଦମା ବ୍ରିଜ ନିକଟ ଜାତୀୟ ରାଜପଥରେ ଓଲଟିଲା ଦଶଚକିଆ ଟ୍ରକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଦମଦମା ବ୍ରିଜ ନିକଟ ଜାତୀୟ ରାଜପଥରେ ଓଲଟିଲା ଦଶଚକିଆ ଟ୍ରକ ବୋଲି ଖବର ମଳୀଛି । ସୂଚନା ଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ଅତାବିରା ନିକଟସ୍ଥ ଦମମଦା ବ୍ରିଜ୍ ନିକଟରେ ଏକ ମାଲବୋଝେଇ ଦଶଚକିଆ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଯାହାଫଳରେ କି ରାସ୍ତାରେ ଯାତାୟତ
Read More...

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ

ବରଗଡ, (ନିରୋଜ କୁମାର ପାଣୀ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଉମେଶ କୁମାର ସେଠଙ୍କ ଘରେ ଭିଜିଲାନ୍ସ
Read More...