Daily Archives

ବୀର ସୁରେନ୍ଦ୍ର ସାଏ କ୍ଳବ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଧାଙ୍ଗେର ଗ୍ରାମ ନୂଆପଡ଼ା ଠାରେ ବୀର ସୁରେନ୍ଦ୍ର ସାଏ କ୍ଳବ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,
Read More...

ପାଟଣେ‌ଶ୍ୱରୀ ସାହିତ୍ୟ ସଂସଦ‌ ଟ୍ରଷ୍ଟ ପାଟଣାଗଡ଼ ବାର୍ଷିକ ଉତ୍ସବ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣେଶ୍ୱରୀ ସାହିତ୍ୟ ସଂସଦ୍‌ ଟ୍ରଷ୍ଟ ପାଟଣାଗଡ଼ ବାର୍ଷିକ୍‌ ଉତ୍ସବ ୨୦୨୧ ପାଟଣାଗଡ଼ ଓଁ କଲ୍ୟାଣ ମଣ୍ଡପ ଠାରେ ଗତକାଲି ପାଲିତ ହୋଇ ଯାଇଛି । ପ୍ରଥମ ଅଧିବେଶନରେ ସାହିତ୍ୟସଭା ସାର‌ସ୍ୱତ ସ‌ଙ୍କଳନ "ପାଟଣା ସୈରଭ" ଉନ୍‌ମୋଚନ ସହ ସମ୍ମାନ ପ୍ରଦାନ କରିଥିଲେ ।
Read More...

ପାରାଦୀପର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ମହାନ ସ୍ୱାଧୀନତା ସଂଗ୍ରାମୀ ଓଡିଶା ମାଟିର ବରପୂତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାରାଦୀପର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ପାରାଦୀପର ବିଜୁ ପଟ୍ଟନାୟକ ମେମୋରିଅଲ ଟ୍ରଷ୍ଟ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର
Read More...

ଉତ୍କଳ ସାମ୍ବାଦିକ ସଂଘର ଦୁଇ ଦ୍ବିଦିବସୀୟ ବାର୍ଷିକ ବୈଠକ ଅବସରରେ ବାଲିଅନ୍ତା ପ୍ରେସ କ୍ଲବ ପକ୍ଷରୁ ସ୍ବାଗତ…

ଭୁବନେଶ୍ୱର, (କେପିଏନ୍ଏସ୍) : ଉତ୍କଳ ସାମ୍ବାଦିକ ସଂଘର ଦୁଇ ଦ୍ବିଦିବସୀୟ ବାର୍ଷିକ ବୈଠକ ଅବସରରେ ବାଲିଅନ୍ତା ପ୍ରେସ କ୍ଲବ ପକ୍ଷରୁ ସମସ୍ତ ଜିଲ୍ଲାର ସଭାପତି ତଥା କର୍ମକର୍ତ୍ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ
Read More...

ନକଲି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବିକ୍ରି ଅଭିଯୋଗରେ ଜଣେ ଗିରଫ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପସ୍ଥିତ ପାରଦୀପ ରିଫାଇନାରୀର ଶ୍ରମିକ ମାନଙ୍କୁ ନକଲି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବିକ୍ରି ଘଟଣାର ପର୍ଦାଫାଶ କରିଛି ଅଭୟଚାନ୍ଦପୁର ପୋଲିସ୍‌ ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହ ଲ୍ୟପପ୍ଟପ୍‌, ପ୍ରିଣ୍ଟର ଓ ଅନ୍ୟାନ ସାମଗ୍ରୀ ଜବତ
Read More...

ସାହାଣୀ କପ୍ ପାଇଁ ଚୟନ ଆସନ୍ତା ୨୯ ଓ ୩୦ରେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆନ୍ତଃ ଜିଲ୍ଲା ସିନିୟର୍ ଫୁଟବଲ୍ ପ୍ରତିଯୋଗିତା ସାହାଣୀ କପ୍ ପାଇଁ ବରଗଡ଼ ଜିଲ୍ଲା ଖେଳାଳୀ ମାନଙ୍କ ଚୟନ ଆସନ୍ତା ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଇଛୁକ
Read More...

ମାଲପଡା ଗ୍ରାମରେ ରକ୍ତଦାନ ଶିବିର ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ଗ୍ରାମପଞ୍ଚାୟତର ମାଲପଡ଼ା ଗାଁର ଡ଼ାଇଜ ଯୁବ ଅନୁଷ୍ଠାନ ଓ ଆମ ଓଡିଶା ରକ୍ତଦାନ ଅଭିଯାନ ତରଫରୁ ପ୍ରାଥମିକ ବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟଅତିଥି ଭାବେ ସମାଜସେବୀ ସୁଶିଲ
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୨୦ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୪୦ ଟଙ୍କା, ରାୟପୁର କଂଚା ମଟର - ୩୦ ଟଙ୍କା, ଟମାଟର୍‌ - ୧୦ ଟଙ୍କା, ଭେଣ୍ଡି - ୫୦
Read More...