Daily Archives

ବିଧାୟକ ପରିବାରର ଦବଙ୍ଗଗିରି : ଫେସବୁକ କମେଣ୍ଟ ପାଇଁ ହତ୍ୟା ଧମକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫେସବୁକ କମେଣ୍ଟକୁ କେନ୍ଦ୍ରକରି ହତ୍ୟା ଧମକ ଅଭିଯୋଗ ହୋଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ଠାରେ । ଫେସବୁକ କମେଣ୍ଟକୁ କେନ୍ଦ୍ରକରି ସଂମ୍ପୃକ୍ତ ଯୁବକ ଓ ପରିବାରକୁ ହତ୍ୟା ଧମକ ଦେବାଭଳି ଦବଙ୍ଗଗିରି ଦେଖାଇଛନ୍ତି ଲୋଇସିଂହା ବିଧାୟକ ଡ.
Read More...

ବଲାଙ୍ଗିର ଭିଜିଲାନ୍ସ ଏପିପି ଉମେଶ ଚନ୍ଦ୍ର ମିଶ୍ର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଭିଜିଲାନ୍ସ ଏପିପି ଉମେଶ ଚନ୍ଦ୍ର ମିଶ୍ର ଆଉ ନାହାନ୍ତି । ଗତ ରାତିରେ ତାଙ୍କ ଦେହାନ୍ତ ହୋଇ ଯାଇଛି । କିଡନି ଜନିତ ସମସ୍ୟା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ । ହଠାତ୍ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇଥିବାରୁ ତାଙ୍କୁ ବରଗଡ ବିକାଶ
Read More...

ପନ୍ଦର ବର୍ଷର ନାବାଳିକାକୁ ବିବାହରୁ ରକ୍ଷା କଲା ଚାଇ‌ଲ୍ଡ ଲାଇନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ବୀଜେପୁର ପଞ୍ଚାୟତର ଏକ ଗ୍ରାମରେ ଚାଇଲ୍ଡ ଲାଇନ ପହଞ୍ଚି ପନ୍ଦର ବର୍ଷର ନାବାଳିକାର ବିବାହକୁ ବନ୍ଦ କରିଥିଲା । ନାବାଳିକାର ମାତା ପିତା ନାବାଳିକାର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ କୌଣସି ଜଣେ ଭଦ୍ର ବ୍ୟକ୍ତି ୧୦୯୮ରେ କଲ୍‌ କରି ସୂଚନା
Read More...

ଟୋକନ ବ୍ୟବସ୍ଥା ପ୍ରତି ବୃ‌ଦ୍ଧି ପାଉଛି ଚାଷୀ ଅସନ୍ତୋଷ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ ପୁଆ ପ୍ରାଥମିକ କୃଷି ସମବାୟ ସମିତ ଠାରେ ୫୦୦ ଜଣ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ପ୍ରାୟ ୩୧୮ ଜଣ ବିକ୍ରୟ କରିପାରିଛନ୍ତି । ପାଖାପାଖି ୨୦୦ ରୁ ୨୫୦ ଜଣ ଟୁକନ ପାଇନଥିବା ଅଭିଯୋଗ ହୋଇଛି ।
Read More...

ତୁଷୁରା ବାଳକ ହାଇସ୍କୁଳର ୧୯୯୨ ମ୍ୟାଟ୍ରିକ ବ୍ୟାଚ ବନ୍ଧୁ ମିଳନ

ଗୁଡ଼ଭେଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଗୁମାଗଡ ଠାରେ ତୁଷୁରା ବଙ୍କଳ ହାଇସ୍କୁଳର ୧୯୯୨ ମସିହାର ମ୍ୟାଟ୍ରିକ ବ୍ୟାଚର ୨୮ ବର୍ଷ ପରେ ଏକ ବନ୍ଧୁ ମିଳନ ଅନୁଷ୍ଟିତ ହୋଇଯାଇଛି । ବିଜେଡିର ତୁଷୁରା ଏନଏସି ନଗର ସଭାପତି ଅଜୟ ଜୟଶ୍ୱାଳ ଓ ସମାଜସେବୀ ତରୁଣ
Read More...

କୋସଲ ଯୁବ ସମନ୍ୱୟ ସମିତି ତରଫରୁ କୋସଲ ଯୁବ ଉଲଗୁଲାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ଡେଭଲମେଣ୍ଟ ଫାଉଣ୍ଡେସନ ଅଫିସରେ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କୋସଲ ଯୁବ ଉଲଗୁଲାନ ଦିବସ ଗାନ କରାଗଲା । ସର୍ବ ପ୍ରଥମେ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ
Read More...

ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୀର ସୁରେନ୍ଦ୍ର ସାଏ କ୍ଲବ, ଇନ୍ଦିରାନଗର, ବଲାଙ୍ଗିର ଠାରେ ସ୍ୱାଧିନତା ସଂଗ୍ରାମି ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ ବଡ ଆଡମ୍ବର ରୁପରେ ପାଳନ କରାଯାଇଛି । ଏହା ସହିତ ସମାଜସେବୀ ଲଳିତ ନାୟକଙ୍କ ଆତ୍ମାର ସତ୍‌ଗତି
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୮ରେ ଆରମ୍ଭ ହେବ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ସାରା ରାଜ୍ୟରେ ୨୫୦ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୮ରେ ଆରମ୍ଭ ହେବ ବୋଲି ଓଏଭିଏସ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ଷଷ୍ଠ ଶ୍ରେଣୀରେ ଆଡମିଶନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ
Read More...

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜି‌ଲ୍ଳା ସଇଁ‌ନ୍ତଲା ‌ବ୍ଲକ ଜୁରାବ‌ନ୍ଧ ପ‌ଞ୍ଚାୟତ ଖର୍ଶେଲବାଞ୍ଜି ଗାଁରେ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଆଦର୍ଶ ଯୁବକ ସଂଘ, ଜୀବନ ଜ୍ୟୋତି ଓଡିଶା ଏବଂ ସମ୍ବାଦ ଆମ ଓଡିଶାର ମିଳିତ କ୍ରମେ ରକ୍ତ
Read More...

ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁନିୟର ରେଡ଼କ୍ରସ ତରଫରୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗ ଠାରେ କୋଭିଡ଼-୧୯ ନିୟମ ଅନୁଯାୟୀ ପାଳନ କରି ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇ ଥିବା । ପ୍ରଧାନଶିକ୍ଷକ ବିଶ୍ୱ ନାଥ ମେହେରଙ୍କ ଅଧ୍ୟକ୍ଷତାରେ
Read More...