Daily Archives

ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ : ସାରା ଦେଶରେ ପାଳନ ହେଉଛି ନେତାଜୀ ଜୟନ୍ତୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ସ୍ୱାଧୀନତା ସଂଗ୍ରାମୀ ମହାନାୟକ ଭାରତ ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିିଥି । ସାରା ଦେଶ ଆଜି ‌ସ୍ମରଣ କରୁଛି ନେତାଜୀଙ୍କୁ । ୧୮୯୭ ମସିହା ଜାନୁଆରୀ ୨୩ରେ କଟକରେ ଜନ୍ମଗ୍ରହଣ କରିଥିବା ନେତାଜୀ ସୁବାଷଙ୍କ ଜୀବନର ଷୋହଳ
Read More...

ପ୍ରଥମ ଗୁଣନିଧି ଦାଶ ଭି.ଏସ.ଏସ. ଚେଲେଞ୍ଜର କପ୍ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ସ୍ଥାନୀୟ ନାଏକ ପଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ କ୍ଲବ ପରିସରରେ ପ୍ରଥମ ଗୁଣନିଧି ଦାଶ ସ୍ମାରକୀ ଭି.ଏସ.ଏସ ଚେଲେଞ୍ଜର୍ କପ୍ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଅଛି । ସଂଘର ବରିଷ୍ଠ ସଦସ୍ୟ ଭୋଲାନାଥ ଦାଶଙ୍କ ସଭାପତିତ୍‌ତ୍ୱ ଓ ନିପନ୍
Read More...

ମଣିମାଣିକର ୪୯ ତମ ବାର୍ଷିକ ଉତ୍ସବ : ଏଥର ହେବନି ଶିଶୁ ସମାବେଶ, ପ୍ରତିଯୋଗିତା

କଟକ, (ଚକ୍ରବର୍ତ୍ତୀ ଓତା) : ଓଡିଶାର ବହୁ ପରିଚିତ ଓ ପୁରାତନ ଶିଶୁ ଅନୁଷ୍ଠାନ "ମଣିମାଣିକ"ର ୪୯ ତମ ବାର୍ଷିକ ଉତ୍ସବ, ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କାର୍ୟ୍ୟକ୍ରମ ଆସନ୍ତା ଫେବୃଆରୀ ୧୩ ତାରିଖ ଶନିବାର ଦିନ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହେବ । କରୋନା ମହାମାରୀ,
Read More...

ଦେଓଗାଁ ସିଏଚ୍‌ସିରେ ଟୀକାକରଣ : ‌ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଯାବତ୍ ୨୦୫ଜଣ କରୋନା ଯୋଦ୍ଧା ନେଲେଣି କରୋନା ଟୀକା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବସ୍ଥ୍ୟ କେନ୍ଦ୍ରରେ ଗତ ସୋମବାର ଦିନ ଓ ଗୁରୁବାର ଦିନ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଇଛି । ପ୍ରଥମ ଦିନରେ ୮୮ଜଣ ଓ ଗୁରୁବାର ଦିନ ୧୧୭ଜଣ ସ୍ବାସ୍ଥ୍ୟ କର୍ମୀ କରୋନା ଟିକା ନେଇଥିବା ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
Read More...

ଆସନ୍ତୁ ଜାଣିବା ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୧୨ ଟଙ୍କା, ଭେଣ୍ଡି - ୫୦ ଟଙ୍କା, ବିମ୍‌ - ୪୦ ଟଙ୍କା, ସିମ୍ବ - ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦
Read More...