Daily Archives

ଟିକେଟ ରିଫଣ୍ଡ ଟଙ୍କା ପାଇଁ ଦିଅନ୍ତୁନି ଏହି ତଥ୍ୟ : ରେଳ ବିଭାଗ କଲା ସତର୍କ

ଭୁବନେଶ୍ୱର : ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ସତର୍କ ଓ ସାବଧାନ କରି ଦିଆଯାଇଛି । ରେଳ ଟିକେଟର ରିଫଣ୍ଡ ପାଉଣା ଫେରସ୍ତ ପାଇଁ କେତେକ ଠକ ଡେବିଟ ଓ କ୍ରେଡ଼ିଟ କାର୍ଡର ତଥ୍ୟ ମାଗୁଥିବା ଅଭିଯୋଗ ଆସିଛି । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସତର୍କ କରି ଦିଆଯାଇଛି । ରେଳ ବିଭାଗ ପକ୍ଷରୁ
Read More...

ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀ : ଯାତାୟତ ବାଧାପ୍ରା‌ପ୍ତ

ଖୋର୍ଦ୍ଧା : ସକାଳୁ ସକାଳୁ ଖୋର୍ଦ୍ଧା ଜି‌ଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଦଳେଇପୁଟ ଛକ ନିକଟ ନିର୍ମାଣଧୀନ ଫ୍ଲାଇ ଓଭରବ୍ରିଜ ନିକଟରେ ବୁଲୁଛନ୍ତି ଦୁଇଟି ଦନ୍ତା ହାତୀ । ତେବେ କିଛି ସମୟ ପାଇଁ ରାସ୍ତାରେ ଯାତାୟତ ବାଧାପ୍ରା‌ପ୍ତ ହୋଇଥିବା ବେଳେ ଲୋକମାନେ ମଧ୍ୟ ଭୟଭିତ ହୋଇ ପଡ଼ିଥିଲେ । ଖବର
Read More...

ମହାକୁମ୍ଭ ମେଳା ପାଇଁ ପୁରୀରୁ ଏହି ସମୟରେ ଚାଲିବ ସ୍ୱତନ୍ତ୍ର ରେଳ

ପୁରୀ : ମହାକୁମ୍ଭ ମେଳା ପାଇଁ ପୁରୀରୁ ଋଷିକେଶ ରେଳ ଚଳାଚଳ କରିବ । ଏସଂକ୍ରାନ୍ତରେ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ୨୭ରୁ ଅପ୍ରେଲ ୩୦ ମଧ୍ୟରେ ପୁରୀରୁ ରାତି ୮ଟା ୪୫ରେ ପୁରୀ-ଋଷିକେଶ ସ୍ୱତନ୍ତ୍ର ଟ୍ରେନ ଚାଲିବ । ଅପରପକ୍ଷରେ
Read More...

ମା’ ରାମଚଣ୍ଡୀ ମନ୍ଦିରର ମୁଖ୍ୟଦ୍ୱାର କବାଟ ତାଡି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍

କେନ୍ଦ୍ରାପଡ଼ା : ଦରିଆପାରି ମା' ରାମଚଣ୍ଡୀ ମନ୍ଦିରରୁ ଚୋରି ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତ୍ରିରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ରାମନଗର ସ୍ଥିତ ଦରିଆପାରି ମା' ରାମଚଣ୍ଡୀ ମନ୍ଦିରର ମୁଖ୍ୟଦ୍ୱାର କବାଟ ତାଡି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି
Read More...

ନକଲି ସାର୍ଟିଫିକେଟ୍‌ ତିଆରି ଅଭିଯୋଗରେ ବନ୍ଧାହେଲେ ଯୁବକ

ପାରାଦୀପ : ନକଲି ସାର୍ଟିଫିକେଟ୍‌ ତିଆରି ଅଭିଯୋଗରେ ବନ୍ଧାହେଲେ ଯୁବକକୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ପୋଲିସ । ଗିରଫ ଯୁବକ ହେଲେ କାଳନ୍ଦୀ ତରାଇ । ତାଙ୍କ ଘର କୁଜଙ୍ଗ ବ୍ଲକ୍ ବଗଦିଆ ଗ୍ରାମର ବୋଲି ଜଣାପଡିଛି । କାଳନ୍ଦୀ ଦୀର୍ଘ ଦିନ ହେବ ତୈଳ ବିଶୋଧନାଗାର ଅଧିନରେ କାର୍ୟ୍ୟରତ
Read More...

ପରସ୍ପରକୁ ନଷ୍ଟ କରିବାକୁ ଚେଷ୍ଟା କରି ଦମ୍ପତି ପିଲାମାନଙ୍କର ପିଲାଦିନକୁ ନଷ୍ଟ କରନ୍ତି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏକ ଦମ୍ପତିଙ୍କୁ କହିଛନ୍ତି ଯେ, ତୁମେ ଦୁହେଁ କେତେ ଯୁଦ୍ଧ କରିବ ? ତୁମେ ତୁମର ପିଲାମାନଙ୍କର ପିଲାଦିନ ଏବଂ ଭାଇଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ବନ୍ଧନକୁ ନଷ୍ଟ କରିବାକୁ କାହିଁକି ଇଚ୍ଛା କରୁଛ ? ପରସ୍ପର ବିରୋଧରେ ଚାଲିଥିବା ଅସୀମ ମାମଲାକୁ ନେଇ
Read More...

ରାଷ୍ଟ୍ରପତି କୋବିନ୍ଦ ଏବଂ ପିଏମ ମୋଦୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀରେ ତା‌ଙ୍କୁ ପ୍ରଣାମ…

ନୂଆଦିଲ୍ଲୀ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ । ଚଳିତ ବର୍ଷ ତାଙ୍କ ଜନ୍ମଦିନକୁ ଭାରତ ସରକାର 'ପାରକ୍ରାମ ଦିବସ' ଭାବରେ ପାଳନ କରୁଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
Read More...

ସିଲେଟକାନୀର ୧୧ ବର୍ଷୀୟ ବାଳକ ବବଲୁ ବଗର୍ତ୍ତି ନିଖୋଜ ଘଟଣାକୁ ପୂରିଲା ବର୍ଷେ : ନିଖୋଜର ୧୫ ଦିନ ପରେ ନଦୀପଠାରୁ…

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ଷେ ତଳେ ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁର ଉଗ୍ରେସନ ବଗର୍ତ୍ତୀଙ୍କ ପୁଅ ବବଲୁ ଘରେ ସକାଳ ୯ଟାରେ ଖାଇ ସାରିବା ପରେ ଗାଁ ନଦୀ କୂଳରେ ଥିବା ଏକ ଇଟାଭାଟିରୁ ନିଖୋଜ ହୋଇଥିଲା । ଏହା ପରେ ଦେଓଗାଁ ଥାନାରେ ନିଖୋଜ ଅଭିଯୋଗ କରିଥିଲେ ପରିବାର ଓ ଗାଁଲୋକ
Read More...

ଆଜି ମୁକ୍ତି ସଂଗ୍ରାମର ମହାରଥୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ମୁକ୍ତି ସଂଗ୍ରାମର ମହାରଥୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଆଜି ତା‌ଙ୍କ ଜୟ‌ନ୍ତୀ ତିଥିରେ ସ‌ମ୍ମାନ ଜଣାଉଛି ସାରା ଓଡ଼ିଶା ମାଟି । ୧୮୦୯ ମସିହା ଆଜିର ଦିନରେ ସେ ସମ୍ବଲପୁର ମାଟିରେ ଜନ୍ମଗ୍ରହଣ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ
Read More...

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ବିଭିନ୍ନ ସ୍ଥାନରେ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ

କଟକ, (ଚକ୍ରବର୍ତ୍ତୀ ଓତା) : ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ୟ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ଓ ସମ୍ପର୍କ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ କିଶନନଗରରୁ ଶ୍ରୀ ରଥ ପୁଜାର୍ଚନାର ବିଧିବ୍ୟବସ୍ଥା ପରେ ଏହି
Read More...