Daily Archives

‘ମୀରଜାପୁର’କୁ ନେଇ ବିବାଦ : ପ୍ରଯୋଜକଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି

ନୂଆଦିଲ୍ଲୀ : 'ମିର୍ଜାପୁର' ୱେବ ସିରିଜ ନିର୍ମାତା ଓ ଆମାଜନ ପ୍ରାଇମ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି । ୱେବ ସିରିଜରେ ଉତ୍ତରପ୍ରଦେଶର 'ମିର୍ଜାପୁର' ଜିଲ୍ଲାର ଛବି ଭୁଲ ଦର୍ଶାଯାଇଥିବାର ଅଭିଯୋଗ କରି ସୁପ୍ରିମକୋର୍ଟରେ ଏକ ମାମଲା ଦାୟର ହୋଇଛି । ଏହାକୁ ନେଇ କୋର୍ଟ ଓଟିଟି ପ୍ଲାଟଫର୍ମ ଓ
Read More...

ସମ୍ବଲପୁରୀ ଚଳଚ୍ଚିତ୍ର ‘ଜାଇଫୁଲ’ର ଶୁଭ ମୁହୁରତ

ସମ୍ବଲପୁର : ସମ୍ବଲପୁରୀ ଚଳଚ୍ଚିତ୍ର ‘ଜାଇଫୁଲ’ର ଶୁଭ ମୁହୁରତ ଅନୁଷ୍ଠିତ ହୋଇଯାଇଛି । ତେବେ ଆଜିଠାରୁ ଏହାର ସୁଟିଂ କାମ ଆରମ୍ଭ ହେବ ବୋଲି କୁହାଯାଇଛି । ଏସ୍‌ଆର୍‌ଜେ ପ୍ରଡକ୍ସନ୍‌ ଦ୍ୱାରା ପ୍ରସ୍ତୁତ ଏହି ଚଳଚ୍ଚିତ୍ର ବେଶ୍‌ ଲୋକାଦୃତ ହୋଇପାରିବ ବୋଲି ବିଶ୍ୱାସ କରାଯାଉଛି । ଏହାକୁ
Read More...

ସାମ୍ବାଦିକ ଗଜେନ୍ଦ୍ର ନିଆଲ‌ଙ୍କ ଦେହା‌ନ୍ତ

ନୂଆପଡା : ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ପୁର୍ବତନ ସଭାପତି ଗଜେନ୍ଦ୍ର ନିଆଲଙ୍କ ଦେହା‌ନ୍ତ ହୋଇଯାଇଥିବା ସୂଚନା ମିଳିଛି । ସେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ରାୟପୁର ହସପିଟାଲରେ କେମୋ ଚିକିତ୍ସା ହୋଇ ଆସୁଥିଲେ । ତାଙ୍କ ନୂଆପଡା ସ୍ଥିତ ବାସ ଭବନରେ ଅସୁସ୍ଥତା ଅନୁଭବ କରିବାରୁ ରାୟପୁର
Read More...

ଚଳିତ ବର୍ଷ ନିଜ ସ୍କୁଲ୍‌ରେ ମ୍ୟାଟ୍ରିକ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲ୍‌କୁ ଯିବାକୁ ପଡ଼ିବନି । ସେମାନେ ନିଜ ସ୍କୁଲ୍‌ରେ ହିଁ ଦେବେ ପରୀକ୍ଷା । କରୋନାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ନିଜ ସ୍କୁଲ୍‌ରେ ପରୀକ୍ଷା କରିବାକୁ
Read More...

ଟାଟା ଧାନ୍ୟା ସିଡ୍‌ସ୍‌ ପକ୍ଷରୁ ଟମାଟୋ ଚାଷୀଙ୍କ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବାଦିକଟା ଗ୍ରାମରେ ଟାଟା ଧାନ୍ୟା ସିଡ୍‌ସ୍‌ ପକ୍ଷରୁ ଟମାଟୋ ଚାଷୀଙ୍କ କର୍ମଶାଳା ଅନୁଷ୍‌ଷ୍ଠିତ ହୋଇଯାଇଛି । ଚାଷୀମାନେ ଟମାଟୋ ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ ଏହି ସମାବେଶରେ ଟାଟା ଧାନା ସିଡସ କମ୍ପାନୀ ତରଫରୁ ସାଗର ମିଶ୍ର,
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୨୦ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୪୦ ଟଙ୍କା, ରାୟପୁର କଂଚା ମଟର - ୩୦ ଟଙ୍କା, ଟମାଟର୍‌ - ୧୨ ଟଙ୍କା, ଭେଣ୍ଡି - ୫୦
Read More...