Daily Archives

କୃଷକ ଜିଦ୍‌ରେ ଅଟଳ : ୫ ଘଣ୍ଟା ବୈଠକରେ କେବଳ ୩୦ ମିନିଟ୍ କଥାବାର୍ତ୍ତା

ନୂଆଦିଲ୍ଲୀ : କୃଷକ ଏବଂ ସରକାରଙ୍କ ମଧ୍ୟରେ ଏକାଦଶ ରାଉଣ୍ଡ ଆଲୋଚନା ଆଜି ଶେଷ ହୋଇଛି । ଆଜି ଏକାଦଶ ରାଉଣ୍ଡ ଆଲୋଚନାରେ ମଧ୍ୟ କୌଣସି ନିଷ୍‌ଷ୍ପତ୍‌ତ୍ତି ଆସିନାହିିଁ । ବୈଠକରୁ ବାହାରିବା ପରେ କୃଷକମାନେ କହିଛନ୍ତି ଯେ, ଆଜି ବୈଠକରେ ମାତ୍ର ୩୦ ମିନିଟ୍ ଆଲୋଚନା ହୋଇଛି । ଏଥି ସହ କୃଷି
Read More...

କଂଟାବାଂଜି ତହସିଲ ଅଫିସ ସମ୍ମୁଖରେ କନ୍ଧ ସମାଜର ଦିନିକିଆ ଅନଶନ

ଆଦିବାସୀ ଜମିକୁ ଅଣଆଦିବାସୀମାନଙ୍କ ଜବର ଦଖଲ ଉଚ୍ଛେଦ ଦାବୀ କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ତୁରେକେଲା ଶାଖାଦ୍ୱାରା ଶୁକ୍ରବାର ସକାଳୁ ୧୧ଟାରୁ କଂଟାବାଂଜି ତହସିଲି ଅଫିସ ସମ୍ମୁଖରେ ଦିନିକିଆ ଧାରଣା ଦିଆଯାଇଛି । ଏହି ଧାରଣାରେ ବସିଥିବା
Read More...

ସ୍ୱୟଂ ପ୍ରଭାସ ଓ ପ୍ରକୃତିଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡ଼ିଓ ‘ବେଓ୍ୱଜା ଇସ୍କ’ର ରିଲିଜ

ଭୁବନେଶ୍ୱର : ସ୍ୱୟଂ ପ୍ରଭାସ ଓ ପ୍ରକୃତିଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡ଼ିଓ 'ବେଓ୍ୱଜା ଇସ୍କ'ର କିଲିଜ ହୋଇଛି । ନିଜକୁ ସେଲିବ୍ରିଟି ଭାବରେ ଗଢି ତୋଳିଛନ୍ତି ଯୁବ ଗାୟକ ସ୍ୱୟଂ ପ୍ରଭାସ ପାଢୀ । ତାଙ୍କ ସଙ୍ଗୀତ ସମସ୍ତଙ୍କୁ ମୁଗ୍ଧ କରିଛି । ଗତ ୨୦୨୦ରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ
Read More...

କାଲିମେଳାରୁ ମାଓବାଦୀଙ୍କ ଠାରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି : ମାଲକାନଗିରି କାଲିମେଳା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ମାଓବାଦୀଙ୍କ ବଡଧରଣର ଷଡ଼ଯନ୍ତ୍ର ପଣ୍ଡ । ମାରିଗେଟା ଅଞ୍ଚଳରେ ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । କାଲିମେଳା ଅଞ୍ଚଳରେ ମାରିଗେଟାରେ ଥିବା ୭୬ ବିଏସ୍‌ଏଫ୍‌ ବାଟାଲିଆନର
Read More...

ବିସ୍ଥାପିତଙ୍କୁ ମିଳି ନାହିଁ ବାସସ୍ଥାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୨୦୧୭ରେ ଟିଟିଲାଗଡ ସହର ମଧ୍ୟରେ ଥିବା ମହାରାଜ ସାଗରର ଉନ୍ନତିକରଣ କାମ ଆରମ୍ଭ ହୋଇଥିଲା । ମହାରାଜ ସାଗରର ଉନ୍ନତିକରଣ ପାଇଁ ସାଗର ହୁଡ଼ାରେ ଘର କରି ରହୁଥିବା ପରିବାର ମାନଙ୍କୁ ବାସଗୃହ ନିର୍ମାଣ ପାଇଁ ଜମି ଓ ପଟ୍ଟା ଦିଆଯିବ ବୋଲି କହି ବିସ୍ଥାପିତ
Read More...

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୪୨ ମୌଜ଼ାରେ ନିଧି ସଂଗ୍ରହ

କଟକ, (ଚକ୍ରବର୍ତ୍ତୀ ଓତା) : ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କଟକ ସଦର ୪୨ମୌଜା ଉପକଣ୍ଠ ବ୍ରହ୍ମପୁର ପଞ୍ଚାୟତରେ ନିଧି ସଂଗ୍ରହ ଅଭିଯାନ ଜାରି ରହିଛି । ଏହି ମହାଅଭିଯାନରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସାମାଜିକ ସମରସତା ପ୍ରମୁଖ ସତ୍ୟନାରାୟଣ ମିଶ୍ରଙ୍କ ମାର୍ଗଦର୍ଶନରେ ଶ୍ରୀମତୀ
Read More...

ସାମୁହିକ ଔଷଧ ପ୍ରଦାନ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଫାଇଲେରିଆ ନିରାକରଣ ସକାଶେ ସାମୁହିକ ଔଷଧ ପ୍ରଦାନ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଫେବୃୟାରୀ ମାସରେ ଜାତୀୟ କୃମିନାଶକ ଦିବସ ପାଳନ ସହ ସମସ୍ତ ହିତାଧିକାରୀଙ୍କୁ ଡିଇସି
Read More...

ମମତାଙ୍କୁ ଆଉ ଏକ ଝଟ୍‌କା ଲାଗିଲା : ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି । ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ବିପର୍ୟ୍ୟସ୍ତ ହୋଇପଡିଛି । ଶୁକ୍ରବାର ଦିନ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ
Read More...

ତିନି ଦଫା ଦାବୀରେ କିଶାନ କଂଗ୍ରେସର ବିକ୍ଷୋଭ : କୃଷକଙ୍କ ସ୍ୱାର୍ଥ ଓ ବିଶ୍ୱାସ ରକ୍ଷା କରିବାରେ ସରକାର ବିଫଳ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ତରଫରୁ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟହାର, ଧାନର ଅଭାବି ବିକ୍ରି, କଟନି ଛଟନି, ଫସଲ ବୀମା ରାଶିରୁ ବଂଚିତ ଥିବା ଚାଷୀଙ୍କୁ ତୁରନ୍ତ ବୀମାରାଶି ପ୍ରଦାନ ଏବଂ କ୍ୱିଣ୍ଟାଲ ପ୍ରତି ୫୦୦ଟଙ୍କା ବୋନସ ପ୍ରଦାନ
Read More...

ବିଳମ୍ବିତ ରାତ୍ରିରେ ସାରଳା ମନ୍ଦିରର ଦୁଇଟି ହୁଣ୍ଡିରୁ ଚୋରି

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ଗତକାଲି ବିଳମ୍ବିତ ରାତ୍ରିରେ ପାରାଦୀପର ବଡ଼ପଡ଼ିଆ ନିକଟରେ ଥିବା ସାରଳା ମନ୍ଦିରର ଦୁଇଟି ହୁଣ୍ଡିରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । କେହି ଦୁର୍ବୃତ୍ତ ଗତକାଲି ରାତ୍ରିରେ ଆସି ମା' ସାରଳାଙ୍କ ମନ୍ଦିରରେ ଥିବା ଦୁଇଟି ଯାକ ହୁଣ୍ଡିକୁ ଭାଙ୍ଗି
Read More...