Daily Archives

ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା ଠାବ କଲା ପୋଲିସ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରୁ ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ତିଆରି କରୁଥିବା କାରଖାନା ଧରିଛି ପୋଲିସ । ଏନେଇ ପୋଲିସ ଜଣଙ୍କୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରୁ ଅନେକ ନକଲି ସାମଗ୍ରୀ ମଧ୍ୟ ଜବତ କରିଛି । ସୂଚନା ଅନୁସାରେ, ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ନକଲି ହଳଦୀ
Read More...

ଅଟୋ‐ହାଇୱା ଧକ୍କାରେ ୩ ଯାତ୍ରୀ ମୃତ, ଅଟୋ ଚାଳକ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ସକାଳ ପ୍ରାୟ ୯ ଘଣ୍ଟା ସମୟରେ ମନମୁଣ୍ଡା‐କଣ୍ଟାମାଳ ରାସ୍ତାର ଗୋପାଳମାଲ୍ ନିକଟରେ ଗୋଟିଏ ଯାତ୍ରୀବାହି ଅଟୋକୁ ହାଇୱା ଧକ୍କା ଦେବା ଫଳରେ ଅଟୋରେ ବସିଥିବା ୩ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଅଟୋ ଚାଳକ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମିଳିଥିବା
Read More...

ବାଇଡେନ ଟ୍ରମ୍ପଙ୍କୁ ଟାର୍ଗେଟ କରି କହିଲେ, ପାୱାର ଏବଂ ଲାଭ ପାଇଁ ମିଛର ଆଶ୍ରୟ ନିଆଯାଉଥିଲା

ୱାଶିଂଟନ୍‌ : ଆମେରିକାର ୪୬ତମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କରିବା ପରେ ପ୍ରଥମ ଭାଷଣ ଦେବାବେଳେ ଜୋ ବାଇଡେନ କହିଛନ୍ତି ଯେ, ଏହା ହେଉଛି ଆମେରିକାର ଦିନ, ଏହା ଗଣତନ୍ତ୍ରର ଦିନ, ଏହା ଇତିହାସ ଏବଂ ଆଶାର ଦିନ । ସେ ଆହୁରି କହିଛନ୍ତି, ଆମେରିକା ଅନେକ ଥର ପରୀକ୍ଷାର ସାମ୍‌ନା କରିଛି ଏବଂ
Read More...

ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ : ଆମେରିକାର ୪୬ ତମ ନବ ନିର୍ବାଚିତ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍ଉ ଓ ପରାଷ୍ଟ୍ରପତି ଭାବରେ କମଳା ହାରିସ ଶପଥ ନେଇଛନ୍ତି । ତେବେ ସେମାନଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି ଯେ,
Read More...

ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍

ଉମରକୋଟ : ଭିଜିଲାନ୍ସ ପକ୍ଷରୁ ନବରଙ୍ଗପୁର ସିଙ୍ଗିଶାରୀ ଜିଆରଏସ୍ ହିମାଂଶୁ ବାଘଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଏକାକାଳୀନ ରେଡ୍ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୮୩ ହଜାର ଟଙ୍କା ଜବତ ହୋଇଥିବା
Read More...

‌ଦ୍ୱାଦଶ ବାର୍ଷିକ ରୟାଲ ଷ୍ଟାର୍ ଫୁଟବଲ ପ୍ରତିଯୋଗିତା ଉଦଯାପିତ : ପେନାଲ୍ଟିରେ ସିଲେଟକାନିକୁ ହରାଇ ଲଣ୍ଡାପଥର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ହାଇସ୍କୁଲ ପଡିଆରେ ସିଲେଟକାନୀର ଦ୍ଵାଦଶ ବାର୍ଷିକ ରୋୟାଲ ଷ୍ଟାର୍ ଫୁଟବଲ ଏସୋସଏସନ୍ ଟୁର୍ଣ୍ଣାମେଣ୍ଟ ବୁଧବାର ଦିନ ହୋଇଥିବା ଉଦଯାପନୀ ଦିନର ପ୍ରଥମ ସେମିଫାଇନାଲ ମ୍ୟାଚରେ ମହିପୁରକୁ ଲଣ୍ଡାପଥର ଓ ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ
Read More...

ସାଧାରଣତନ୍ତ୍ର ଦିବସରେ ବଲା‌ଙ୍ଗିର ଜି‌ଲ୍ଳାରେ ପତାକା ଉତ୍ତୋଳନ କରିବେ ଗଣଶିକ୍ଷା ମନ୍ତ୍ରୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଉ କିଛି ଦିନ ପରେ ସାଧାରଣତନ୍ତ୍ର ଦିବସ । ଆସନ୍ତା ୨୬ ତାରିଖରେ ଜି‌ଲ୍ଳାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଥିବା ବେଳେ ବଲା‌ଙ୍ଗିର ଜିଲ୍ଲାରେ ଚଳିତ ବର୍ଷ ଜାତୀୟ ପତାକା ଉତ୍ତୋଳନ କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ର‌ଞ୍ଜନ ଦାଶ ବୋଲି ରାଜ୍ୟ
Read More...

ବ୍ରହ୍ମପୁର ମୀରା ବିହାର ଗୋଷାଣୀ ନୂଆଗାଁସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସାଧୁଚରଣ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଗୋଷାଣୀ ନୂଆଗାଁ, ମୀରାବିହାର ଠାରେ ୧୯୭୫ ମସିହାରେ ସ୍ଥାପିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସ୍ୱର୍ଗତ ସାଧୁ ଚରଣ ପଟ୍ଟନାୟକଙ୍କ ସ୍ମୃତିରେ ଏକ ସ୍ୱତନ୍ତ୍ର ଡାକ ଲଫାପା ସୋମବାର ଅପରାହ୍ଣରେ ବ୍ରହ୍ମପୁର ମୁଖ୍ୟ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍କେଟ୍‌କୁ ଯିବା ପୂର୍ବରୁ ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୧୨ ଟଙ୍କା, ଭେଣ୍ଡି - ୫୦ ଟଙ୍କା, ବିମ୍‌ - ୪୦ ଟଙ୍କା, ସିମ୍ବ - ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) -
Read More...