Daily Archives

ନବୀନ ପଟ୍ଟନାୟକଙ୍କ ଟ୍ୱିଟରରେ ଫଲୋୟର୍ସ ସଂଖ୍ୟା ୩୦ ଲକ୍ଷ

ଭୁବନେଶ୍ଵର : ନବୀନ ପଟ୍ଟନାୟକଙ୍କ ଟ୍ୱିଟରରେ ଫଲୋୟର୍ସ ସଂଖ୍ୟା ୩୦ ଲକ୍ଷରେ ପହଂଚିଛି । ୩୦ ଲକ୍ଷ ବା ୩ ମିଲିୟନ ଫଲୋୟର୍ସ ପହଂଚିବା ପରେ ନବୀନ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଟ୍ୱିଟର ଭଳି ଏକ ଡିଜିଟାଲ ଯାତ୍ରାରେ ସମସ୍ତଙ୍କ ସ୍ନେହ ଓ ଭଲ ପାଇବା ମିଳିଥିବାରୁ ସେ କୃତଜ୍ଞ ବୋଲି ନବୀନ
Read More...

ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ

ପୁଣେ : ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ଦ୍ବିତୀୟ ମହଲାରେ ଏହି ନିଆଁ ଲାଗିଥିଲା । ପରେ ପରେ ତୀବ୍ର ବେଗରେ ଚାରିଆଡେ ବ୍ୟାପି ଯାଇଥିବା ବେଳେ ଟୀକା ଉତ୍ପାଦନ କେନ୍ଦ୍ରରେ ମଧ୍ୟ ନିଆଁ ଲାଗିଯାଇଥିଲା । ନିଆଁ ଲିଭାଇବା ପାଇଁ ବର୍ତ୍ତମାନ
Read More...

ପୋଖରୀ ହୁଡାରୁ ମିଳିଲା ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ

ବାଲେଶ୍ୱର : ଭୋଗରାଇ ବ୍ଲକ ଫୁଲବଣି ଗାଁରେ ଅଭାବନୀୟ ଘଟଣା ପୋଖରୀ ହୁଡାରୁ ମିଳିଲା ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ । ଉଭୟ ବିଷ ପିଇ ଆତ୍ମହତ୍ୟା କରିଛ‌ନ୍ତି ସନ୍ଦେହ କରାଯାଉଛି । ତେବେ କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ବ‌ର୍ତ୍ତମାନ ପର୍ୟ୍ୟ‌ନ୍ତ ଜଣାପଡିପାରିନାହିଁ । ପୋଲିସ
Read More...

ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ‘ଶିକ୍ଷା ଦର୍ପଣ’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ 'ଶିକ୍ଷା ଦର୍ପଣ' । ବିଦ୍ୟାର୍ଥୀଙ୍କୁ ଏହି ପୁସ୍ତିକା ଦେବାକୁ କେଉଁ ଜିଲାରେ ‌କେତେ ଛାତ୍ରଛାତ୍ରୀ ଏଥର ମାଟ୍ରିକ୍‌ ପରୀକ୍ଷା ଦେବେ ତାହାର
Read More...

ଏଣିକି କିନ୍ନର କାଟିବେ ପାର୍କିଂ ଟିକେଟ୍

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଭୁବନେଶ୍ୱର କିନ୍ନରମାନେ ପାର୍କିଂ ଟିକେଟ୍ କାଟିବେ । ତେବେ ଆଜି ରାଜମହଲ୍ ଛକରେ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହା ଉଦଘାଟନ କରିଛନ୍ତି । ଏଥିପାଇଁ ଟିଜି ସ୍ୱୀକୃତିପ୍ରାପ୍ତ ସ୍ମାର୍ଟ ସିଟିର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର
Read More...

ପ୍ରଫେସର ଅର୍କ ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି

ଭୁବନେଶ୍ବର, (ସୁଶାନ୍ତ ସାହୁ) : ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏ ନେଇ ରାଜଭବନ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ
Read More...

ଗାନ୍ଧୀ ମଇଦାନରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଓ ବନ୍ଧୁ ମିଳନ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଳକ ଅନ୍ତର୍ଗତ ଖରିଦପିପଳ ପଞ୍ଚାୟତସ୍ଥ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଶୀତଳା ମାତା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆନୁକୂଲ୍ୟରେ ଦିବାରାତ୍ର ଟୁର୍ଣ୍ଣାମେଣ୍ଟ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ବରିଷ୍ଠ
Read More...

ବାଘଡାରେ ମକର ମିଳନ ଓ ସାଂସ୍କୃତିକ ମହାକୁମ୍ଭ

ମୟୁରଭଞ୍ଜ, (ଶିବନାରାୟଣ ପାତ୍ର) : ଓଡିଶାର ଏକତ୍ରିକରଣ, ବିକାଶ ଓ ଭାଷା, ସାହିତ୍ୟ ସର୍ବୋପରି ସାଂସ୍କୃତିକ ଉତ୍ଥାନର ମୁଖ୍ୟ ପୃଷ୍ଠପୋଷକ ମୟୂରଭଞ୍ଜ ରାଜତନ୍ତ୍ରର ଅତୁଳନୀୟ ଅବଦାନ ପାଖରେ ଓଡିଆ ଜାତି ଚିରକାଳ କୃତଜ୍ଞ ବୋଲି ଆଜି ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଳକ ବାଘଡା ଠାରେ ବଣିକ ସଂଘ ଓ
Read More...

ଯାତ୍ରୀ ଚଢିବା ପୂର୍ବରୁ ଦୁର୍ଘଟଣା : ପାହାଡ ତଳକୁ ଖସିଲା ବସ୍, ହେଲ୍‌ପର ଗୁରୁତର

ସାନଖେମୁଣ୍ଡି : ପାହାଡ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବୁରତାଲ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସୂଚନାଯୋଗ୍ୟ ଯେ, ଓଆର୦୫ଡବ୍ଲୁ୨୮୫୬ ନମ୍ବର ବିଶିଷ୍ଟ 'ବୁରତାଲ ଏକ୍ସପ୍ରେସ' ନାମକ ବସଟି ପାହାଡ଼ରୁ ୧୫
Read More...

ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆମ୍ବୁଲାନ୍ସ ଚାଲକ ସରୋଜ ଜେନାଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଦୀର୍ଘ କୋଡ଼ିଏ ବର୍ଷରୁ ଅଧିକ ହେବ ସ୍ୱର୍ଗତ ସରୋଜ ଜେନା ରୋଗୀ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜରୁରୀକାଳୀନ ସେବାରେ ଦିନ, ରାତି, ଖରା, ବର୍ଷା, ଶୀତକୁ ଖାତିର ନକରି ନିଜ ବୃତ୍ତିରେ ସେବା ମନୋଭାବରେ ନିଜକୁ ସମର୍ପି
Read More...