ମୃଦୁ ଭୂକମ୍ପ : ରିକ୍ଟର ସ୍କେଲ ତୀବ୍ରତା ୨.୭
ନୂଆଦିଲ୍ଲୀ : ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ମଣିପୁରରେ । ରାଜ୍ୟର ଚୁରାଚାନ୍ଦପୁର ଠାରେ ରବିବାର ରାତି ୨ଟା ୬ ମିନିଟ ୫୪ ସେକେଣ୍ଟରେ ଏହି ମୃଦୁ ଭୂକମ୍ପ ହୋଇଥିବା ଜଣାପଡ଼ିଛି । ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ରହିଥିବା କୁହାଯାଇଛି । ନ୍ୟାସନାଲ ସେଣ୍ଟର୍!-->…
Read More...
Read More...