Daily Archives

ମହାଭାରତରେ ସୂର୍ଯ୍ୟପୁତ୍ର କର୍ଣ୍ଣ ଭାବେ ଅଭିନୟ କରିବେ ସାହିଦ କପୁର

ମୁମ୍ବାଇ : ବଲିଉଡ ଜଗତର ଲୋକକପ୍ରିୟ ଅଭିନେତା ସାହିଦ କପୁର ମହାଭାରତର କର୍ଣ୍ଣ ଭାବେ ଅଭିନୟ କରିବେ ବୋଲି ଜଣା ପଡୁଛି । ରଙ୍ଗଦେ ବସନ୍ତୀ ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହରାଙ୍କ ମହାଭାରତର ଭୂମିକା ସୂର୍ଯ୍ୟପତ୍ର କର୍ଣ୍ଣ ଉପରେ ଗୋଟିଏ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିବା ବେଳେ ଏବେ ଏହି
Read More...

ରାଜ୍ୟରେ ଆଜି ୧୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୮୩ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୭୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

‌ଏସପି‌ଙ୍କ ଦୃଢ କାର୍ଯ୍ୟନୁଷ୍ଠାନ : କାର୍ଯ୍ୟରେ ଅବହେଳାରୁ ୨ ପୋଲିସ ବାବୁ ସସ୍‌ପେଣ୍ଡ

ପୁରୀ, (କେପିଏନ୍‌ଏସ୍‌) : କାର୍ଯ୍ୟରେ ଅବହେଳାରୁ ୨ ପୋଲିସ ବାବୁ ସସ୍‌ପେଣ୍ଡ । ଫୁଡ୍ ଭେଣ୍ଡରଠାରୁ ୭ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ପରେ ଦୋଷୀ ପ୍ରମାଣିତ ହୋଇ କୃଷ୍ଣପ୍ରସାଦ ଥାନା ଏସ୍‌ଆଇ ଈଶ୍ୱରଚନ୍ଦ୍ର ଗୁମାନସିଂହ ସସପେଣ୍ଡ ପରେ ଗିରଫ ହୋଇଛନ୍ତି । ସେହିପରି କିଛି ଦିନ ତଳେ ଏକ
Read More...

ବେଆଇନ ଗୋରୁ ବୋଝେଇ ଗାଡି ଓଲଟି ୫ଗୋରୁ ମୃତ

ଭଦ୍ରକ, (କେପିଏନ୍‌ଏସ୍‌) : ବେଆଇନ୍‌ ଗୋରୁ ବୋଝେଇ ଗାଡି ଓଲଟି ୫ଗୋରୁଙ୍କ ମୃତ ହୋଇଛି ବୋଲି ଖବର ମିଳିଛି । ବେଆଇନ ଗୋରୁ ବୋଝେଇ ପିକଅପ ଗାଡି ୩୦ରୁ ଅଧିକ ଗୋରୁଙ୍କୁ ନେଇ ଧାମନଗର ଆଡକୁ ଯାଉଥିଲା । ତେବେ ଗାଡିଟି ଦ୍ରୁତ ଗତିରେ ଥିବାରୁ ଭଦ୍ରକ ଜିଲ୍ଲା ଧାମନଗର ଥାନା ଭଣ୍ଡାରିପଦି ଛକ ନିକଟରେ
Read More...

ସୋମବାର ଠୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର

କେଉଁଝର, (କେପିଏନ୍‌ଏସ୍‌) : ଦୀର୍ଘ ଦଶ ମାସରୁ ଅଧିକ ହେବ ବି‌ଶ୍ୱ ମହାମାରୀ କରୋନା ଯୋଗୁଁ ସମସ୍ତ ମ‌ନ୍ଦିର ବ‌ନ୍ଦ ରହିଥିବା ବେଳେ ଆସନ୍ତା ସୋମବାର ଠୁ ଖୋଲିବ କେଉଁଝର ଜିଲ୍ଲା ଘଟଗାଁ ସ୍ଥିତ ମା' ତାରିଣୀ ମନ୍ଦିର । ତେବେ କରୋନା ପ୍ରଭାବ ମଧ୍ୟରେ ମନ୍ଦିର ଖୋଲିବାକୁ ଥିବାରୁ ଭକ୍ତଙ୍କ ପାଇଁ
Read More...

ଘୋଡାର ଗ୍ରାମ ଏବଂ ଅମ୍ୱୁର୍ଲା ଗାଁରେ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଗତକାଲି ଶନିବାର ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘୋଡାର ଗାଁ ଏବଂ ଅମ୍ୱୁର୍ଲା ଗାଁରେ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି
Read More...

ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା

ଚିଲିକା, (କେପିଏନ୍‌ଏସ୍‌) : ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଚିଲିକା ଉନ୍ନୟନ କତ୍ତୃପକ୍ଷ ଓ ବନବିଭାଗ ପକ୍ଷରୁ ମିଳତ ଭାବରେ ଗଣନା କାର୍ଯ୍ୟ କରାଯାଉଛି । ଏହି ଗଣନାରେ ୧୮ଟି ଟିମ ଏବଂ ମୋଟ ୧୦୯ ଜଣ କର୍ମଚାରୀ ସାମିଲ ଅଛନ୍ତି । ଚିଲିକାର ସାତପଡ଼ା ରେଞ୍ଜରୁ ୮ଟି ଏବଂ ବାଲୁଗାଁ
Read More...

କୃଷକ ନେତା ତଥା ପଞ୍ଜାବୀ ଅଭିନେତାଙ୍କ ସମେତ ୪୦ ଜଣଙ୍କୁ ପଚରାଉଚରା ପାଇଁ ଡାକିଛି ଏନଆଇଏ

ନୂଆଦିଲ୍ଲୀ : ଜଷ୍ଟିସ୍ ଫର ଜଷ୍ଟିସ୍ (ଏସ୍‌ଏଫ୍‌ଜେ) ସମ୍ପର୍କିତ ଏକ ମାମଲାରେ ପଚରାଉଚରା ପାଇଁ କୃଷକ ନେତା ବଲଦେବ ସିଂ ସିର୍ସା ଏବଂ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପକ୍ଷରୁ ଡକାଯାଇଛି । ନ୍ୟାୟିକ ଅପରାଧିକ
Read More...

ଜାଣିନେବା ଆସନ୍ତୁ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍କେଟ୍‌କୁ ଯିବା ପୂର୍ବରୁ ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୧୨ ଟଙ୍କା, ଭେଣ୍ଡି - ୫୦ ଟଙ୍କା, ବିମ୍‌ - ୪୦ ଟଙ୍କା, ସିମ୍ବ - ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) -
Read More...