ସର୍ବ ପୁରାତନା ସିନେ ପତ୍ରିକା ‘ବାଣୀ ଚିତ୍ର’ର ସଂପାଦକ ପରୀକ୍ଷିତ ଜେନା ଚାଲିଗଲେ
ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସର୍ବ ପୁରାତନ ସିନେ ପତ୍ରିକା ‘ବାଣୀ ଚିତ୍ର’ର ସଂପାଦକ ପରୀକ୍ଷିତ ଜେନା(୭୯) ଆଉ ନାହାନ୍ତି । ଆଜି ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ତାଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ତଥା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି!-->…
Read More...
Read More...