Daily Archives

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କଥା ସାହିତ୍ୟ ବିଶ୍ୱସ୍ତରୀୟ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ୟାସ କବି ଫକୀର ମହୋନ ସେନାପତିଙ୍କ କଥା ସାହିତ୍ୟ ସର୍ବ ଭାରତୀୟ ସ୍ତରରେ ସୀମିତ ନୁହଁ ବରଂ ତାଙ୍କ ସାହିତ୍ୟ କୃତି ବିଶ୍ୱସ୍ତରୀୟ ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ବ୍ୟାସକବିଙ୍କ ୧୭୯ତମ ଜୟନ୍ତୀ
Read More...

ବାପା ମାଆଙ୍କୁ ହେଲମେଟ ଉପହାର ଦେଇ ସଚେତନତା ବାର୍ତ୍ତା ଦେଲେ ଦୁଇ ଭାଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଦୁଇଭାଇ ଦିବସ କୁମାର ସାହୁ ଏବଂ ଆକାଶ କୁମାର ସାହୁ ତାଙ୍କ ପିତାମାତାଙ୍କୁ ହେଲମେଟ ଉପହାର ଦେଇ ଏକ ନିଆରା ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଉଭୟଙ୍କୁ ବରଗଡ଼ ଆଂଚଳିକ
Read More...

ପାକିସ୍ତାନୀ ସେନାକୁ ବଡ ଧକ୍କା : ୱଜିରିସ୍ତାନରେ ଧମାକା

ଇସଲାମାବାଦ : ପାକିସ୍ତାନର ୱଜିରିସ୍ତାନ ପ୍ରଦେଶରେ ସେନା ଏବଂ ବିଦ୍ରୋହୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ତିନିଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ପାକିସ୍ତାନୀ ସେନା ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଜବାବ୍‌ ହରାଇଛି । ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ଲଗାତାର
Read More...

ମୋଦୀଙ୍କୁ ଆନ୍ନା ହଜାରେଙ୍କ ଚିଠି, କୃଷକମାନ‌ଙ୍କ ପାଇଁ ଦିଲ୍ଲୀରେ କରିବେ ଆମରଣ ଅନଶନ

ନୂଆଦି‌ଲ୍ଲୀ : ଏକ ପ୍ରମୁଖ ଜାତୀୟ ଖବରକାଗଜ ଅନୁଯାୟୀ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦିଲ୍ଲୀରେ ଆମରଣ ଅନଶନ କରିକୁ ଚେତାବନୀ ଦେଇଛନ୍ତି । ଆନ୍ନା ହାଜର ଲେଖିଛନ୍ତି ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ସେ
Read More...

ଅବସରପ୍ରାପ୍ତ କ୍ୟାପଟେନ୍‌ଙ୍କ ପଚାସଢ଼ା ଶବ ମିଳିଲା ଘର ଭିତରେ : ପୁଅ କହିଲା – ବାପା ଏବେ ବି ଶୋଇଛନ୍ତି, ଉଠିଲେ…

ହରିୟାଣା : ଭାରତୀୟ ସେନାର କ୍ୟାପଟେନ ପଦରୁ ଅବସର ନେଇଥିବା ୮୦ ବର୍ଷିୟ ରାମ ସିଂଙ୍କ ପଚାସଢ଼ା ଶବକୁ ହରିୟାଣାର ଯମୁନନଗର ଜିଲ୍ଲାର ଜଗଧାରୀର ହୁଡ଼ା ସେକ୍ଟର- ୧୭ ତା‌ଙ୍କ ଘରୁ ଉଦ୍ଧାର କରାଯାଇଛି । ଅବସରପ୍ରାପ୍ତ କ୍ୟାପଟେନ ତାଙ୍କ ମାନସିକ ବିକୃତ ପୁଅ ପ୍ରବୀଣ କୁମାରଙ୍କ ସହ ଏଠାରେ ରହୁଥିଲେ
Read More...

ଜୁଆ ଆଡ୍ଡା ଉପରେ ଚଢଉ, ପୋଲିସ ଉପରେ ଆକ୍ରମଣ : ୫ ଆହତ

ପାରଳାଖେମୁଣ୍ଡି : ଜୁଆ ଆଡ୍ଡା ଉପରେ ଚଢଉ ବେଳେ ପୋଲିସ ଉପରେ ଆକ୍ରମଣ ହୋଇଥିବା ଏକ ଖବର ଆସିଛି । ଜୁଆ ଆଡ୍ଡା ଚାଲିଥିବା ସୂଚନା ପାଇ ଚଢଉ କରିବା ବେଳେ ପୋଲିସ କର୍ମୀ ଆକ୍ରମଣର ଶିକାର ହୋଇଛ‌ନ୍ତି ଜୁଆଡି‌ଙ୍କ ‌ଦ୍ୱାରା । ଏହି ଘଟଣା ଗଜପତି ଜିଲ୍ଲା ଗୁରାଣ୍ଡି ଅଞ୍ଚଳର ଖରସଣ୍ଢା ଗ୍ରାମରେ
Read More...

ଭୁବନେ‌ଶ୍ୱରରୁ ପୁଣେ ବିମାନ ଉଡ଼ାଣ ଆସନ୍ତା ୨୪ରୁ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ଭୁବନେ‌ଶ୍ୱରରୁ ପୁଣେକୁ ବିମାନ ଉଡ଼ାଣ ଆରମ୍ଭ ହେବ ଆସନ୍ତା ୨୪ ତାରିଖରୁ । ଏୟାର ଏସିଆ ବିମାନ ଅପରା‌ହ୍ନ ୧ଟା ୦୫ରେ ଭୁବନେ‌ଶ୍ୱରରୁ ଉଡ଼ାଣ ଆରମ୍ଭ କରି ଅପରା‌ହ୍ନ ୩ଟା ୫୫ରେ ପୁଣେରେ ଅବତରଣ କରିବ । ପୁଣେରୁ ଅପରା‌ହ୍ନ ୪ଟା ୩୫ରୁ ବାହାରି ଭୁବନେ‌ଶ୍ୱରରେ
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଫୁଲକୋବି - ୧୫ ଟଙ୍କା, ବଂଧାକୋବି - ୧୫ ଟଙ୍କା, ଆଳୁ - ୨୪ ଟଙ୍କା, ପିଆଜ - ୪୫ ଟଙ୍କା, ରାଂଚି କଂଚା ମଟର - ୩୦ ଟଙ୍କା, ରାୟପୁର କଂଚା ମଟର - ୨୫
Read More...