Daily Archives

ବଲାଙ୍ଗିର ଜିଲ୍ଲାରେ ଆଜି ୭ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳର ୱାର୍ଡ ନଂ.୯ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ୍‌ ଜାମଖୁଣ୍ଟା, ମୁଣ୍ଡପଦର ଓ ସିନ୍ଧେକେଲା ଗ୍ରା.ପ.ରୁ ଜଣେ ଲେଖାଏଁ,
Read More...

ଧୋନୀଙ୍କ କୁକୁଡା ପାଳନର ସ୍ୱପ୍ନକୁ ଭାଙ୍ଗିଦେଲା ବାର୍ଡ ଫ୍ଲୁ

ଇନ୍ଦୋର : ବାର୍ଡ ଫ୍ଲୁ ସବୁଆଡେ ବ୍ୟାପିବାରେ ଲାଗିଛି । କିଛି ଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜର କାୟା ବିସ୍ତାର କରୁଛି ଏହି ରୋଗ । ତେବେ ମିଳିଥିବା ସୂଚନା ଅନୁସାରେ, ନିଜ ଫାର୍ମରେ କଡକନାଥ କୁକୁଡ଼ା ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଭାରତୀୟ କ୍ରିକେଟ ଟିମର
Read More...

୩ ମାସରେ ଘର ସମ୍ପୂର୍ଣ୍ଣ ହୋଇଥିବା ଯୋଗୁଁ ସଇଁନ୍ତଲା ବ୍ଳକ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ କିଛି ମାସ ହେଲା ବିଡିଓ ଭାବରେ ଦେବାଶିଷ ସାମଲ ଯୋଗ ଦେଇଛନ୍ତି ଏବଂ ଲୋକଙ୍କ ପାଇଁ ପ୍ରସଂଶାର ପାତ୍ର ହୋଇ ପାରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରଙ୍କ
Read More...

ବିବାହକୁ ନେଇ ପ୍ରଥମ ଥର ଏଭଳି କହିଲେ ସଲମାନ ଖାନ୍‌

ମୁମ୍ବାଇ : ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ ନିଜର ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ସବୁବେଳେ ତାଙ୍କ କୋ-ଷ୍ଟାରମାନଙ୍କ ସହ ଲଭ୍‌ ଲାଇଫ୍‌ ଓ ରିଲେସନ୍‌ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫ୍ୟାନ୍ସ ଯେବେ କୁହନ୍ତି ସଲମାନ କେବେ ବିବାହ କରିବେ, ବିବାହ କରି ପଇସା ବରବାଦ
Read More...

ବ୍ଳକ ସ୍ତରୀୟ ଖେଳକୁଦ କମିଟି ଗଠନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ଅତିରିକ୍ତ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥଙ୍କ ତତ୍ତ୍ୱାବଧାନରେ ଏକ ବ୍ଳକ ସ୍ତରୀୟ ଖେଳକୁଦ କାର୍ୟ୍ୟକାରୀ କମିଟି ଗଠନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି ଭାବେ
Read More...

ଶିକ୍ଷାମନ୍ତ୍ରୀ ପରିଦର୍ଶନ କଲେ କଳାହାଣ୍ଡିର ବିଭିନ୍ନ ବିଦ୍ୟାଳୟ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଚାଳିତ ସ୍କୁଲ…

ଭବାନୀପାଟଣା, (କେପିଏନ୍‌ଏସ୍‌) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଗସ୍ତ କରିଛନ୍ତି । ସେ ଆଜି ସକାଳ ୧୦ଟାରେ ଭବାନୀପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର,
Read More...

ବିନା ଡ଼ାକ୍ତରରେ ନର୍ସ ଦ୍ୱାରା ପ୍ରସବ : ଛୁଆ ଜନ୍ମ ହେବାର ୫ ଘଣ୍ଟା ପରେ ମା’ର ମୃତ୍ୟୁ : ଚିକିତ୍ସା ଅବହେଳା…

ତୁଷୁରା, (ଅଜିତ କୁମାର ସାହୁ) : ତୁଷୁରା ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣାରେ ନର୍ସଙ୍କ ଦ୍ୱାରା ପ୍ରସବ ପରେ ଛୁଆ ଜନ୍ମ ଦେବା ପରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ନର୍ସଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ମତେ ତୁଷୁରା ସହରର ରାମ
Read More...

ୟୁଟ୍ୟୁବ୍‌ରୁ ବାସନ୍ଦ ହେଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ବ୍ୟାନ୍‌ କରାଯାଉଛି । ଟ୍ୱିଟର ଏବଂ ଫେସବୁକ ପରେ ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ୟୁଟ୍ୟୁବ୍‌ ଟ୍ରମ୍ପଙ୍କ ଆକାଉଣ୍ଟ ସସ୍‌ପେଣ୍ଡ କରିବା ସହିତ ନିଜ ପ୍ଲାଟଫର୍ମରୁ ତାଙ୍କ ଭିଡିଓ
Read More...

ଏକୋଇଶି ଉତ୍ସବରେ ଯୋଗଦେବାକୁ ଆସି କେନାଲରେ ଭାସି ବୃଦ୍ଧଙ୍କ ମୃତ୍ୟୁ

କଳାହାଣ୍ଡି, (ପି.କେ. ସାହୁ) : ସମ୍ପର୍କୀୟ ଘର ଜୟପାଟଣା ବ୍ଲକ୍ ପାବଲୀ ଗାଁକୁ ଏକୋଇଶି ଉତ୍ସବରେ ଯୋଗଦେବାକୁ ଆସି ବୃ‌ଦ୍ଧ ଜଣକ ଶୌଚ ହେବାକୁ ଯାଇ ମେଗାଲିଫ୍ଟ କେନାଲରେ ଭାସି ଯାଇଥିଲେ । ମୃତ ବୃଦ୍ଧ ହେଲେ ସିଲେଇଜୋର ଗାଁର ଅଧବାରୁ ଜାନୀ । ତାଙ୍କ ବୟସ ୫୫ ବର୍ଷ । ତେବେ ବୁଧବାର କେନାଲରୁ
Read More...

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧିର ଟଙ୍କା ଯୋଗାଇ ଦେବା ପାଇଁ ମହିଳା ଚାଷୀଙ୍କ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଦେଶର ଚାଷୀ ମାନଙ୍କୁ "ପ୍ରଧାନମନ୍ତ୍ରୀ କିଶାନ" ସମ୍ମାନ ନିଧି ପର୍ୟ୍ୟାୟକ୍ରମେ ବର୍ଷକୁ ୬ ହଜାର ଟଙ୍କା ଯୋଗାଇ ଦେଉଛନ୍ତି । ଗତ ୨୫ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୯ କୋଟି ଚାଷୀଙ୍କ ବ୍ୟା‌ଙ୍କ ଆକାଉଣ୍ଟକୁ ସିଧାସଳଖ
Read More...