Daily Archives

ବିଶିଷ୍ଟ ବ୍ୟବସାୟୀ ଲାଲଚନ ଅଗ୍ରୱାଲଙ୍କ ପରଲୋକ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ବଲାଙ୍ଗୀରର ବିଶିଷ୍ଟ ବ୍ୟବସାୟୀ ଲାଲଜନ ଅଗ୍ରୱାଲଙ୍କ ୯୫ ବର୍ଷ ବୟସରରେ ତାଙ୍କ ଟିକ୍ରାପଡା ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇପୁଅ ରତନ କୁମାର ଅଗ୍ରୱାଲ, ବାଲକିଶନ ଅଗ୍ରୱାଲ, ଏକମାତ୍ର ଝିଅ ରାଧାଦେବୀ ଅଗ୍ରୱାଲ,
Read More...

ରାଜ୍ୟରେ ଆଜି ୨୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୩୦ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୯୬ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ରବିବାର ଦିନ ଶିକ୍ଷାନୁଷ୍ଠାନ ନ ଖୋଲିବାକୁ ଦାବୀ

ଭୁବନେଶ୍ୱର : ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ ବୋଲି ଘୋଷଣା ହୋଇଛି । ସବୁଦିନ ପାଠ ପଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ରବିବାର ପାଠ ପଢ଼ାକୁ ଶିକ୍ଷକମାନେ ନାପସନ୍ଦ କରିଛନ୍ତି । ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ
Read More...

ମୁନେଇକେଲ ଗ୍ରାମରେ ସାବିତ୍ରୀ ବାଈ ଫୁଲେଙ୍କ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ମୁନେଇକେଲ ଗ୍ରାମରେ ଲକ୍ଷେଘର ଗଣ୍ଡା ସମାଜ ଏବଂ ଭୀମ ପାଠଶାଲା ମିଳିତ ଉଦ୍ୟମରେ ଆଜି କ୍ରାନ୍ତୀଜ୍ୟୋତି ସାବିତ୍ରୀ ବାଈ ଫୁଲେଙ୍କର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସଭାକୁ ସାମାଜିକ କର୍ମୀ ସରୋଜ ସୁନା ସଂଚାଳନ କରି ଅତିଥି ପରିଚୟ ପ୍ରଦାନ
Read More...

ମୁଖ୍ୟ ଅଭିଯୁକ୍ତଙ୍କ ଭାଇ ଗିରଫ, ମାହାଙ୍ଗା ଡବଲ୍‌ ମର୍ଡର ଘଟଣା

କଟକ : ମାହାଙ୍ଗାରେ ଡବଲ୍‌ ମର୍ଡର ଘଟଣା ଦେଖିବାକୁ ମିଲିଛି । ମୁଖ୍ୟ ଅଭିଯୁକ୍ତର ଭାଇ ଚୈତନ୍ୟ ସେଠୀ ଗିରଫ ହୋଇଛନ୍ତି । ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ । ଘଟଣାରେ ଏବେ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ
Read More...

କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍ ବ୍ୟାପିବାରେ ଲାଗିଛି : ଭାରତରେ ରୋଗୀଙ୍କ ସଂଖ୍ୟା ୭୩ରେ ପହଂଚିଲା

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବୁଧବାର କେନ୍ଦ୍ର ସରକାର କହିଛନ୍ତି ଯେ, ବ୍ରିଟେନରେ ମିଳୁଥିବା ନୂତନ ପ୍ରକାରର କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ଭାରତରେ ୭୩ରେ ପହଞ୍ଚିଛି । ପଜିଟିଭ୍‌ ରୋଗୀଙ୍କୁ ସ୍ୱାସ୍ଥ୍ୟସେବାରେ
Read More...

ଆମେରିକାର ସଂସଦ କମ୍ପ୍ଲେକ୍ସରେ ଟ୍ରମ୍ପ ସମର୍ଥକଙ୍କ ଦ୍ୱାରା ହିଂସାତ୍ମକ ବିରୋଧ : ୱାଶିଂଟନରେ କର୍ଫ୍ୟୁ, ଗୁଳି…

ନୂଆଦିଲ୍ଲୀ : ଗୁରୁବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକା କଂଗ୍ରେସରେ ଥିବା ଇଲେକ୍ଟୋରାଲ କଲେଜ ବିଷୟରେ ବୈଠକ ପୂର୍ବରୁ ବିକ୍ଷୋଭ କରିଥିଲେ । ଟ୍ରମ୍ପ ସମର୍ଥକଙ୍କ ଉତ୍ତେଜନା ଏବଂ ହିଂସା ଯୋଗୁଁ ପରିସ୍ଥିତି ଅସମ୍‌ମ୍ଭାଳ ହେବା ଯୋଗୁଁ ୱାଶିଂଟନ୍ ଡିସିରେ କର୍ଫ୍ୟୁ
Read More...

୮ ତାରିଖ ପାଇଁ ବାତିଲ ହେଲା ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି

ସମ୍ବଲପୁର, (କେପିଏନ୍‌ଏସ୍‌ ) : ସମ୍ବଲପୁର-ତାଳଚେର ସେକ୍‌ସନର ଅନୁଗୁଳ-କେରଜଙ୍ଗ ଷ୍ଟେସନ୍‌ର ପୁନଃ ନିର୍ମାଣ କାର୍ୟ୍ୟ ଶେଷ ହୋଇଥିବା ବେଳେ ଗସ୍ତ ସପ୍ତାହରେ ଆସି ଉକ୍ତ ନୂଆ ଲାଇନ୍‌ ଯାଞ୍ଚ କରିବା ସହ ସ୍ପିଡ୍ ଟ୍ରାଏଲ୍ କରିଛନ୍ତି ରେଳବାଇର ମୁଖ୍ୟ ନିରାପତ୍ତା କମିସନର୍‌ । ତେବେ ଉକ୍ତ
Read More...

୭ ବର୍ଷୀୟ ବଲାଙ୍ଗିରର ଛାତ୍ର ଭେଙ୍କଟରମଣଙ୍କ କମାଲ୍‌ : ଏମ୍‌ଟିଏ ପରୀକ୍ଷାରେ ସଫଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାତ୍ର ୭ ବର୍ଷୀୟ ବଲାଙ୍ଗିରର ଭେଙ୍କଟରମଣଙ୍କ କମାଲ୍‌ ଲୋକଲୋଚନକୁ ଆସିଛି । ଜାଭା, ଜାଭା ସ୍କ୍ରିପ୍ଟ, ଏଚ୍‌ଟିଏମ୍‌ଏଲ୍‌, ସିଏସ୍‌ଏସ୍‌, ପାଇଥନ୍‌ ଆଦି ପ୍ରୋଗ୍ରାମିଂରେ ଚମତ୍‌କାର ପ୍ରଦର୍ଶନ କରୁଥିବା ବେଳେ ଇତିମଧ୍ୟରେ ମାଇକ୍ରୋସପ୍ଟ, ଟେକ୍ନୋଲୋଜି
Read More...

ମାର୍କେଟ୍‌ରେ ଆଜି ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୩୦ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୪୦ ଟଙ୍କା, ଲୋକାଲ କଂଚା ମଟର - ୫୦ ଟଙ୍କା, ଝୁଲଣ (ଝୁନ୍‌ଗା) - ୪୦
Read More...