Daily Archives

ପେନସିଲ୍‌ରେ ଆଙ୍କି ପକାଉଛନ୍ତି ଅବିକଳ ଚିତ୍ର

ଢେଙ୍କାନାଳ : ହାତରେ ତାଙ୍କର ଯାଦୁ ଭରିରହିଛି । ଏଭଳି ଜଣେ ଚିତ୍ରଶିଳ୍ପୀ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ବାରିହାପୁର ଗାଁର ମାନସ ରଞ୍ଜନ ସାହୁ ଓରଫ ମୁନା ଭାଇ । ଛୋଟ ବେଳୁ ପାଠପଢା ସହ ମାଟି କାଦୁଅରେ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରୁଥିଲେ । ଆଉ କାଗଜ ପେନସିଲରେ ସାଙ୍ଗସାଥିଙ୍କୁ
Read More...

ହେଲ୍ପଡେସ୍କ ଗଠନ ହେଲା ସାଇବର କ୍ରାଇମ ରୋକିବାକୁ

ଭୁବନେଶ୍ୱର : ହେଲ୍ପଡେସ୍କ ଗଠନ ହୋଇଛି ସାଇବର କ୍ରାଇମ ରୋକିବାକୁ । କମିଶନରେଟ ପୋଲିସ ପକ୍ଷରୁ ଏଥିପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ହେଲ୍ପଲାଇନ ନମ୍ବର ହେଉଛି ୭୪୪୦୦୦୬୭୦୯ । ଠକାମିର ଶିକାର ହେଉଥିବା ଲୋକଙ୍କ ଟଙ୍କା କୁଆଡେ ଯାଉଛି ସେଥିପ୍ରତି ଅନୁସନ୍ଧାନ କରାଯିବ । ଠକାମିର ଶିକାର
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ସଇଁନ୍ତଲା ବ୍ଲକ ବିବନା ଗ୍ରା.ପ.ରେ ୧୦ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୱାର୍ଡ ନଂ.୨୦ରୁ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ବେଲପଡ଼ା ବ୍ଲକ ଖଲିପଥର ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ
Read More...

ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣା : ଅପହରଣ ପରି ସମସ୍ତ ଆରୋପ ମିଥ୍ୟା ସାବିତ ହେବ- ରାଜେନ୍ଦ୍ର ହୋତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୋର ବିରୁଦ୍ଧରେ ଗଣମାଧ୍ୟମରେ ପ୍ରକଶ ପାଇଥିବା ଅପହରଣ ଆରୋପ ପରି ସମସ୍ତ ଆରୋପ ଆଗାମୀ ଦିନରେ ମିଥ୍ୟା ସାବିତ ହେବ ବୋଲି ବରକାନୀ ପଞ୍ଚାୟତର ସରପଞ୍ଚ ତଥା ବଲାଙ୍ଗିର ଯୁବ ବିଜୁ ଜନତା ଦଳର ସଭାପତି ରାଜେନ୍ଦ୍ର ହୋତା ପ୍ରକାଶ କରିଛନ୍ତି । ଗତକାଲଲି ପିଡିତ
Read More...

ବାଘ ଆତଙ୍କ : ଲୋକେ ଭୟଭୀତ

ନୂଆପଡ଼ା : କୋମନାରେ ବାଘ ଆତଙ୍କ ଦେଖା ଦେଇଥିବା ବେଳେ ଲୋକେ ଭୟଭୀତ ଥିବା କୁହାଯାଇଛି । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାର କୋମନା ରେଞ୍ଜ ଅନ୍ତର୍ଗତ ବୀରସିଂଙ୍ଗପଡ଼ା ଗ୍ରାମରେ ବାଘ ଆତଙ୍କ ଖେଳିଛି । ଏକ ବାଘ ଏହି ଗ୍ରାମର ୩ ଜଣଙ୍କର ଛେଳି, ବଳଦ ଓ ବାଛୁରୀକୁ ମାରି ଖାଇଥିବାର ଖବରରେ
Read More...

ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ଅତାବିରା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଏକ ଲୁଟ୍‌ ଅଭିଯୋଗ ଆସିଛି । ଆଜି ଦିନ ପୂର୍ବା‌ହ୍ନ ୧୧ଟା ୨୫ ମିନିଟ ସମୟରେ ବିଚ୍‌ ରାସ୍ତାରେ ଜଣେ ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି । ଗୋଡ଼ଭଗା ସମବାୟ ବ୍ୟାଙ୍କକୁ
Read More...

ଭାରତୀୟ ବାୟୁସେନା ଦେଶର ଦୂର ଦୂରାନ୍ତରେ କରୋନା ଟୀକା ବିତରଣ କରିବାକୁ ଯୋଜନା କରିଛି

ନୂଆଦି‌ଲ୍ଲୀ : ଦେଶର ବିଭିନ୍ନ ସ୍ଥାନକୁ କରୋନା ଟୀକା ପହଞ୍ଚାଇବା ପାଇଁ ଅଭ୍ୟାସ ଆରମ୍ଭ ହୋଇଛି । ଏଥିପାଇଁ ଭାରତୀୟ ବାୟୁସେନାର ସାହାଯ୍ୟ ନିଆଯାଇପାରେ । ଏହି ଟୀକାକୁ ଦୁର୍ଗମ ଅଞ୍ଚଳରେ ପହଞ୍ଚାଇବା ପାଇଁ C-130J ଏବଂ ଆଣ୍ଟୋନୋଭ -32 କାର୍ଗୋ ବିମାନ ସମେତ ବାୟୁସେନା ପରିବହନ ବିମାନ ବ୍ୟବହାର
Read More...

ଗର୍ଭାବ‌ସ୍ଥାରେ ଖାଇବା ଉଚିତ ନୁହେଁ ଏସବୁ ଖାଦ୍ୟ : ଗର୍ଭ‌ସ୍ଥ ଶିଶୁକୁ ପହଂଚାଇପାରେ କ୍ଷତି

ଗର୍ଭାବ‌ସ୍ଥାରେ ମହିଳାମାନେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ । କାରଣ ଖାଦ୍ୟ ଗ୍ରହଣରେ ଅବହେଳା ଶିଶୁକୁ ପହଂଚାଇପାରେ କ୍ଷତି । ପ୍ରଥମତଃ ପେଟ ଖାଲି ରଖିବା ଉଚିତ ନୁହେଁ । ଏହା ବିଭିନ୍ନ ସମସ୍ୟା ଉପୁଜାଇବା ପାଇଁ ଉ‌ତ୍ସ ହୋଇଥାଏ । ଖାଲି ପେଟରେ ଚା' କି କପି ପିଇବା ବି
Read More...

ଏକ୍ସପ୍ରେସ ୱେରେ କୃଷକଙ୍କ ଟ୍ରାକ୍ଟର ରାଲି : ରାକେଶ ଟିକୈତ୍‌ ଘୋଷଣା କଲେ – ମେ’ ୨୦୨୪ ଯାଏଁ ଆନ୍ଦୋଳନ…

ନୂଆଦି‌ଲ୍ଲୀ : ଆସନ୍ତାକାଲି ନବମ ରାଉଣ୍ଡ ଆଲୋଚନା ପୂର୍ବରୁ ଆନ୍ଦୋଳନକାରୀ କୃଷକମାନେ ଆଜି ଶକ୍ତି ପ୍ରଦର୍ଶନ କରୁଛନ୍ତି । ଚାଷୀମାନେ ଟ୍ରାକ୍ଟର ଧରି ରାସ୍ତାରେ ରାଲି କରିଛ‌ନ୍ତି। ଏହି ଟ୍ରାକ୍ଟର ରାଲି କୋଣ୍ଡଲି-ମାନସର-ପାଲୱଲ (କେଏମପି) ଏକ୍ସପ୍ରେସ ୱେରେ ଅନୁଷ୍ଠିତ ହେଉଛି । ସେମାନଙ୍କ
Read More...

ପୁଣି ଅଡ଼ୁଆରେ ପାଟଣାଗଡ଼ ବିଧାୟକ : ତାଙ୍କ କୋଠା ନିର୍ମାଣ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଶ୍ରମିକଙ୍କ ପ୍ରାଣହାନୀ :…

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ସକାଳେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଘରକାମ କରୁଥିବା ସମୟରେ ଚଙ୍ଗିରିଆ ଗାଁର ଡିଙ୍ଗର ବରିହା ୪୬ ବର୍ଷର ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରରୁ ଜଣାଯାଏ, ଆଜି ସକାଳେ ପାଟଣାଗଡ଼ ବିଧାୟକଙ୍କ ଛାତ ସ୍ଲାପ ଖୋଲୁଥିବା ସମୟରେ
Read More...