Daily Archives

ସୁବର୍ଣ୍ଣପୁର ଜିଲ୍ଲା କୋଷାଗାର ଉଦଘାଟିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟର ପ୍ରଥମ ଡିଜିଟାଲ୍ ଟ୍ରାନ୍ସଜିକସନ୍ ବ୍ୟବସ୍ଥା ଥିବା ସୁବର୍ଣ୍ଣପୁର ଜିଲ୍ଲା କୋଷାଗାର ଆଜି ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞନ ପୂଜାରୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ୧କୋଟି ୮୯ଲକ୍ଷ ବ୍ୟୟ ଅଟକଳରେ ଦ୍ବିତଳ ପ୍ରସାଦଥିବା କୋଷାଗାର
Read More...

ଗାଁ ଜଙ୍ଗଲ ନିକଟରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଯୋଗେନ୍ଦ୍ରନାଥପୁର ଗ୍ରାମ ନିକଟ ଜଙ୍ଗଲରୁ ଜଣେ ନାବାଳିକାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ନାବାଳିକା ସେହି ଗ୍ରାମର ରାଜେନ୍ଦ୍ର ପାଣ୍ଡେଙ୍କ ୮ ବର୍ଷର ଝିଅ
Read More...

ବଡବନ୍ଧ ୫ମ ବାର୍ଷିକ ଲବଣୀ ସେନ ନାଏକ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଦେଓଗାଁକୁ ହରାଇ ପ୍ରଥମ ସେମିଫାଇନାଲରେ ପହଞ୍ଚିଲା କୁଠୁର୍ଲାଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ବଡବନ୍ଧରେ ରବିବାର ଦିନ ପଞ୍ଚମ ବାର୍ଷିକ ଲବଣୀ ସେନ ନାଏକ କ୍ରିକେଟ ପ୍ରତଯୋଗିତାକୁ ସ୍ଥାନୀୟ ସରପଞ୍ଚ ଧୁବଳେ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟିତ କରିଥିଲେ। ରବିବାର ଦିନ
Read More...

ଆଜିି ଓଡ଼ିଶାରୁ ୧୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଆଜି ୧୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୬ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୭୭ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ
Read More...

ବାଲୁଚିସ୍ତାନରେ ଆଉ ଏକ ଭୟଙ୍କର ଆକ୍ରମଣ : ୧୧ ଜଣ ପାକିସ୍ତାନୀ କୋଇଲା ଖଣି ମାଲିକ‌ଙ୍କୁ ଗୁଳି କରି ହତ୍ୟା

କରାଚି : ପାକିସ୍ତାନର ଅଶାନ୍‌ନ୍ତ ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶରେ ପୁଣି ଥରେ ରକ୍ତ ହୋଲି ଖେଳାଯାଇଛି । ବନ୍ଧୁକଧାରୀମାନେ ଅପହରଣ କରିବା ପରେ ରବିବାର ଅତି କମରେ ୧୧ ଜଣ କୋଇଲା ଖଣି ମାଲିକଙ୍କୁ ଗୁଳି କରି ହତ୍ୟା କରିଛ‌ନ୍ତି। ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ପୋଲିସ
Read More...

ଦୁଇ ସାଙ୍ଗ ଗୋଟିଏ ଝିଅକୁ ପସନ୍ଦ କଲେ : ଏକାଠି ରହିବାକୁ ଅବଲ‌ମ୍ବନ କଲେ ଅଜବ୍‌ ତରିକା

ବ୍ରାଜିଲ : ବ୍ରାଜିଲର ଦୁଇଜଣ ବନ୍ଧୁ ଗୋଟିଏ ଝିଅକୁ ପସନ୍ଦ କଲେ । କିନ୍ତୁ ଆଶ୍ଚର୍ୟ୍ୟର କଥା ହେଲା, ଏହା ସେମାନଙ୍କର ବନ୍ଧୁତାକୁ ଭାଙ୍ଗି ନଥିଲା । ବରଂ ସେମାନଙ୍କ ମଧ୍ୟରେ ଏକ ନୂତନ ସମ୍ପର୍କ ସ୍ଥାପନ ହୋଇଥିଲା । ଏକାଠି ରହିବାକୁ ଅବଲ‌ମ୍ବନ କଲେ ଅଜବ୍‌ ତରିକା । ସେଇ ଝିଅଟି ମଧ୍ୟ ଜଣକୁ
Read More...

ଟ୍ରମ୍ପ୍ ଅଡ଼ିଓକୁ ନେଇ ଆମେରିକାରେ ବୋବାଲ୍‌ : ନର୍ବାଚନ ଫଳାଫଳ ପରିବର୍ତ୍ତନ ପାଇଁ ନିର୍ବାଚନ ଅଧିକାରୀଙ୍କ ଉପରେ ଚାପ…

ୱାଶିଂଟନ : ଏକ ଅଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯାହାକୁ ନେଇ ବୋବାଲ୍‌ ହୋଇଛି ଆମେରିକାରେ । ଅଭିଯୋଗ ହୋଇଛି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ଜିଆର ନିର୍ବାଚନ ଅଧିକାରୀଙ୍କୁ ଫୋନ୍ କରି ନିର୍ବାଚନ ଫଳାଫଳକୁ ପରିବର୍ତ୍ତନ କରିବାକୁ ଚାପ ପକାଇଥିଲେ । ଏହି ଅଡିଓ ଭାଇରାଲ ହେବା ପରେ
Read More...

ଆଜି ପୁଣିଥରେ କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହେବ : ନୂତନ ନିୟମ ହଟାଯିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି…

ନୂଆଦିଲ୍ଲୀ : କୃଷକ ସଂଗଠନ ନୂତନ କୃଷି ନିୟମକୁ ବିରୋଧ କରି ଚାଲିଛି । ଆଜି କେନ୍ଦ୍ର ସରକାର ଏବଂ ବିରୋଧୀ କୃଷକ ସଂଗଠନ ମଧ୍ୟରେ ସପ୍ତମ ରାଉଣ୍ଡ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ରବିବାର ଦିନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ
Read More...

ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ବିଶ୍ୱନାଥ ପଣ୍ଡିତଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ମେଡିକାଲ କମଚାରୀ ସଂଘ, ମେଡିକାଲ କଲେଜ ହସ୍ପିଟାଲ ଓ ନଗର ଚିକିତ୍ସାଳୟ କର୍ମଚାରୀ ସଂଘର ମିଳିତ ଉଦ୍ୟମରେ ମେଡିକାଲ କର୍ମଚାରୀ, ମେହେନ୍ତର ସଂଘ ଓ ହିନ୍ଦ୍‌ ମଜଦୁର ସଭାର ପ୍ରତିଷ୍ଠାତା ସଭାପତି, ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ବିଧାୟକ ବିଶ୍ୱନାଥ
Read More...

କୋଭିଡ୍‍ ୧୯ ଟିକାର ନିୟନ୍ତ୍ରିତ ଜରୁରୀ ଅନୁମୋଦନ ସଂପର୍କରେ ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ (ଡିସିଜିଆଇ)ଙ୍କ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ (ସିଡିଏସ୍ସି୍ଓ)ର ବିଷୟ ବିଶେଷଜ୍ଞ କମିଟିର ବୈଠକ ୨୦୨୧ ଜାନୁୟାରୀ ୧ ଓ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେରମ ଇନ୍ଷ୍ଟିୀଚ୍ୟୁଟ ଅଫ୍‍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍‍ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କରୋନା
Read More...