Monthly Archives

December 2020

ସଂଗୀତ ନିର୍ଦେଶକ ସରୋଜ ନନ୍ଦ‌ଙ୍କ ଆଜି ଶ୍ରାଦ୍ଧ ବାର୍ଷିକୀ

ଗଣେଶ ବାରିକ୍ କେରି କେରି ସୁନା ଦୁବ… ମୁଁ ତ ବଡ଼ ଦେଉଳର ପାରା… ତୋ ଆଗରେ କିଛି ଧୂପ… ଜନମି ଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ… କଳା ଠାକୁର ମୋ କଳା ଠାକୁର… ଛ ଖଣ୍ଡ କାଠରେ ହେବ ସବାରୀ… ପ୍ରଥମ ପ୍ରେମର ପ୍ରଥମ ଚିଠି… ବାଟରେ ଚାଲୁ ଚାଲୁ… ଗାଁ ମଝିରେ ଚାନ୍ଦିନୀ… ଆଇନା କେବେ ମିଛ କହେନା…
Read More...

ଅସହାୟ ଅବସ୍ଥାରେ ଡମନି ପ୍ରଧାନୀ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସରକାର ଯୋଜନା ଉପରେ ଯୋଜନା କରିଛନ୍ତି । କିନ୍ତୁ ତାହା ଫେଲ ମାରିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ କନ୍ଧକେଳଗାଁ ଗ୍ରାମ ପଞ୍ଚାୟତର ସ୍କୁଲ ପଡାରେ । ସୂଚନା ଏହି କି, ଯେ ଡମନି ପ୍ରଧାନୀ ଜଣେ ନିରାଶ୍ରୟ ମହିଳା । କିଛି ବର୍ଷ ତଳେ
Read More...

ନିଆଁ ଲାଗି ୧୨ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସାମାଗ୍ରୀ

ଯାଜପୁର : ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କା ସହ ୧୨ ବଘରା ଘର । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଳା ପରୀ ବ୍ଲକ ବାଇସାରିୟା ପଚଂୟତ ହରିସ୍ତାଲ ଗ୍ରାମରେ ଗତକାଲିି ବିଲମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । କୌଣସି କାରଣରୁ ପ୍ରଥମେ ଗ୍ରାମର ଟିକନ ମଲିକଙ୍କ ଘରେ ନିଆଁ ଲାଗି ଯାଇଥିଲା । ପରେ
Read More...

ଲୁଟେରାଙ୍କ କଳା କାରନାମା : ସୁନା ଦୋକନ ପଛପଟ କାନ୍ଥକୁ ଭାଙ୍ଗି ଲୁଟିନେଲେ ସୁନା, ରୂପା ଏବଂ ଟଙ୍କା, ସିସିଟିଭି…

ଜଗତପୁର : ସୁନା ଦୁକାନର ପଛପଟ କାନ୍ଥ ଭାଙ୍ଗି ଲୁଟେରାମାନେ ବୋହିନେଲେ ସୁନା, ରୂପା ଏବଂ ଟଙ୍କା ବେଲି ଖବର ମିଳଛି । ଏପରିକି ସେମାନେ ସିସିଟିଭି କ୍ୟାମେରାକୁ ବି ଛାଡ଼ି ନାହାନ୍ତି । ଜଗତପୁରର ଆଇବି ରୋଡରେ ଥିବା ବାସନ୍ତୀ ଦୁର୍ଗା ଜୁଏଲର୍ସ ଦୋକନର ପଛପଟ କାନ୍ଥକୁ ବିଲମ୍ବିତ ରାତିରେ
Read More...

ରାଜ୍ୟରେ ଆଜି ୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୪୦୯ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୭୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

କେରମେଲି ଗ୍ରାମ ପଞ୍ଚାୟତରେ ଭତ୍ତା ବଣ୍ଟନ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ କେରମେଲି ଗ୍ରାମ ପଞ୍ଚାୟତର ସରପଞ୍ଚ ସ୍ଵର୍ଣ୍ଣଚମ୍ପା ସୁନାଙ୍କ ତତ୍ତ୍ଵାବଧାନରେ ଆଜି ୨୯ ଜଣ ବୃଦ୍ଧବୃଦ୍ଧା ଓ ବିକଳାଙ୍ଗମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଉକ୍ତ କାର୍ୟ୍ୟକ୍ରମ କେରମେଲି କାର୍ୟ୍ୟ
Read More...

ବିନିକା ଅଂଚଳରେ ହାତୀପଲଙ୍କ ଉତ୍‌ପାତ୍‌ ବଢ଼ୁଛି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲାର ବିନିକା ଅଂଚଳରେ ହାତୀପଲଙ୍କ ଉତ୍‌ପାତ୍‌ ବଢ଼ୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପ୍ରାୟ ୪୦ ଟିକିଆ ହାତୀପଲ ପାଲିପଡା, ଉର୍ଲେ, ପାପକ୍ଷୟ, ରହିଲା ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି ବୋଲି କୁହାଯାଉଛି। ଶହ ଶହ ଏକର ପାଚିଲା ଧାନ ମଧ୍ୟ
Read More...

‘ପରୀ’ ହତ୍ୟା ମାମଲା : ଏସଆଇଟିର ଜୋର୍‌ଦାର୍‌ ଛାନ୍‌ଭିନ୍‌ : ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଅଭିଯୁକ୍ତ…

ନୟାଗଡ଼ : ପରୀ ହତ୍ୟା ମାମଲାର ସାରା ରାଜ୍ୟରେ ଚହଳ ସୃଷ୍‌ଷ୍ଟି କରିଥିବା ବେଳେ ଏସଆଇଟିର ଛାନ୍‌ଭିନ୍ ଜୋରଦାର ଆର‌ମ୍ଭ ହୋଇଯାଇଛି । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଘଟଣାର ବିଭିନ୍ନ ଦିଗ ଉପରେ ତଦ‌ନ୍ତ ଚାଲିଛି । ପରୀ ମୃତ୍ୟୁର ଅଭିଯୁକ୍ତ ବୋଲି କୁହାଯାଉଥିବା ବାବୁଲି ନାୟକଙ୍କ
Read More...

କରୋନା ଟୀକା : ସରକାରଙ୍କ ପ୍ରାଥମିକ ତାଲିକାରେ କେଉଁମାନେ ରହିବେ ଜାଣ‌ନ୍ତୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁଯାୟୀ ଆସନ୍ତା କିଛି ସପ୍ତାହ ମଧ୍ୟରେ କରୋନା ଭାଇରସ୍ ଟୀକା ପ୍ରସ୍ତୁତ ହୋଇଯିବ । ଶୁକ୍ରବାର ଦିନ ସର୍ବଦଳୀୟ ବୈଠକରେ ସେ କହିଛନ୍ତି ଯେ, ବୈଜ୍ଞାନିକମାନେ ସବୁଜ ସଙ୍କେତ ଦେବା ମାତ୍ରେ ଭାରତରେ ପ୍ରତିରକ୍ଷା ଅଭିଯାନ ଆରମ୍ଭ ହେବ ।
Read More...

କୃଷକ ଆନ୍ଦୋଳନ : କୃଷକମାନଙ୍କୁ ମନାଇବା ପାଇଁ ଆଜିର ପଂଚମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ : ଦିଲ୍ଲୀର ବିଭିନ୍ନ ସୀମାରେ ପ୍ରାୟ ଏକ ସପ୍ତାହ ଧରି ତିନୋଟି ନୂତନ କୃଷି ନିୟମ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହି ସମୟରେ ସରକାର ପୁଣି ଥରେ ଚାଷୀଙ୍କୁ ମନାଇବା ପାଇଁ ଚେଷ୍ଟା ଚଳାଇଛ‌ନ୍ତି । ଆଜି ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ପଞ୍ଚମ ରାଉଣ୍ଡ ଆଲୋଚନା
Read More...