କବି ଲକ୍ଷ୍ମୀନାରାୟଣ ହୋତା ପାଇବେ ‘ମହୁରି ସମ୍ମାନ-୨୦୨୦’
ଭବାନୀପାଟଣା, (କେପିଏନ୍ଏସ୍) : ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା 'ମହୁରି' ପକ୍ଷରୁ ଚଳିତ ବର୍ଷର 'ମହୁରି ସମ୍ମାନ' ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ସମ୍ମାନ ପାଇବେ କବି ଲକ୍ଷ୍ମୀନାରାୟଣ ହୋତା । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି!-->…
Read More...
Read More...